fbpx
Browsing Category

Top Stories

ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨ମୃତ ଓ ୧୫ରୁ ଅଧିକ ଆହତ

ନବରଙ୍ଗପୁର,୧୫ା୨(ଓଡ଼ିଶା ଭାସ୍କର): ନବରଙ୍ଗପୁର ସ୍ଥିତ ପାପଡ଼ାହାଣ୍ଡି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଜୟପୁରରୁ ଚନ୍ଦାହାଣ୍ଡି ଯାଉଥିବା ବେଳେ ବସଟି…

ଡକାୟତି ମାମଲା, ୬ଗିରଫ

ନୂଆପଡ଼ା, ୧୫ା୨(ଓଡ଼ିଶା ଭାସ୍କର):ବର୍ତ୍ତବାନ ଡକାୟତ ଓ ଅପରାଧ ସଂଖ୍ୟା ସମାଜରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ନୂଆପଡ଼ା ଖଡ଼ିଆଳର ଫ୍ୟୁଜନ ମାଇକ୍ରୋ ଫାଇନାନ୍ସରେ ଡକାୟତି ଘଟଣା ଘଟିଥିଲା । ଯେଉଁ ମାମଲାରେ ଆଜି ୬ଜଣ…

ରାସ୍ତାରେ ଛିଡ଼ି ପଡ଼ିଛି ୧୩୨ କେଭି ତାର

ଝାରସୁଗୁଡ଼ା, ୧୫ା୨(ଓଡ଼ିଶା ଭାସ୍କର):ଝାରସୁଗୁଡ଼ା ୪୯ନମ୍ବର ଜାତୀୟ ରାଜପଥରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ୧୩୨ କେଭି ବିଦ୍ୟୁତ ତାର ଛିଡ଼ି ରାସ୍ତାରେ ପଡ଼ିଛି । ବିଟିଏମ ଛକ ନିକଟ ରାସ୍ତା ଉପରେ ଛିଡ଼ିକି…

କୁପୋଷଣ ଶିଶୁଙ୍କ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର,୧୫ ।୨(ଓଡିଶା ଭାସ୍କର): ରାଜ୍ୟରେ କୁପୋଷଣ ଶିକାର ହୋଇଥିବା ଶିଶୁଙ୍କ ତାଲିକା ଦେଲେ ମନ୍ତ୍ରୀ । ସେ କହିଛନ୍ତି ଯେ, ୨୦୧୯ ସୁଦ୍ଧା ଅତିଶୟ କମ୍ ଓଜନର ଶିଶୁ ସଂଖ୍ୟା ୨୧,୯୦୧ ରହିଛି । କମ୍ ଓଜନର ଶିଶୁ ସଂଖ୍ୟା…

କଟକ ବୋର୍ଡ଼ ଅଫ ରେଭିନ୍ୟୁ କୋଠାରେ ଅଗ୍ନିକାଣ୍ଡ

କଟକ, ୧୫ା୨(ଓଡ଼ିଶା ଭାସ୍କର): କଟକ ବୋର୍ଡ଼ ଅଫ ରେଭିନ୍ୟୁ କୋଠାରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବା କାର୍ଯ୍ୟରେ ଦମକଳ ବାହିନୀର ୨ଟି ଟିମ ନୀୟୋଜିତ ହୋଇଛନ୍ତି । ସେଠାରେ ଅଗ୍ନିକାଣ୍ଡ ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ…

ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, ୧୫ା୨(ଓଡ଼ିଶା ଭାସ୍କର): ଆଜି ବଲାଙ୍ଗିର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ମୋତିଲାଲ ଓସୱାଲ କିସ୍ ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୦ ଶଯ୍ୟା ବିଶିଷ୍ଟ ଏକ…

କଟକରେ ସର୍ବାଧିକ ଭିକାରି

ଭୁବନେଶ୍ୱର,୧୫ ।୨(ଓଡିଶା ଭାସ୍କର): ରାଜ୍ୟ ବିଧାନସଭାରେ ଆଜି ଭିକାରୀଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି ଯେ, ରାଜ୍ୟରେ ଥିବା ୫୯୫୦…

ପୁଣି ଲିକ୍ ହେଲା ପ୍ରଶ୍ନପତ୍ର !

ସମ୍ବଲପୁର,୧୫ ।୨(ଓଡିଶା ଭାସ୍କର): କଡା ସୁରକ୍ଷା ବ୍ୟବସ୍ଥା ପରେ ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଆଶଙ୍କା କରାଯାଉଛି । +୩ ବିଜ୍ଞାନର ଗଣିତ ସମ୍ମାନ ପରୀକ୍ଷାର ପ୍ରଶ୍ନପତ୍ର…

୩ ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୧୫ ।୨(ଓଡିଶା ଭାସ୍କର): ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିଦୀୟ ଦିନରେ ବାଚସ୍ପତିଙ୍କ ରୁଲିଂକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା ବଢ଼ିବାରେ ଲାଗିଛି । ଆରମ୍ଭରୁ ସାଢେ ୧୧ଟା ଯାଏଁ ଗୃହକାର୍ଯ୍ୟ ମୁଲତବୀ…

ସୂର୍ଯ୍ୟଠାରୁ ହଜାର ଗୁଣ ବଡ ତାରାରେ ହେବ ବିସ୍ଫୋରଣ, ପୁଥିବୀରୁ ଦେଖିପାରିବେ ଏହି ଦୃଶ୍ୟ

ୱାଶିଂଟନ,୧୫ ।୨: ଆକାଶଗଙ୍ଗା ବା ଗ୍ୟାଲେକ୍ସିରେ ସବୁଠାରୁ ଚମକଦାର ତାରା ମଧ୍ୟରୁ ବିଟଲଗ୍ୟୁଜ ଏବେ ନିଜର ଚମକ ହରାଇବାରେ ଲାଗିଛି । ଏହି ଲାଲ୍ ରଙ୍ଗର ତାରା ଓରିଅନ୍ ତାରାମଣ୍ଡଳର ଅଂଶ । ଏହି ତାରା ଏବେ ସୁପରନୋଭା ଚରଣ…