fbpx
Browsing Category

Top Stories

ସ୍ତ୍ରୀକୁ ହତ୍ୟାକରି ଥାନାରେ ପହଞ୍ଚିଲା ସ୍ୱାମୀ, କହିଲା- ‘ଚରିତ୍ରହୀନ ଥିଲା ବାବୁ’

ଆଜମଗଡ,୮ ।୪: କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ସାରା ଦେଣରେ ଲକ୍-ଡାଉନ୍ ଜାରି ହୋଇଛି । ଏହାରି ମଧ୍ୟରେ ୟୁପିର ଆଜମଗଡ ଜିଲ୍ଲାର ସରାୟମୀର ପୋଲିସ ଷ୍ଟେସନ ନିକଟସ୍ଥ ଅଞ୍ଚଳରୁ ଏକ ସମ୍ବେଦନଶୀଳ ଘଟଣା ସାମନାକୁ…

କରେନାକୁ ଜୟ କଲେ ଭାରତର ୯୩ ବର୍ଷୀୟ ବୃଦ୍ଧ ଓ ତାଙ୍କ ୮୮ ବର୍ଷୀୟ ସ୍ତ୍ରୀ

କରେନା ଉପରେ ବିଜୟ । ୯୩ ବର୍ଷୀୟ ବୃଦ୍ଧ ଓ ତାଙ୍କ ୮୮ ବର୍ଷୀୟ ସ୍ତ୍ରୀ ମହାମାରୀ କରେନାକୁ ପରାଜିତ କରିଛନ୍ତି । ଭାରତର ଏହି ସର୍ବ ବୟୋଜେଷ୍ଠ ଦମ୍ପତ୍ତି କୁ ନେଇ ଚାରିଆଡେ ଚର୍ଚ୍ଚା । କେରଳର କୋଟ୍ଟା ନିବାସୀ ୯୩ ବର୍ଷୀୟ…

ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଗଞ୍ଜାମ, ୮ା୪(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ଘର ଘର ବୁଲି ଡାକ୍ତରମାନେ ଚିକିତ୍ସା କରିବେ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । କରୋନା…

ଭାରତର ପ୍ରୟାସକୁ ହନୁମାନ ଓ ସଞ୍ଜୀବନୀ ସହ ତୁଳନା କଲେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଚିଠି ଲେଖିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜେର୍ ବୋଲସୋନାରୋ । ସେ ଭାରତର ପ୍ରୟାସକୁ ହନୁମାନ ଓ ସଞ୍ଜୀବନୀ ସହ ତୁଳନା କରିଛନ୍ତି । ଭାରତକୁ…

ଏପ୍ରିଲ୍ ୩୦ ଯାଏ ଟ୍ରେନ ଟିକେଟ୍ ବୁକିଂ ବ୍ୟାନ ଦେଉଛି ଲକ୍ ଡାଉନ ବଢ଼ିବା ସଙ୍କେତ

ଏପ୍ରିଲ୍ ଶେଷ ଯାଏ ଟ୍ରେନରେ କରିପାରିବେନି ଟିକେଟ୍ ବୁକିଂ । ଏ ନେଇ ନିର୍ଦ୍ଦେଶନାମା ଜାରୀ କରିଛି ଆଇଆରସିଟିସି ।ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ ୧୪ ଏପ୍ରିଲରେ ତ ଲକ୍ ଡାଉନ ସରିବ । କାହିଁକି ଲାଗିଛି ୩୦…

ଚୀନର ଉହାନରୁ ଉଠିଲା ୭୬ ଦିନିଆ ଲକ୍ ଡାଉନ

କରେନାର ଉତ୍ପତ୍ତି ସ୍ଥଳ ଉହାନ ସହର ଏବେ କରୋନା ମୁକ୍ତ । ତେଣୁ ଗତ ଜନୁଆରୀ ଶେଷରେ ଲାଗୁ ହୋଇଥିବା ଲକ୍ ଡାଉନକୁ ଆଜି ଉଠାଯାଇଛି ।ବିଶେଷ କରି ଡେଲିଭର ମ୍ୟାନ,ଡାକ୍ତର,ନର୍ସ ,ଚାକିରୀଆ ଏବେ ନିଦ୍ୱନ୍ଦରେ ଯା ଆସ…

କରେନା ପ୍ରଭାବ ,ଫିଲ୍ମ ଓ ଟେଲି ଇଣ୍ଡଷ୍ଟ୍ରିକୁ ଜବରଦସ୍ତ ଝଟକା

କରେନା ପାଇଁ ସାରା ଦେଶରେ ଲକ୍ ଡାଉନ । ଏଭଳି ଅବସ୍ଥାରେ ନାଁ କେହି ଘରୁ ବାହାରିପାରୁଛନ୍ତି ନାଁ କିଛି ସାମୁହିକ କାମ କରାଯାଇପାରୁଛି । ଯାହାର ସିଧା ପ୍ରଭାବ ପଡିଛି ମନୋରଂଜନ ଶିଲ୍ପ ଉପରେ । ମେଗା ଟେଲି ସିରିଏଲ ର…

୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା

ଆଜିଠାରୁ ୧୦ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମାଲକାନାଗରିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି ରାଜ୍ୟର…

ଏବର୍ଷ ବନ୍ଦ ରହିବ ହଜ୍ !

୨୨୨ ବର୍ଷ ପରେ ବନ୍ଦ ହେବ ହଜ୍ ଯାତ୍ରା । କରେନା ପାଇଁ ଏଭଳି ସମ୍ଭାବନା ଦେଖାଯାଇଛି ।ଶେଷ ଥର ପାଇଁ ୧୭୯୮ ମସିହାରେ ଏହାକୁ ରଦ୍ଦ କରାଯାଇଥିଲା । ଏପରିକି ୧୯୧୮ରେ ହୋଇଥିବା ସ୍ପାନିଶ୍ ଫ୍ଲ୍ୟୁ ସମୟରେ ମଧ୍ୟ ଏହାକୁ ବନ୍ଦ…