fbpx
Browsing Category

Top Stories

ରଜ ଦୋଳିକୁ ନେଇ କଣ ରହିଛି ବିଏମସିର କଟକଣା?

ଭୁବନେଶ୍ୱର,୧୩ ।୬(ଓଡିଶା ଭାସ୍କର): ରାତି ପାହିଲେ ରଜ । କିନ୍ତୁ କରୋନା ପାଇଁ ନିରାଡମ୍ବରରେ ପାଳିତ ହେବ ରଜ ପର୍ବ । ଏନେଇ ଅନେକ ଅଞ୍ଚଳରେ କଡା କଟକଣା ଲାଗୁ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ କରୋନା…

ନବୀନ-ମିତ୍ତଲ ଆଲୋଚନା: ଜାଣନ୍ତୁ ଓଡିଶାକୁ ନେଇ କ’ଣ ନିଆଗଲା ନିଷ୍ପତ୍ତି

ଭୁବନେଶ୍ୱର,୧୩ ।୬(ଓଡିଶା ଭାସ୍କର): ଓଡିଶାରେ ପୁଞ୍ଜିନିବେଶକୁ ନେଇ ଶିଳ୍ପପତି ଏଲଏନ ମିତ୍ତଲଙ୍କ ଆଜି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସଂ ଜରିଆରେ ଦୁହିଁଙ୍କ ମଧ୍ୟରେ ଆଲୋଚନା ଶେଷ…

ହେଲୋ… ମୁଁ ଆସୁଛି ଭୁବନେଶ୍ୱର

ଭୁବନେଶ୍ୱର,୧୩ା୬(ଓଡ଼ିଶା ଭାସ୍କର): ଓଲିଉଡ଼ର ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଉଛି । ଆଜି ତାଙ୍କୁ…

କରୋନା କଟକଣା, ସାବର ଶ୍ରୀକ୍ଷେତ୍ରରେ ହେବନି ରଥଟଣା

ଜୟପୁର, ୧୩ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସାବର ଶ୍ରୀକ୍ଷେତ୍ର କୋରାପୁଟରେ ପାଳନ ହେବନି ରଥଯାତ୍ରା । ରଥଯାତ୍ରା ପାଳନ ଉପରେ କଟକଣା ଲାଗୁ…

ଅଚାନକ୍ ସୁଗନ୍ଧ ଓ ସ୍ୱାଦ ହରାଇବା କରୋନାର ଲକ୍ଷଣ

ସୁଗନ୍ଧ ଓ ସ୍ୱାଦ ହରାଇବା ଭଳି ସମସ୍ୟାକୁ କରୋନା ଭାଇରସର ଲକ୍ଷଣ ସହ ଯୋଡିଛନ୍ତି କେନ୍ଦ୍ର ସରକାର । ‘କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ:କୋଭିଡ-୧୯’ ଡକ୍ୟୁମେଣ୍ଟରେ ୭ ଅନ୍ୟ ଲକ୍ଷଣ ତାଲିକାରେ ‘ଗନ୍ଧ ଓ ସ୍ୱାଦ…

କ୍ୱାରେଣ୍ଟିନ ସେଣ୍ଟରର ଖର୍ଚ୍ଚ ହିସାବ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ରାଜ୍ୟ ବାହାରୁ କିମ୍ବା କରୋନା ଲକ୍ଷଣ ଦେଖାଦେଲେ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ରାଜ୍ୟ ସରକାର କହିଥିଲେ । ଆଜି ସେହି ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଛନ୍ତି ରାଜ୍ୟ ସରକାର…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ…

କୋଟିରେ ଦରମା ନିଅନ୍ତି ସଲମାନ ଖାନଙ୍କ ବଡିଗାର୍ଡ! ଶୁଣିଲେ ଉଡିଯିବ ହୋସ୍

ବଲିଉଡ ଜଗତର ସୁପରଷ୍ଟାର ସଲମାନ୍ ଖାନଙ୍କ ଅଙ୍ଗରକ୍ଷୀ ବା ବଡିଗାର୍ଡ ଶେରାଙ୍କ ଲୋକପ୍ରିୟତା କୌଣସି ସେଲିବ୍ରିଟଙ୍କଠାରୁ କମ୍ ନୁହନ୍ତି । ପ୍ରଶଂସକମାନେ ସର୍ବଦା ଶେରାଙ୍କ ବିଷୟରେ ଜାଣିବାକୁ ଇଚ୍ଛୁକ ଥାଆନ୍ତି । ତେବେ…

ସାବଧାନ, ୮ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ଆସନ୍ତା ୨୪ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ରାଜ୍ୟରେ ୮ଟି ଜିଲ୍ଳାରେ…

ଭାରତର ସବୁଠାରୁ ବୟସ୍କ କ୍ରିକେଟର ବସନ୍ତ ରାୟଜୀଙ୍କ ପରଲୋକ, ବିସିସିଆଇର ଶ୍ରଦ୍ଧାଞ୍ଜଳୀ

ଭାରତର ସବୁଠାରୁ ବୟସ୍କ କ୍ରିକେଟର ବସନ୍ତ ରାୟଜୀଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ୧୦୦ ବର୍ଷ ହୋଇଥିଲା । ଆଜି ଭୋର ସମୟରେ ମୁମ୍ବାଇର ବାଲକେଶ୍ୱରସ୍ଥିତ ନିଜ ବାସଭବନରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।…