fbpx
Browsing Category

Top Stories

ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ ପରେ ୟୁନିଟ୍-୧ ସିଲ୍

ଭୁବନେଶ୍ୱର,୧୨ ।୬(ଓଡିଶା ଭାସ୍କର): ରଜ ପର୍ବ ପାଇଁ ଆଉ ମାତ୍ର ୨ ଦିନ ଥିବା ବେଳେ ଦୋକାନ ବଜାରରେ ଗହଳି ବଢିଚାଲିଛିି । କିନ୍ତୁ କରୋନା ସଙ୍କଟ ସମୟରେ ସାମାଜିକ ଦୂରତା ନମାନିବାରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଓ…

ଆସନ୍ତା ୧୪ ଓ ୧୫ରେ ମାଟ୍ରିକ ଖାତା ଦେଖା ବନ୍ଦ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ଦୁଇ ଦିନ ମାଟ୍ରିକ ଖାତା ଦେଖା ବନ୍ଦ ରହିବ । ଚଳିତ ମାସ ୧୪ ଓ ୧୫ ତାରିଖରେ ମାଟ୍ରିକ ଖାତା ଦେଖା ବନ୍ଦ ରହିବ ବୋଲି ସୂଚନା ମିଳିଛି । ଓଡ଼ିଆ ପର୍ବ ରଜ ଉପଲକ୍ଷେ ସବୁ ମୂଲ୍ୟାୟନ…

ପ୍ରଥମଥର ପାଇଁ କୋର୍ଟରେ ଅଜବ ରାୟ! ଖାଇବା ଅର୍ଡର ପୂରଣ ନକରିବାରୁ ରେଷ୍ଟୁରାଣ୍ଟ ମାଲିକଙ୍କୁ ୧୫୦୦ ବର୍ଷର ଜେଲଦଣ୍ଡ

ଯେକୌଣସି ଦୋଷୀକୁ ଆଜୀବନ ଜେଲ, ଫାଶୀ ନହେଲେ କିଛି ବର୍ଷର ଜେଲଦଣ୍ଡ ଦିଆଯାଉଥିବା ବିଷୟରେ ତ ଆପଣ ଜାଣିଥିବେ । କିନ୍ତୁ କେବେ କାହାକୁ ୧୫୦୦ ବର୍ଷର ଜେଲଦଣ୍ଡ ଦିଆଯାଉଥିବା ଣୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏଭଳି…

୧୭ରୁ ଖୋଲିବ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ଚଳିତମାସ ୧୭ରୁ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ଏଥି ସହିତ ସମସ୍ତ ଶିକ୍ଷକ, ଅଣଶିକ୍ଷକ ଓ ଅଧିକାରୀ କାର୍ଯ୍ୟରେ ଯୋଗ ଦେବେ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସବୁ…

ମାର୍କେଟ ବିଲ୍ଡିଂ ସିଲ୍

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ଆଉ ଦୁଇ ଦିନ ଗଲେ ଓଡ଼ିଆ ପର୍ବ ରଜ । ରଜ ପାଇଁ କିଛିଟା କଟକଣା କୋହଳ କରାଯାଇ ଦୋକାନ ବଜାର ସବୁ ଖୋଲା ରଖାଯିବା ସହ ଆଜି ନାଇଟ କର୍ଫ୍ୟୁକୁ କୋହଳ କରାଯାଇଥିଲା । କିନ୍ତୁ କୋଭିଡ଼ ନିୟମ…

ରଜରେ ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ଦାମ୍

ସୁନା-ରୂପା ଦରରେ ଲଗାତାର ବୃଦ୍ଧି ପରେ ଆଜି ଲୋକମାନଙ୍କୁ ଟିକେ ଆଶ୍ୱସ୍ତି ମିଳିଛି । ବିବାହ ଋତୁ ଓ ରଜକୁ ଦୃଷ୍ଟିରେ ରଖି ସୁନା-ରୂପାରେ ହାଲକା ପରିବର୍ତ୍ତନ ଆସିଛି । ଆଜି ଅର୍ଥାତ୍ ଶୁକ୍ରବାର ସକାଳୁ ବଜାରରେ ସୁନା ୪୨…