fbpx
Browsing Category

Top Stories

ଆସନ୍ତାକାଲିଠାରୁ ନବରଙ୍ଗପୁର ସଟଡାଉନ

ନବରଙ୍ଗପୁର,୨୦ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାକୁ ସଟଡାଉନ କରାଯିବାକୁ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୫ଟାରୁ ୨୨ ତାରିଖ…

କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ୯୫ ପୋଲିସ କର୍ମଚାରୀ

ଭୁବନେଶ୍ୱର, ୨୦ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ମଧ୍ୟରେ କୋଭିଡ଼ ଯୋଦ୍ଧା ମଧ୍ୟ ଅଛନ୍ତି । ଏହାରି ମଧ୍ୟରେ ଆଜି କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ…

ଅଚାନକ୍ ଉଡିବାକୁ ଲାଗିଲା ୫୦୦-୧୦୦୦ ଟଙ୍କିଆ ପୁରୁଣା ନୋଟ୍, ପୋଲିସ ବି କାବା

କେରଳର ପଲ୍ଲକଡରେ ଜଣେ ୮୦ ବର୍ଷୀୟ ବୃଦ୍ଧ ମହିଳାଙ୍କ ନିକଟରୁ ମିଳିଛି ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ୍ । ୪ ବର୍ଷ ପୂର୍ବେ ବିମୁଦ୍ରିକରଣ ପରେ ଏହି ନୋଟକୁ ଅବୈଧ ଘୋଷଣା କରାଯାଇଥିଲା । କିନ୍ତୁ ପଲ୍ଲକଡରେ ଏକ ଖେଳ…

ଦାୟିତ୍ୱ ନେଲେ ଟ୍ୱିନସିଟିର ୨ନବ ନିଯୁକ୍ତ ଡିସିପି

ଭୁବନେଶ୍ୱର, ୨୦ା୭(ଓଡ଼ିଶା ଭାସ୍କର): ଆଜି ଦାୟିତ୍ୱଭାର ଗ୍ରହଣ କରିଛନ୍ତି ଟ୍ୱିନସିଟିର ଦୁଇ ନବ ନିଯୁକ୍ତ ଡିସିପି । ଭୁବନେଶ୍ୱରର ନୂଆ ଡ଼ିସିପି ଭାବେ ଦାୟିତ୍ୱ ନେଇଛନ୍ତି ଉମାଶଙ୍କର ଦାସ । ପୋଲିସ ସେବା ଭବନରେ ଅନୁପ…

ସମରେ କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ

ଭୁବନେଶ୍ୱର,୨୦ ।୭(ଓଡିଶା ଭାସ୍କର): ସମ୍ ହସ୍ପିଟାଲରେ ଆରମ୍ଭ ହୋଇଛି କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ପ୍ରକ୍ରିୟା । ସମ୍ ଆନେକ୍ସର ବିଲ୍ଡିଂରେ ସ୍ୱତନ୍ତ୍ର ପରୀକ୍ଷାଗାର ଉଦଘାଟିତ ହୋଇଯାଇଛି । ଏନେଇ ବିଭାଗୀୟ ଅଧିକାରୀ…