fbpx
Browsing Category

Top Stories

କଟକର କୋଭିଡ ସ୍ଥିତି ଓ ମୁକାବିଲା ବ୍ୟବସ୍ଥା ଉପରେ କ’ଣ କହିଲେ ରାଜ୍ୟ ସରକାର?

ଭୁବନେଶ୍ୱର,୨୭ ।୬(ଓଡିଶା ଭାସ୍କର): କରୋନା ମହାମାରୀକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର । କଟକ ମ୍ୟୁନିସିପାଲିଟି ଅଞ୍ଚଳରେ ପ୍ରତି ୱାର୍ଡରେ କମିଟି ଗଠିତ ହୋଇଛି । ସହରାଞ୍ଚଳରେ ସଂକ୍ରମଣ ରୋକିବାକୁ…

ଖୁସି ଖବର: ରାଜ୍ୟରେ ଆଉ ୧୮୪ ଜଣ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୭ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ପଡିଥିବା ଆଉ ଏକ ଖୁସି ଖବର ଆସିଛି । ରାଜ୍ୟରେ ଆଉ ୧୮୪ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ…

ଖୁସି ଖବର: କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୭ ।୬: ସାରା ଦେଶରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଔଷଧ ବା ଟୀକା ବାହାରି ପାରିଲା ନାହିଁ । ଏହାରି ମଧ୍ୟରେ ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର । କରୋନା ଚିକିତ୍ସା ପାଇଁ…

ଧରାକୋଟରେ ୩ ମୃତ୍ୟୁ ଖବରକୁ ଖଣ୍ଡନ କଲେ ଜିଲ୍ଲାପାଳ

ଗଞ୍ଜାମ,୨୭ ।୬(ଓଡିଶା ଭାସ୍କର):ଗଞ୍ଜାମ ଜିଲ୍ଲା ଧରାକୋଟର ଜାହାଡାରେ ୩ କୋରୋନା ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ । ୩ ଜଣଙ୍କର ନୁହେଁ, ବରଂ ଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ…

ଭୁବନେଶ୍ୱରରୁ ପୁଣି ୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୭ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ ଆଉ ୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୦ ସୁସ୍ଥ ଜଣ…