fbpx
Browsing Category

Top Stories

ତିନିରଥର ଆରମ୍ଭ ହେଲା ଦକ୍ଷିଣ ମୋଡ଼

ପୁରୀ,୨୮ ।୬(ଓଡିଶା ଭାସ୍କର): ପୁରୀରେ ତିନି ରଥର ଦକ୍ଷିଣମୋଡ଼ ଆରମ୍ଭ ହୋଇଛି । ଆଜ୍ଞାମାଳ ବିଜେ ପରେ ତିନି ଦକ୍ଷିଣମୋଡ଼ ଆରମ୍ଭ ହୋଇଛି । ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣମୋଡ଼ ହୋଇଛି । ଏହାପରେ ଦର୍ପଦଳନ ଓ…

ମିତ୍ରତା ସହ ଜବାବ ଦେବା ବି ଭଲରେ ଜାଣିଛୁ: ମୋଦୀ

ନୂଆଦିଲ୍ଲୀ,୨୮ ।୬: ଲଦାଖର ଗଲୱାନ ଉପତ୍ୟାକରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଚଳି ଦେବା ସହ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମରେ ସାରା ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବଡ ଖବର: ରାଜ୍ୟରେ ଗୋଟିଏ ଦିନରେ କରୋନା ନେଲା ୩ ଜୀବନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର, ୨୮ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ୨୬୪ ଜଣ ପଜିଟିଭ୍ ବାହାରିଥିବା ବେଳେ ୩ ଜଣଙ୍କର ଜୀବନ ନେଇଛି କରୋନା । ଏହି କ୍ରମରେ…

ଓଡିଶାରେ କରୋନାର ଭୟଙ୍କର ପରିସ୍ଥିତି! ଆଜି ପୁଣି ୨୬୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୮ ।୬(ଓଡିଶା ଭାସ୍କର): କରୋନାକୁ ନେଇ ଓଡିଶାର ସ୍ଥିତି ବିଗିଡିବାରେ ଲାଗିଛି । ସଟ-ଡାଉନ ପରେ ବି କରୋନାକୁ ନେଇ ରାଜ୍ୟରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ଲୋକ ଏହାର ଶିକାର ହେଉଛନ୍ତି । ଏହାରି…

ଲୋକସେବା ଭବନ ପରିସରରେ ସାପ

ଭୁବନେଶ୍ୱର,୨୮ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ଲୋକମାନେ ଘରୁ ବାହାରରୁ ନଥିବା ବେଳେ ବନ୍ୟଜନ୍ତୁଙ୍କ ରାଜୁତି ଦେଖିବାକୁ ମିଳୁଛି । ସେହିପରି ଆଜି ଲୋକସେବା ଭବନ ପରିସରରେ ସାପ ଦେଖାଯାଇଥିଲା । ସ୍ନେକ ହେଲ୍ପ…

କଣ୍ଟେନମେଣ୍ଟ ଜୋନରେ ଘୋଷଣା ହେଲା ବଡ଼ମ୍ବା ଥାନା

ଆଠଗଡ଼,୨୮ ।୬(ଓଡିଶା ଭାସ୍କର): କଟକ ଜିଲ୍ଲା ଆଠଗଡର ବଡ଼ମ୍ବା ଥାନାକୁ କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷଣା ହୋଇଛି । ଆଇଆଇସି କରୋନା ପଜିଟିଭ୍ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହା ସହ ଥାନାରେ…

୨୪ ଘଣ୍ଟାରେ ମଲେଣି ୪୧୦

ନୂଆଦିଲ୍ଲୀ,୨୮ ।୬: ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୬,୦୯୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୧୦ ଜଣ ଆକ୍ରାନ୍ତଙ୍କ…

ଏଠାରେ ଗୋରା ଶିଶୁ ଜନ୍ମ ନକରିବା ପାଇଁ ପିଅନ୍ତି ପଶୁ ରକ୍ତ, ଜାଣନ୍ତୁ କେଉଁଠି

ମଣିଷର ରଙ୍ଗକୁ ନେଇ ଅନେକ ବାଦ ବିବାଦ ଆପଣ ଦେଖିଥିବେ, ଶୁଣିଥିବେ ମଧ୍ୟ । ଆଜି ଯଦି ଆମ ଭାରତବାସୀ ସ୍ୱାଧୀନତାର ସ୍ୱାଦ ଚାଖିଛନ୍ତି । କିମ୍ବା ସ୍ୱାଧିନ ଭାବରେ ବସବାସ କରୁଛନ୍ତି, ତେବେ ତାପଛରେ ମଧ୍ୟ ମଣିଷର ଏହି ରଙ୍ଗର…