fbpx
Browsing Category

Top Stories

ମନମୋହନଙ୍କ ରାଜ୍ୟ ସମ୍ମାନ ସହ ପୁରୀରେ ଅନ୍ତିମ ସଂସ୍କାର କରିବାକୁ ଘୋଷଣା କଲେ ରାଜ୍ୟ ସରକାର 

ଭୁବନେଶ୍ୱର, ୧୩।୧(ଓଡିଶା ଭାସ୍କର) : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ମନମୋହନ ମହାପାତ୍ରଙ୍କ ପରଲୋକରେ ତାଙ୍କର ଅବଦାନ ପାଇଁ କାଲି ରାଜ୍ୟ ସମ୍ମାନ ସହ ପୁରୀରେ ଅନ୍ତିମ ସଂସ୍କାର କରିବାକୁ ଘୋଷଣା କଲେ ରାଜ୍ୟ ସରକାର ।…

୧୫ରେ ବନ୍ଦ ରହିବ ସମସ୍ତ ସ୍କୁଲ ଓ ସରକାରୀ ଅଫିସ୍

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ମକର ସଂକ୍ରାନ୍ତୀ ହିନ୍ଦୁମାନଙ୍କର ଏକ ବଡ ପର୍ବ । ଜାନୁଆରୀ ୧୫ ମକର ସଂକ୍ରାନ୍ତୀ ପାଇଁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ଆଜି…

ମନମୋହନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୧୩ା୧(ଓଡ଼ିଶା ଭାସ୍କର): ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଆଜି ପରଲୋକ ହୋଇଛି । ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଚଳଚ୍ଚିତ୍ର…

ଆଇଏଏସ ବିଜୟ କେତନଙ୍କ ଜାମିନ ଖାରଜ

ଭୁବନେଶ୍ୱର, ୧୩ା୧(ଓଡ଼ିଶା ଭାସ୍କର): ଆଇଏଏସ ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କ ଜାମିନ ଖାରଜ ହୋଇଛି । ଉଲ୍ଲେଖଯୋଗ୍ୟ ଆଇଏଏସ ବିଜୟ କେତନ…

ପରଲୋକରେ ମନମୋହନ ମହାପାତ୍ର

ଭୁବନେଶ୍ୱର, ୧୩ା୧(ଓଡ଼ିଶା ଭାସ୍କର): ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ର ଆଉ ଏ ଦୁନିଆରେ ନାହାନ୍ତିି । ୬୯ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ…

ଆଇଏଏସ ବିଜୟ କେତନଙ୍କ ଜାମିନ ରାୟ ସଂରକ୍ଷିତ

ଭୁବନେଶ୍ୱର, ୧୩ା୧(ଓଡ଼ିଶା ଭାସ୍କର): ଆଇଏଏସ ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ଶୁଣାଣି ଶେଷ ହୋଇଛି । ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ । ଉଲ୍ଲେଖଯୋଗ୍ୟ…