fbpx
Browsing Category

Top Stories

ଯେତିକି ଆକ୍ରାନ୍ତ ସେତିକି ସୁସ୍ଥ: ରାଜ୍ୟରେ ଆଉ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୨ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ସୁସ୍ଥ ସଂଖ୍ୟା ବି ବଢିବାରେ ଲାଗିଛି । ଆଜି ସକାଳେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୧୪୩ ଜଣ ସୁସ୍ଥ…

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ

ଭୁବନେଶ୍ୱର, ୨୨ା୬(ଓଡ଼ିଶା ଭାସ୍କର): ଆଜି ରଥଯାତ୍ରା ପାଇଁ ମିଳିଛି ଅନୁମତି । ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟୁଇଟ କରିଛନ୍ତିି । ସେ ଟୁଇଟରେ ଜୟ ଜଗନ୍ନାଥ ବୋଲି…

ବଡ଼ ଦାଣ୍ଡରେ ଗଡ଼ିବ ରଥ, ଅନୁମତି ଦେଲେ ସୁପ୍ରିମକୋର୍ଟ

ପୁରୀ, ୨୨ା୬(ଓଡ଼ିଶା ଭାସ୍କର): ରଥଯାତ୍ରାକୁ ମିଳିଲା ଅନୁମତି । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରଥଯାତ୍ରା ପୁନର୍ବିଚାର ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ…

ଭୁବନେଶ୍ୱରରୁ ଆଜି ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର, ୨୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ନୂଆ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୧ଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ସେମାନେ ସମସ୍ତେ ହୋମ କ୍ୱାରେଣ୍ଟିନରେ ଥିଲେ । ୧୧ଜଣଙ୍କ…

ଘରେ ପଶିଗଲା ବାଘ, ଲୋକେ ଚିଲ୍ଲେଇବାରୁ କଲା ଏପରି..

ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓରେ ଗୋଟିଏ ବାଘ ଅଚାନକ୍ ଘର ଭିତରେ ପ୍ରବେଶ କରୁଛି । ଏହାକୁ ଦେଖି ଲୋକଙ୍କ ଭିତରେ କୋକୁଆ ଭୟ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଅଭିମୁଖେ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ

ପୁରୀ, ୨୨ା୬(ଓଡ଼ିଶା ଭାସ୍କର): ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଯାଉଥିବା ସୂଚନା…

ସାଢେ ୨ଟାରେ ରଥଯାତ୍ରାର ଶୁଣାଣି କରିବେ ପ୍ରଧାନ ବିଚାରପତି

ନୂଆଦିଲୀ, ୨୨ ।୬: ଆଜି ଦିନ ସାଢେ ୨ଟାରେ ରଥଯାତ୍ରା ପୁନର୍ବିଚାର ଆବେଦନର ଶୁଣାଣି ହେବ । ପ୍ରଧାନ ବିଚାରପତିଙ୍କ କୋର୍ଟରେ ହେବ ଏହି ମାମଲାର ଶୁଣାଣି । ନାଗପୁରରୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିବେ ପ୍ରଧାନ…