fbpx
Browsing Category

Top Stories

ରଙ୍ଗ ରୁଟ ଡ୍ରାଇଭିଂ ରୋକିବା ପାଇଁ ରାଜଧାନୀରେ ଲାଗିବ ଟାୟାର କିଲର

ଭୁବନେଶ୍ୱର, ୫ା୨(ଓଡ଼ିଶା ଭାସ୍କର): ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପ୍ରକାର ଟ୍ରାଫିକ ନିୟମ କରାଯାଉଛି । ଏହାସହ ଉଲ୍ଲଙ୍ଘନକାରୀମାନଙ୍କ ପାଇଁ ଫାଇନ ବ୍ୟବସ୍ଥା ମଧ୍ୟ ହୋଇଛି । ଏହାରି ମଧ୍ୟରେ ଆଜି ରଙ୍ଗ ରୁଟ…

ଭାରତ-ଶ୍ରୀଲଙ୍କା ଏଲାଏନ୍ସ ଏୟାର ବିମାନ ସେବାକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ,୫ ।୨: ଭାରତ-ଶୀଲଙ୍କା ଏଲାଏନ୍ସ ଏୟାର ବିମାନ ସେବାକୁ ଆଜି ମିଳିଛି କ୍ୟାବିନେଟ୍ ମଞ୍ଜୁରି । ଆଇଆଇଆଇଟି ଆଇନ ସଂଶୋଧନ ବିଧେୟକକୁ କ୍ୟ୍ୟବିନେଟ ଅନୁମୋଦନ କରିଛି । ୫ଟି ଆଇଆଇଆଇଟିକୁ ପିପିପି ଢାଞ୍ଚାରେ ଜାତୀୟ…

ନିର୍ଭୟା ମାମଲା, ଦୋଷୀଙ୍କୁ ସପ୍ତାହେ ମହଲତ

ନୂଆଦିଲ୍ଲୀ, ୫ା୨: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି । ନିର୍ଭୟା ମାମଲାରେ ୪ଦୋଷୀଙ୍କୁ ସପ୍ତାହେ ମହଲତ ଦିଆଯାଇଛି । ୭ଦିନ ମଧ୍ୟରେ ଆଇନଗତ କାର୍ଯ୍ୟ ପୂରଣ କରିବାକୁ ଦୋଷୀଙ୍କୁ ହାଇକୋର୍ଟ…

ଶ୍ରୀମନ୍ଦିର ପ୍ରଶାସନକୁ ଜମି ହସ୍ତାନ୍ତର କଲେ ରାଜ୍ୟ ସରକାର

ପୁରୀ,୫ ।୨(ଓଡିଶା ଭାସ୍କର): ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଜମି ଉଚ୍ଛେଦ ପ୍ରସଙ୍ଗରେ ଅଧିଗ୍ରହଣ ହୋଇଥିବା ଜମିକୁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି ରାଜ୍ୟ ସରକାର । ଉଚ୍ଛେଦ ଜମିର ମାଲିକାନା ଏବେ ଶ୍ରୀମନ୍ଦିର…

ଡିଫେନ୍ସ ଏକ୍ସପୋ-୨୦୨୦କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଲଖନଉ,୫ ।୨: ଲଖନଉରେ ଡିଫେନ୍ସ ଏକ୍ସପୋ-୨୦୨୦ ଉଦଘାଟିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଛନ୍ତି । ଏଥିରେ ୪୦ଟି ଦେଶର ପ୍ରତିରକ୍ଷା ବିଭାଗ ଭାଗ ନେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ…

ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଚୀନ ଯିବାକୁ ମନା

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ଚୀନରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଲାଣି । ଏନେଇ ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଚୀନ୍ ଯିବାକୁ ମନା ହୋଇଛି । କରୋନା ଭାଇରସ୍ ପାଇଁ…