fbpx
Browsing Category

Top Stories

ବସକୁ ଧକ୍କା ଦେଲା ବସ୍, ଜଣେ ମୃତ ଓ ୧୦ଆହତ

ପୁରୀ, ୩୦ା୧(ଓଡ଼ିଶା ଭାସ୍କର): ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପୁରୀ ସ୍ଥିତ ମେରାଇନ ଡ୍ରାଇଭ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି । ଇକୋ ରିଟ୍ରିଟ ଛକରେ ଏକ ବସକୁ ଧକ୍କା ଦେଇଛି ବସ୍ । ସେହି…

ନିର୍ଭୟା ମାମଲା: କାଲି ଫାଶୀ ଶୁଣାଣି

ନୂଆଦିଲ୍ଲୀ,୩୦ ।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀରୁ ବଞ୍ଚିବା ପାଇଁ ଚାଲ୍ କରୁଛନ୍ତି ଦୋଷୀ । ଫେବ୍ରୁଆରି ୧ର ଫାଶୀ ଉପରେ ସ୍ଥଗିତାଦେଶ ପାଇଁ ଦୋଷୀମାନେ ଆବେଦନ କରିଛନ୍ତି । କାଲି ୧୦ଟା ସୁଦ୍ଧା ରିପୋର୍ଟ ଦାଖଲ…

ପୁଣେରେ ଦାୟିତ୍ୱ ନେଲେ ଓଡିଆ ସେନାଧିକାରୀ

ପୁଣେ,୩୦ ।୧: ମହାରାଷ୍ଟ୍ରର ପୁଣେରେ ଆଜି ଦାୟିତ୍ୱ ନେଇଛନ୍ତି ଓଡିଆ ସେନାଧିକାରୀ ଚଣ୍ଡୀପ୍ରସାଦ ମହାନ୍ତି । ସେ ଦକ୍ଷିଣାଞ୍ଚଳ ଆର୍ମି କମାଣ୍ଡର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ…

ଆସନ୍ତା ୩ରୁ ନିୟମିତ ଭାବେ ସାବରୀମାଲା ଶୁଣାଣି

ନୂଆଦିଲ୍ଲୀ, ୩୦ା୧: ସୁପ୍ରିମକୋର୍ଟରେ ଆସ୍ଥା ବନାମ ମୌଳିକ ଅଧିକାରକୁ ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଫେବୃଆରି ୩ରୁ ନିୟମିତ ଭାବେ ଶୁଣାଣି ହେବ । ୯ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହେବା ନେଇ ସିଜେଆଇ ସୂଚନା…

ଜାମିଆରେ ଗୁଳିଚାଳନା, ଜଣେ ଗିରଫ

ନୂଆଦିଲ୍ଲୀ, ୩୦ା୧: ନୂଆଦିଲ୍ଲୀର ଜାମିଆ ଅଞ୍ଚଳରେ ଅଜଣା ବ୍ୟକ୍ତି ଗୁଳିଚାଳନା କରିଥିଲା । ଯାହାଫଳରେ ଜଣେ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ଆହତ ହୋଇଥିବା ଛାତ୍ର ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ…

ନିର୍ଭୟା ଗଣଦୁଷ୍କର୍ମ ମାମଲା, ଅକ୍ଷୟର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ, ୩୦ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟର ଆଜି କ୍ୟୁରେଟିଭ ପିଟିସନ ଖାରଜ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ…

କେରଳରେ କରୋନା ରୋଗୀ ଚିହ୍ନଟ

କେରଳ,୩୦ ।୧: ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କରୋନା ଭାଇରସ୍‌ ବର୍ତ୍ତମାନ ସୁଦ୍ଧା ୧୭୦ ଜଣଙ୍କର ଜୀବନ ନେଇସାରିଲାଣି । ୨୪ ଘଣ୍ଟା ମଧ୍ୟରେ କରୋନାରେ ୩୯ ଜଣଙ୍କର ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ନୂଆ ୧,୭୩୭…

ବୋଡ଼ୋ ବିଦ୍ରୋହୀଙ୍କ ଆତ୍ମସମର୍ପଣ

ଆସାମ, ୩୦ା୧: ଆସାମରେ ଏଣିକି ସମ୍ପୂର୍ଣ୍ଣ ଭାବେ ବୋଡ଼ୋ ଆନ୍ଦୋଳନ ବନ୍ଦ ହେବ । ଗୁଆହାଟୀରେ ଅସ୍ତ୍ର ସହ ୧୬୧୫ ବୋଡ଼ୋ ବିଦ୍ରୋହୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।ଏନେଇ ଏନଡ଼ିଏଫବି ବିଦ୍ରୋହୀ ସଂଗଠନ ସହ ଚୁକ୍ତି…

ଅସ୍ତରଙ୍ଗରେ ୫ମିନିଟ ଘୂର୍ଣ୍ଣିଝଡ଼ର ତାଣ୍ଡବ

ଅସ୍ତରଙ୍ଗ, ୩୦ା୧(ଓଡ଼ିଶା ଭାସ୍କର): ଅସ୍ତରଙ୍ଗ ନୂଆଗଡ଼ ଗାଁରେ ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖାଦେଇଛି । ଏହା ସକାଳ ୧୦ଟା ୨୦ରେ ୫ମିନିଟର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖାଦେଇଥିଲା । ପବନରେ ଆଜବେଷ୍ଟ ଓ ଚାଳଛପର ଘର ଉଡ଼ିଯାଇଥିବା…

ଓୟୁଏଟିରେ ସରିଲା କୁକୁଡା ମରା ଅଭିଯାନ

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ଓୟୁଏଟି ଫାର୍ମରେ ୨ ଦିନିଆ କୁକୁଡା ମରା ଅଭିଯାନ ଶେଷ ହୋଇଛି । ଏହା ସହ ବିଭିନ୍ନ ଅଞ୍ଚଳରେ ୫ଟି ଟିମ୍ କୁକୁଡା ଫାର୍ମର ପରିବେଶ ଯାଞ୍ଚ କରୁଛନ୍ତି । ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ…