fbpx
Browsing Category

Top Stories

ବୁଲବୁଲ ପାଇଁ କେନ୍ଦ୍ରର ୫୫୨ କୋଟି ସହାୟତା

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ବାତ୍ୟା ବୁଲବୁଲ ପାଇଁ କେନ୍ଦ୍ର ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ପାଇଁ କେନ୍ଦ୍ରୀୟ ସହାୟତା ରାଶି ଘୋଷଣା ହୋଇଛି । ଓଡିଶାକୁ ୫୫୨ କୋଟି ଟଙ୍କା…

ବଢ଼ିଲା ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ବିକ୍ରି ଅବଧି

ପୁରୀ,୩ା୧୨(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ବିକ୍ରୟ ଅବଧିକୁ ବୃଦ୍ଧି କରାଯାଇଛି । ଡିସେମ୍ବର ୯ଯାଏଁ ସ୍ୱେଚ୍ଛାକୃତ ଘରୋଇ ଜମି ବିକ୍ରି ସୀମାକୁ ବୃଦ୍ଧି କରାଯାଇଛି । ବତ୍ତର୍ମାନ ସୁଦ୍ଧା ୭୫%…

ଡିଏମୟୁ ଟ୍ରେନରେ ଲାଗିଲା ନିଆଁ

ମୟୁରଭଞ୍ଜ,୩ ।୧୨(ଓଡିଶା ଭାସ୍କର): ବାଙ୍ଗିରିପୋଷି-ବାଲେଶ୍ୱର ଡିଏମୟୁ ଟ୍ରେନରେ ଲାଗିଲା ନିଆଁ । ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଷ୍ଟେସନରେ ହିଁ ଘଟିଛି ଏହି ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ଟ୍ରେନ୍ ଇଞ୍ଜିନରେ…

ଫେଲ୍ ମାରିଲେ ନାସା ଓ ଇସ୍ରୋ: ଚନ୍ଦ୍ରରେ ବିକ୍ରମର ଭଗ୍ନାବଶେଷ ଖୋଜି ପାଇଲେ ଏହି ଭାରତୀୟ

ନୂଆଦିଲ୍ଲୀ,୩ ।୧୨: ଚନ୍ଦ୍ରଯାନ-୨ ମିଶନର ବିକ୍ରମ ଲ୍ୟାଣ୍ଡର ଭଗ୍ନାବଶେଷ ଆଜି ମିଳିଥିବା ବେଳେ ଜଣେ ଭାରତୀୟଙ୍କ ଚର୍ଚ୍ଚା ସାରା ଦୁନିଆରେ ହେଉଛି । ସେ ହେଉଛନ୍ତି ୩୩ ବର୍ଷିୟା ଶନମୁଗା ସୁବ୍ରମଣ୍ୟମ୍ । ସେ ନାସା ଦ୍ୱାରା…

ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୧୨(ଓଡ଼ିଶା ଭାସ୍କର): ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଇକରେ ଲାଗିଥିବା ଶିଡ଼ିରେ ଝୁଲି ୧୨୮କିମି ଅତିକ୍ରମ କରିଥିଲେ ସଂଗ୍ରାମ । ଯାଜପୁରରେ…

‘ମଧୁ’ ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ଆରମ୍ଭ ହୋଇଛି ‘ମଧୁ’ ଆପ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମଧୁ ଆପକୁ ଶୁଭାରମ୍ଭ କରିଛନ୍ତି । VC ଜରିଆରେ ଏହି ଆପର ଶୁଭାରମ୍ଭ…

ସଭ୍ୟ ସମାଜରେ ଏଭଳି କାଣ୍ଡକୁ ବରଦାସ୍ତ କରାଯିବନି: କେନ୍ଦ୍ରାଞ୍ଚଳ ଡିଆଇଜି

ପୁରୀ, ୩ା୧୨(ଓଡ଼ିଶା ଭାସ୍କର): ପୁରୀରେ ଗତକାଲି ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ଘଟିଥିଲା । ପରେ ପୀଡ଼ିତା ପୁରୀ ସ୍ଥିତ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲେ । ପୀଡ଼ିତାଙ୍କ ବୟାନ ରେକର୍ଡ଼ ପରେ ପୋଲିସ…

ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୧୦ଆହତ

କଟକ,୩ା୧୨(ଓଡ଼ିଶା ଭାସ୍କର): ପାରାଦ୍ୱୀପ-ଚଣ୍ଡୀଖୋଲ ରାଜରାସ୍ତାର ତାରିଣୀ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ବସ୍ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ସେହି ଦୁର୍ଘଟଣାରେ ୧୦ଜଣ ଗୁରୁତର ଭାବେ ଆହତ…

୨୦ଟି ଖଣିର ଟେଣ୍ଡର ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୩ା୧୨(ଓଡ଼ିଶା ଭାସ୍କର): ଆଜି ୨୦ଟି ଖଣିର ଟେଣ୍ଡର ବାତିଲ କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବରରେ ଆରମ୍ଭ ହୋଇଥିବା ଟେଣ୍ଡର ପ୍ରକ୍ରିୟାକୁ ବାତିଲ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ୨୦୨୦ ମାର୍ଚ୍ଚ…

ଚନ୍ଦ୍ରଯାନ-୨,ମିଳିଲା ଲ୍ୟାଣ୍ଡର ବିକ୍ରମର ଭଗ୍ନାବିଶେଷ

ନୂଆଦିଲ୍ଲୀ, ୩ା୧୨: ଆଜି ବିକ୍ରମ ଲ୍ୟାଣ୍ଡରକୁ ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ ଫଟୋ ଜାରି କରିଛି । ନାସା ପକ୍ଷରୁ ଟ୍ୱିଟର ମାଧ୍ୟମରେ ଫଟୋ ଜାରି କରାଯାଇଛି । ସେ କହିଛି ଚନ୍ଦ୍ର ପୃଷ୍ଠରେ ହିଁ ବିକ୍ରମ…