fbpx
Browsing Category

Top Stories

ଆରମ୍ଭ ହେଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି

ପୁରୀ, ୨୩/୬(ଓଡିଶା ଭାସ୍କର): ଆଜି ହେଉଛି ପବିତ୍ର ରଥଯାତ୍ରା। ତେବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଛି। ସକାଳ ୧୦ଟାରେ ଶେଷ ହେବ ପହଣ୍ଡି । ୧୦ଟାରୁ ସାଢେ ୧୦ମଧ୍ୟରେ ମଦନମୋହନ ବିଜେ ହେବେ । ସାଢେ ୧୦ଟାରୁ…

ଜାଣନ୍ତୁ, ଆଜି କିପରି ବିତିବ ଆପଣଙ୍କ ଦିନ (୨୩।୬ା୨୦୨୦,ମଙ୍ଗଳବାର)

ମେଷ- ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ବୃଷ- ଆଜି ଆପଣଙ୍କ ମନ କୌଣସି…

ରଥଯାତ୍ରା ପାଇଁ ୧୧ଟି ସର୍ତ୍ତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୨/୬: ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଜୋର ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାରି ମଧ୍ୟରେ ରଥଯାତ୍ରା ପାଇଁ ୧୧ଟି ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ । କରୋନା ନିୟନ୍ତ୍ରଣ…

ରଥଯାତ୍ରା ପାଇଁ ୭୫ପ୍ଲାଟୁନ ପୋଲିସ: ପୁରୀ ଏସପି

ପୁରୀ, ୨୨ା୬(ଓଡ଼ିଶା ଭାସ୍କର): ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ଜୋର ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାସହ ରଥଯାତ୍ରା ନେଇ ପୁରୀ ଏସପି ଉମା ଶଙ୍କର ଦାଶ ପ୍ରତିକ୍ରିୟା ରଖିଛନ୍ତି । ସେ…

ସୁପ୍ରିମକୋର୍ଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର, ୨୨ା୬(ଓଡ଼ିଶା ଭାସ୍କର): ରଥଯାତ୍ରା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାସହ ରଥଯାତ୍ରା ପାଇଁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି…

ରଥଯାତ୍ରା ତଦାରଖ ପାଇଁ ୩ମନ୍ତ୍ରୀ ଓ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୨୨ା୬(ଓଡ଼ିଶା ଭାସ୍କର): ପୁରୀରେ କ୍ୟାମ୍ପ କରିବେ ତିନି ମନ୍ତ୍ରୀ ଓ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ । ସେମାନେ ରଥଯାତ୍ରା ଓ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସ୍ଥିତି ତଦାରଖ କରିବେ । ତିନି ମନ୍ତ୍ରୀ ହେଉଛନ୍ତି ଆଇନ…

ଆଜି ରାତି ୯ଟାରୁ ପୁରୀରେ ସଟଡ଼ାଉନ

ପୁରୀ, ୨୨ା୬(ଓଡ଼ିଶା ଭାସ୍କର): ଆଜି ରାତି ୯ଟାରୁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ । ରାତି ୯ଟା ପରେ ପୁରୀ ଜିଲ୍ଲାକୁ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ ହେବି । ଆଜି ରାତିରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ସଟଡ଼ାଉନ…

ଆସିଲା ରଥଯାତ୍ରା ନୀତିକାନ୍ତି ତାଲିକା, ଜାଣନ୍ତୁ କେତେ ବେଳେ କେଉଁ ନୀତି

ପୁରୀ, ୨୨ା୬(ଓଡ଼ିଶା ଭାସ୍କର): ରଥଯାତ୍ରାକୁ ଅନୁମତି ମିଳିବା ପରେ ରଥଯାତ୍ରା ନୀତିକାନ୍ତି ତାଲିକା ପ୍ରସ୍ତୁତ କରାଯାଇଛିି । ଆସନ୍ତାକାଲି ସକାଳ ୭ଟାରେ ପହଣ୍ଡି ଆରମ୍ଭ ହେବ । ଏହାପରେ ଦିନ ୧୦ଟାରେ ପହଣ୍ଡି କାର୍ଯ୍ୟ ଶେଷ…