fbpx
Browsing Category

Top Stories

ବିନା ଭକ୍ତରେ ହେଉ ରଥଯାତ୍ରା

ପୁରୀ, ୧୩ା୬(ଓଡ଼ିଶା ଭାସ୍କର): ଆଉ ଅଳ୍ପ କେଇଟା ଦିନ ଗଲେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ମହାପ୍ରଭୁଙ୍କ ନୀତିକାନ୍ତି ଓ ରଥଯାତ୍ରା ପ୍ରସଙ୍ଗକୁ ନେଇ ମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ରଙ୍କ ସୂଚନା…

ପୁରୁଷଙ୍କୁ ବି ହୋଇଥାଏ ସ୍ତନ କର୍କଟ, ଜାଣନ୍ତୁ ଏହାର ଲକ୍ଷଣ

ସ୍ତନ କର୍କଟ ସାଧାରଣତଃ ମହିଳାମାନଙ୍କଠାରେ ହୋଇଥାଏ ବୋଲି ସମସ୍ତେ ଜାଣିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଏହି ସ୍ତ କର୍କଟ ପୁରୁଷମାନଙ୍କୁ ବି ହୋଇପାରେ । ହଲିଉଡ୍ ଗାୟକ ବିୟାଂନ୍ସେଙ୍କ ପିତା ଏହି ରୋଗରେ ଆକ୍ରାନ୍ତ…

ଖୁସିଖବର ! ଏହି ଯୋଜନାରେ କୃଷକଙ୍କ ଆକାଉଣ୍ଟକୁ ଆସିବ ୯୦୦୦ କୋଟି ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକମାନଙ୍କ ପାଇଁ ଆରମ୍ଭ ହୋଇଥିବା ଫସଲ ବୀମା ଯୋଜନା ଅନୁଯାୟୀ ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୪,୦୦୦ କୋଟି ଟଙ୍କାର ବୀମା ଦାବୀ ସାମନାକୁ ଆସିଛି । ଯେଉଁଥିରେ ବର୍ତ୍ତମାନ…

ଭୁବନେଶ୍ୱରରୁ ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ୨୪ଘଣ୍ଟାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ୍ କ୍ୱାରେଣ୍ଟିନରୁ ୨ଜଣ ଓ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।…

ଛତ୍ରପୁର ଏସଡ଼ିପିଓ ଓ ଆଇଆଇସିଙ୍କୁ କରୋନା

ଗଞ୍ଜାମ, ୧୩ା୬(ଓଡ଼ିଶା ଭାସ୍କର): ଗଞ୍ଜାମ ସ୍ଥିତ ଛତ୍ରପୁର ରେ ଏସଡ଼ିପିଓ ଏବଂ ଆଇଆଇସି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ଏହାସହ ଦୁହିଁଙ୍କର ଆଶୁ ଆରୋଗ୍ୟ…

ବିଲେଇକୁ ନେଇ କଣ ରହିଛି ଅନ୍ଧବିଶ୍ୱାସ, ଜାଣି ରଖନ୍ତୁ

ଆଜିକାଲି ଦିନକୁ ଦିନ ଟେକ୍ନୋଲୋଜି ଫାଷ୍ଟ ହେବାରେ ଲାଗିଛି । ଲୋକମାନେ ମଧ୍ୟ ତାହା ସହ ତାଳ ମିଳେଇ ଚାଲୁଛନ୍ତି । ଏହି ସାଇନ୍ସ ଯୁଗରେ ପରମ୍ପରା, ରୀତି, ନୀତି, ସଂସ୍କାର ସଂସ୍କୃତିକୁ ସମସ୍ତେ ଭୁଲିଗଲେଣି । କିନ୍ତୁ ଆଜି…

ସେପ୍ଟେମ୍ବର ପୂର୍ବରୁ DL ଓ LL ପାଇଁ କରିହେବନି ଆବେଦନ

ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ପୂର୍ବରୁ ଡ଼ିଏଲ ଓ ଏଲଏଲ ପାଇଁ ଆବେଦନ କରିହେବ ନାହିଁ । ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ନୂଆ ସ୍ଲଟ ମିଳିବା ନେଇ ସୂଚନା ମିଳିିଛି । ଅଢ଼େଇ ଲକ୍ଷ ଆବେଦନକାରୀଙ୍କୁ ନୂଆ…

ସପ୍ତାହକ ଭିତରେ ୪ଟି ବାଘଛାଲ ଜବତ, ୩ ଗିରଫ

ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ସପ୍ତାହକ ଭିତରେ ୪ଟି ବାଘଛାଲ ଜବତ ହୋଇଥିବା ନେଇ ସୂଚନା ରହିଛି । ଆଜି ନୟାଗଡ଼ ରଣପୁର ଅଞ୍ଚଳରୁ ୨ଟି କଲପତରିଆ ବାଘଛାଲ ଜବତ କରାଯାଇଛି । ୨ଟି ବାଘ ଛାଲ ଜବତ ସହ କ୍ରାଇମବ୍ରାଞ୍ଚ…

ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୨୨୫ କରୋନା…

ଦେଶରେ ୩ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୩ା୬: ଦେଶରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି କରୋନା । ଏଥିସହିତ ଏବେ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ଟପିଥିବା ନେଇ ସୂଚନା ମିଳିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୮ହଜାର…