
Browsing Category
Top Stories
୨୧ଦିନ ପରେ ବାପା ହୋଇଥାନ୍ତେ, କାବୁଲ ବିସ୍ଫୋରଣରେ ସବୁଦିନ ପାଇଁ ଆଖି ବୁଜିଲେ
ୱାଶିଂଟନ୍: ଆଫଗାନିସ୍ତାନରେ ବର୍ତ୍ତମାନ ଯୁଦ୍ଧୁସ୍ଥିତି ଜାରି ରହିଛି । ଇତି ମଧ୍ୟରେ ନିକଟରେ କାବୁଲ ବିମାନ ବନ୍ଦରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଏଥିରେ ୧୬୯ ଜଣ ଆଫଗାନିସ୍ତାନ ନାଗରିକଙ୍କ ବ୍ୟତୀତ ୧୩ ଜଣ…
ବିଲ ଗେଟ୍ସଙ୍କ ଠାରୁ ୭୩୪ କୋଟି ଠକି ନେଇଥିଲେ ପାକିସ୍ତାନୀ; ଏବେ ଜେଲରେ ୨୯୧ ବର୍ଷର ସଜା ଭୋଗୁଛନ୍ତି
ନୂଆଦିଲ୍ଲୀ: ପାକିସ୍ତାନୀ କନମ୍ୟାନ ଆରିଫ୍ ନକଭୀଙ୍କ ଜୀବନିକୁ ନେଇ ଏକ ବହିରୁ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିଶ୍ୱର ଧନଶାଳୀ ବ୍ୟକ୍ତି ବିଲ ଗେଟସଙ୍କୁ ୭୩୪ କୋଟି ଠକି ନେଇଥିବା ପାକିସ୍ତାନୀ ବ୍ୟବସାୟୀ ଆରିଫ…
ନଗ୍ନ ଫିଲ୍ମରେ ରହିଥିବା ଝିଅ ମୁଁ ନୁହେଁ; ଥାନାରେ ଅଭିଯୋଗ କଲେ ଅଭିନେତ୍ରୀ
ନୂଆଦିଲ୍ଲୀ: ନଗ୍ନ ଫିଲ୍ମ ଭାଇରାଲ ହେବା ପରେ ଥାନାରେ ମାମଲା ରୁଜୁ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ପଣ୍ଡିତ । ଭୋଜପୁରୀ ଅଭିନେତ୍ରୀ ପ୍ରିୟଙ୍କା ପଣ୍ଡିତ ଏହି ଭିଡିଓକୁ ଫେକ ବୋଲି କହିବା ସହିତ ଭିଡିଓରେ ଦେଖା…
ଆଫଗାନୀଙ୍କୁ ତାଲିବାନିଙ୍କ ଧମକ; ଗାଡ଼ି, ଅସ୍ତ୍ରଶସ୍ତ୍ର ଆଦି ଦିଅ ନଚେତ୍ ହେବ କାର୍ଯ୍ୟାନୁଷ୍ଠାନ
କାବୁଲ: ତାଲିବାନ ପକ୍ଷରୁ ଶନିବାର ଦିନ ଆଫଗାନୀ ମାନଙ୍କୁ ଗାଡ଼ି, ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ଅନ୍ୟ ସରକାରୀ ସମ୍ବନ୍ଧିତ ଅଧିକାରୀମାନଙ୍କୁ ଦେବା ପାଇଁ ଆଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ତାଲିବାନି ପ୍ରବକ୍ତା…
ଡ୍ରଗ୍ସ ମାମଲାରେ ଅଭିନେତା ଅରମାନ୍ କୋହଲୀ ଗିରଫ
ମୁମ୍ବାଇ: ବିଗ୍ ବସ୍ ର ପୂର୍ବତନ ପ୍ରତିଯୋଗୀ ଅଭିନେତା ଅରମାନ କୋହଲୀଙ୍କ ଘରେ ନିକଟରେ ଏନସିବି ଚଢ଼ାଉ କରିଥିଲା । ଲମ୍ବା ସମୟ ପର୍ଯ୍ୟନ୍ତ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ…
