fbpx
Browsing Category

Top Stories

ବିଜୟ ପରେ କ୍ରେଜିୱାଲଙ୍କୁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ,୧୧ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ବହୁମତ ମିଳିଛି । ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଦିଲ୍ଲୀରେ ପୁଣି କେଜ୍ରିୱାଲ ସରକାର, ୧୪ ଫେବ୍ରୁଆରିରେ ନେଇପାରନ୍ତି ଶପଥ

ନୂଆଦିଲ୍ଲୀ,୧୧ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ମିଳିଛି ପୂର୍ଣ୍ଣ ବହୁମତ । ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ । ବିଜୟ ରେସରେ ପଛରେ ବିଜେପି ବହୁ ପଛରେ…

‘ମୋ ସରକାର’ରେ ଯୋଗାଣ ବିଭାଗ ସାମିଲ

ଭୁବନେଶ୍ୱର,୧୧ ।୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ଆଜି ସାମିଲ ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମଲ ହୋଇଛି ଏହି…

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କଲା ବିନୟ

ନୂଆଦିଲ୍ଲୀ,୧୧ ।୨: ନିର୍ଭୟା ମାମଲାରେ ସୁପ୍ରିମ୍‌ କୋର୍ଟ ଗଲା ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଦୋଷୀ ବିନୟ ଶର୍ମା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକ୍ଷମା ଆବେଦନ ଖାରଜ କରିବା ବିରୋଧରେ ସେ ଆଜି ସୁପ୍ରିମକୋର୍ଟରେ…

ଦିଲ୍ଲୀବାସୀ, ଆଇ ଲଭ ୟୁ: କେଜ୍ରିୱାଲ

ନୂଆଦିଲ୍ଲୀ,୧୧ ।୨: ଆମ୍ ଆଦମୀ ପାର୍ଟି ଦଖଲରେ ଦିଲ୍ଲୀ । ଅରବିନ୍ଦ କେଜେରିୱାଲଙ୍କ ହାଟ୍ରିକ ରାଜତିଳକ । ୭୦ ଆସନରୁ ୬୩ଟି ଆସନ ପୋଛି ନେଲା ଆପ୍ । ଦଳର ସବୁ ବରିଷ୍ଠ ନେତା , ସବୁ ମନ୍ତ୍ରୀ ପୁଣି ଥରେ ନିର୍ବାଚିତ ହେଲେ ।…

ଉପରାଜ୍ୟପାଳ ଭାଙ୍ଗିଲେ ଦିଲ୍ଲୀ ବିଧାନସଭା

ନୂଆଦିଲ୍ଲୀ,୧୧ ।୨ : ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗଣତି ଜାରି ରହିଥିବା ବେଳେ ଆପ ସରକାର ଗଢିବା ନେଇ ସ୍ପଷ୍ଟ ହୋଇଛି । ଏହା ସହ ଦିଲ୍ଲୀରେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏଥିପାଇଁ…

ଭିଡ଼ରେ ଆମ୍ବୁଲାନ୍ସ ଫସିବାରୁ ଚାଲିଗଲା ଶିଶୁପୁତ୍ରର ଜୀବନ

ଭୁବନେଶ୍ୱର,୧୧ ।୨(ଓଡିଶା ଭାସ୍କର) : ରାସ୍ତା ଜାମ୍ ପାଇଁ ଚାଲିଗଲା କୋମଳମତି ଶିଶୁପୁତ୍ରର ଜୀବନ । ରାଜଧାନୀ ଭୁବନେଶ୍ୱରେ ଆମ୍ବୁଲାନ୍ସଟି ଭିଡରେ ଫସିବା କାରଣରୁ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି ବୋଲି ପରିବାରଲୋକେ…