fbpx
Browsing Category

Top Stories

ପଶ୍ଚିମବଙ୍ଗରେ ମମତାଙ୍କ ଦବଦବା, ୨ ସିଟରେ ଟିଏମସି ବିଜୟୀ

ନୂଆଦିଲ୍ଲୀ,୨୮ ।୧୧: ପଶ୍ଚିମବଙ୍ଗରେ ଏବେବି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଯାଦୁ ଦେଖିବାକୁ ମିଳିଛି । ୩ଟି ଆସନରେ ହେଉଥିବା ଉପନିର୍ବାଚନରେ ତୃଣମୂଳ କଂଗ୍ରେସ ବା ଟିଏମସି ୨ଟିରେ ବିଜୟୀ ଓ ଗୋଟିଏ ଆସନରେ ଆଗୁଆ…

୪ଟି ସ୍ଥାନରେ ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ଭୋଟଗଣତି ଜାରି, ୩ସ୍ଥାନରେ ବିଜେଡ଼ି ଆଗୁଆ

ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ୪ଟି ସ୍ଥାନରେ ଆଜି ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ଭୋଟଗଣତି ଜାରି ହୋଇଛି । ୪ଟି ମଧ୍ୟରୁ ୩ଟି ସ୍ଥାନରେ ବିଜେଡ଼ି ଆଗୁଆ ରହିଛି ଏବଂ ଅନ୍ୟଟିରେ ଗଣତି ଆରମ୍ଭ ହୋଇନି । କୋରାପୁଟର…

ଆରଟିଓ ଅଫିସରେ ଲମ୍ବା ଲାଇନ୍, ଘୁଞ୍ଚିବ କି ଡେଡ୍ ଲାଇନ୍?

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ଆରଟିଓ ଅଫିସଗୁଡିକରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ପ୍ରବଳ ଭିଡ ଲାଗିରହିଛି । ଏନେଇ ଆଜି ବିଧାନସଭାରେ ଉଠିଛି ଗାଡି କାଗଜ ପତ୍ର ପ୍ରସଙ୍ଗ । କୋହଳ ଅବଧିକୁ ବଢାଇବାକୁ ଗୃହରେ ଶାସକ ଓ…

୩ ଦିନିଆ ସମ୍ବଲପୁର ବନ୍ଦ

ସମ୍ବଲପୁର,୨୮ ।୧୧(ଓଡିଶା ଭାସ୍କର): ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୩ ଦିନିଆ ସମ୍ବଲପୁର ବନ୍ଦ ପାଳନ କରିଛି ନାଗରିକ କମିଟି ଓ ଓକିଲ ସଂଘ । ବନ୍ଦ ପାଳନକୁ ନେଇ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ…

ବିଜେପିକୁ ସୋନିଆଙ୍କ ସମାଲୋଚନା

ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ର ପ୍ରସଙ୍ଗରେ ବିଜେପିକୁ କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆ କହିଛନ୍ତି ଯେ, ମହାରାଷ୍ଟ୍ରରେ ବିଜେପି ଯାହା କଲା ତାହା ଲଜ୍ଜାଜନକ । ମେଣ୍ଟ ଭାଙ୍ଗିବାକୁ…

ସଂସଦୀୟ କମିଟିରୁ ବିଦା ହେଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ,୨୮ ।୧୧: ପ୍ରତିରକ୍ଷା ମନ୍ତ୍ରାଳୟ ସଂସଦୀୟ କମିଟିରୁ ହଟିଲେ ଭୋପାଳ ସାଂସଦ ପ୍ରଜ୍ଞା ଠାକୁର । କାଲି ସଂସଦରେ ନାଥୁରାମ ଗଡସେଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ ପ୍ରଜ୍ଞା । ଗଡସେଙ୍କୁ ପ୍ରଂଶସା କରିବା ପରେ…

୧୨ ଘଣ୍ଟିଆ ଉମରକୋଟ ବନ୍ଦ

ନବରଙ୍ଗପୁର,୨୮ ।୧୧(ଓଡିଶା ଭାସ୍କର): ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେଡି । ୨ଟି ଦାବି ନେଇ ଜିଲ୍ଲା ବିଜେଡି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଦାବି ଗୁଡିକ ହେଉଛି-…

ରାଜ୍ୟସଭାରେ ଢୁଳାଉଛନ୍ତି ମନ୍ତ୍ରୀ, ଦେଖନ୍ତୁ କିଛିଟା ଝଲକ୍

ନୂଆଦିଲ୍ଲୀ,୨୭ ।୧୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଜ୍ୟସଭାରେ ନିଜର ରାୟ ରଖୁଥିବା କିଛି ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଓ ତାଙ୍କ ପାଖରେ ବସିଥିବା…

ଗଡସେଙ୍କୁ ଦେଶଭକ୍ତ କହିଲେ ପ୍ରଜ୍ଞା ଠାକୁର, ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ,୨୭ ।୧୧: ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଆଜି ଗୃହରେ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିଛନ୍ତି । ସଂସଦରେ ଏସପିଜି ବିଲ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଏପରି ବିବାଦୀୟ ବୟାନ ଦେଇଥିଲେ…

ଓଡିଶାରେ ହେବ ୨୦୨୩ ହକି ବିଶ୍ୱକପ୍

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡିଶାରେ ଆୟୋଜିତ ହେବ । ଏନେଇ ଆଜି କଳିଙ୍ଗ ଷ୍ଟାଡିୟମରେ ବଡ ଘୋଷଣା କରାଯାଇଛି । ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ଏହି ବିଶ୍ୱକପ୍ ମ୍ୟାଚ୍ ।…