ନେହେରୁଙ୍କୁ ମୋଦୀଙ୍କ ଅବମାନନା; ସ୍ୱାଧୀନତା ସଂଗ୍ରାମୀଙ୍କ ତାଲିକାରୁ ବାଦ ପଡିଲା ଫଟୋ
ନୂଆଦିଲ୍ଲୀ: ପୁଣି ଥରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁଙ୍କୁ ଅବମାନନା କରିଛି ମୋଦୀ ସରକାର । ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ଏକ ପୋଷ୍ଟର ଓ ଅଫିସିଆଲ ୱେବସାଇଟରୁ ନେହେରୁଙ୍କ ଫଟୋ…
ଛାଡ଼ପତ୍ର ପୂର୍ବରୁ ଏମିତି କାରନାମା କଲେ ସ୍ତ୍ରୀ, ସ୍ୱାମୀଠୁ ଅଲଗା ହେବାପାଇଁ ଅନୁମତି ଦେଲେ ହାଇକୋର୍ଟ
ନାଗପୁର: ମାଟ୍ରିମୋନିଆଲ ସାଇଟ୍ ରେ ପ୍ରୋଫାଇଲ୍ ଅପଲୋଡ୍ କରିବା ପରେ ନାଗପୁର ହାଇକୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀଠାରୁ ଛାଡପତ୍ର ନେବା ପାଇଁ ଅନୁମତି ଦେଇଛନ୍ତି । ଘଟଣା ହେଉଛି ଉକ୍ତ ବ୍ୟକ୍ତିଙ୍କ ପତ୍ନୀ…
ତାଲିବାନକୁ ଭୟଙ୍କର କ୍ଷତି ପହଞ୍ଚାଇଲା ARC
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିଥିବା ବେଳେ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ଏକାକୀ ସଂଗ୍ରାମ ଜାରି ରଖିଛନ୍ତି । ସଲେହଙ୍କ ନେତୃତ୍ୱରେ ପଞ୍ଜଶୀର ପ୍ରଦେଶର ଆଫଗାନିସ୍ତାନ ରେଜିଷ୍ଟାନ୍ସ…
କାମସୁତ୍ର ବହିରେ ନିଆଁ ଲଗାଇଲେ ବଜରଙ୍ଗ ଦଳ, ହିନ୍ଦୁ ଦେବଦେବୀଙ୍କୁ ଅବମାନନା ଅଭିଯୋଗ
ଅହମଦାବାଦ୍: ଅହମଦାବାଦ୍ ର ଏକ ବହି ଦୋକାନରେ ଥିବା କାମସୁତ୍ର ବହିରେ ନିଆଁ ଲଗାଇଦେଇଛନ୍ତି ବଜରଙ୍ଗ ଦଳ । ସେମାନେ ଅଭିଯୋଗ ଆଣିଛନ୍ତି ଯେ, ଏହି ବହିରେ ହିନ୍ଦୁ ଦେବଦେବୀଙ୍କୁ ଅଶ୍ଳୀଳ ରୂପରେ ଦେଖାଯାଇଛି । ତେଣୁ…
ବାହାଘରକୁ ଆସିଲେନି ଅତିଥି; ୧୭ ହଜାର ଟଙ୍କାର ନୋଟିସ ପଠାଇଲା କନ୍ୟା
ନୂଆଦିଲ୍ଲୀ: ବାହାଘର ଏମିତି ଏକ କାର୍ଯ୍ୟ ଯେଉଁଥିରେ ହଜାର ହଜାର ଟଙ୍କାର ଖାଦ୍ୟ ଅପଚୟ ହୋଇଥାଏ । ବିବାହର ଆୟୋଜନ କାଠିକର ପାଠ ହୋଇଥାଏ । ଖାଇବା ଖରାପ ହୋଇଥିଲେ ଅପନିନ୍ଦା ଶୁଣିବାକୁ ମିଳୁଥିବା ବେଳେ ଆବଶ୍ୟକ ସଂଖ୍ୟକ…