fbpx
Browsing Category

Top Stories

୩ ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୧୫ ।୨(ଓଡିଶା ଭାସ୍କର): ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିଦୀୟ ଦିନରେ ବାଚସ୍ପତିଙ୍କ ରୁଲିଂକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା ବଢ଼ିବାରେ ଲାଗିଛି । ଆରମ୍ଭରୁ ସାଢେ ୧୧ଟା ଯାଏଁ ଗୃହକାର୍ଯ୍ୟ ମୁଲତବୀ…

ସୂର୍ଯ୍ୟଠାରୁ ହଜାର ଗୁଣ ବଡ ତାରାରେ ହେବ ବିସ୍ଫୋରଣ, ପୁଥିବୀରୁ ଦେଖିପାରିବେ ଏହି ଦୃଶ୍ୟ

ୱାଶିଂଟନ,୧୫ ।୨: ଆକାଶଗଙ୍ଗା ବା ଗ୍ୟାଲେକ୍ସିରେ ସବୁଠାରୁ ଚମକଦାର ତାରା ମଧ୍ୟରୁ ବିଟଲଗ୍ୟୁଜ ଏବେ ନିଜର ଚମକ ହରାଇବାରେ ଲାଗିଛି । ଏହି ଲାଲ୍ ରଙ୍ଗର ତାରା ଓରିଅନ୍ ତାରାମଣ୍ଡଳର ଅଂଶ । ଏହି ତାରା ଏବେ ସୁପରନୋଭା ଚରଣ…

ସାଢେ ୧୧ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୧୫ ।୨(ଓଡିଶା ଭାସ୍କର): ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିଦୀୟ ଦିନରେ ବାଚସ୍ପତିଙ୍କ ରୁଲିଂକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା । ଆରମ୍ଭରୁ ହଙ୍ଗାମା ଯୋଗୁଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ…

ପୋଲିସ କବଜାରେ ଅନୁପଙ୍କ ଡ୍ରାଇଭର !

ରାଜପୁର,୧୫ ।୨(ଓଡିଶା ଭାସ୍କର): ଡବଲ ମର୍ଡର ଘଟଣାର ଅଭିଯୁକ୍ତ ଅନୁପ ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋ ଏବେ ପୋଲିସ କବଜାରେ । ରାଜପୁର ବଗରାଚକ ଗାଁ ଭଡାଘରୁ ବର୍ମନକୁ ଧରିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ପୋଲିସ…

ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର,୧୫ ।୨(ଓଡିଶା ଭାସ୍କର): ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ମୋତିଲାଲ୍ ଓସୱାଲ କିସ୍ ସ୍କୁଲକୁ ଲୋକାପର୍ଣ କରିବେ । ଏହି ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଟୁକୁନି ସାହୁ…

ମାତାଲ OAPF କନେଷ୍ଟବଳ ନିଲମ୍ବିତ

ମୟୁରଭଞ୍ଜ, ୧୪ା୨(ଓଡ଼ିଶା ଭାସ୍କର): ମୟୁରଭଞ୍ଜ ହିଙ୍ଗୁଳା ଯାତ୍ରାରେ ପୋଲିସ ମାତାଲ ହେବା ଘଟଣା ଘଟିଥିଲା । ଏହି ଘଟଣାରେ ମାତାଲ ଓଏପିଏଫ କନେଷ୍ଟବଳ ଗଗନ ବିହାରୀ ନାୟକଙ୍କୁ ନିଲମ୍ବିତ କରାଯାଇଛି । ମାତାଲ ଗଗନ…

ଅନୁପ ସାଏଙ୍କ ଗିରଫ ମାମଲା, ତଦନ୍ତ କରିଥିବା ସମସ୍ତ ପୋଲିସକୁ ମିଳିବ ପୁରସ୍କାର

ବିଳାସପୁର, ୧୪ା୨(ଓଡ଼ିଶା ଭାସ୍କର): ପୂର୍ବତ୍ତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କ ଡବଲ ମର୍ଡ଼ର ମାମଲାରେ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଏହି ମାମଲାରେ ତଦନ୍ତ କରିଥିବା ସମସ୍ତ ପୋଲିସକୁ ପୁରସ୍କାର ମିଳିବ । ପ୍ରତି…

କାର୍ ଓ ବାଇକ୍ କିଣୁଥିବା ଲୋକେ ହୁଅନ୍ତୁ ସାବଧାନ୍? ୩୧ ମାର୍ଚ୍ଚ ପରେ ବଦଳୁଛି ନିୟମ

ଯଦି ଆପଣ କାର୍ କି ବାଇକ୍ କିଣିବା ପାଇଁ ଭାବୁଛନ୍ତିି, ତେବେ ଆପଣଙ୍କ ପାଇଁ ଜରୁରୀ ଖବର । ସୁପ୍ରିମକୋର୍ଟଙ୍କ କହିବା ମୁତାବକ, ୩୧ ମାର୍ଚ୍ଚ ୨୦୨୦ ପରେ ବିଏସ୪ ବାହନ ବିକ୍ରି ହେବନାହିଁ । ଏନେଇ ଅଟୋମୋବାଇଲ ଡିଲରଙ୍କ…

ଜେଲ ଗଲେ ଅନୁପ ସାଏ

ସମ୍ବଲପୁର,୧୪ ।୨(ଓଡିଶା ଭାସ୍କର): ୨୦୧୬ରେ କଳ୍ପନା ଓ ତାଙ୍କ ନାବାଳିକା ଝିଅକୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଥାତ୍ ବ୍ରଜରାଜନଗରର ପୂର୍ବତନ ବିଜେଡି ନେତା ଅନୁପ ସାଏଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ…