fbpx
Browsing Category

Top Stories

ଇକୋ ରିଟ୍ରିଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ, ୧୪ା୧୨(ଓଡ଼ିଶା ଭାସ୍କର): ଆଜି କୋଣାର୍କ ପୁରୀ ସ୍ଥିତ କୁଶଭଦ୍ରା ନଦୀ ମୁହାଣରେ ଭାରତର ପ୍ରଥମ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଉଦଘାଟନ ହୋଇଛି । ଇକୋ ରିଟ୍ରିଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ସଲମାନଙ୍କ ଘରେ ବୋମା ! ପୋଲିସକୁ ଚିଠି ଲେଖି ଯୁବକ କହିଲା-୨ ଘଣ୍ଟାରେ ଫାଟିବ

ମୁମ୍ବାଇ,୧୪ ।୧୨: ଜଣେ ୧୬ ବର୍ଷର ଯୁବକ ବଲିଉଡ ଦବଙ୍ଗ ସଲମାନ ଖାନଙ୍କ ଘରେ ବୋମା ଥିବାର ଦାବି କରୁଛି । ଗାଜିୟାବାଦରେ ରହୁଥିବା ସଲମାନଙ୍କ ଆପାର୍ଟମଣ୍ଟେରେ ବମ୍ ଲାଗିଛି ବୋଲି ଏହି ବାଳକ ବାନ୍ଦ୍ରା ପୋଲିସ ଷ୍ଟେସନରେ…

ସହକାରୀ କୃଷି ଅଧିକାରୀଙ୍କ ଅସ୍ୱାଭାବିକ ମୃତ୍ୟୁ

କୋରାପୁଟ, ୧୪ା୧୨(ଓଡ଼ିଶା ଭାସ୍କର): କୋରାପୁଟ ପଟାଙ୍ଗୀରେ ସହକାରୀ କୃଷି ଅଧିକାରୀଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୃ ହୋଇଥିବା ସୂଚନା ମିଳିଛି । ସହକାରୀ କୃଷି ଅଧିକାରୀ ଗୌରହରି ବେହେରାଙ୍କ ମୃତ୍ୟୁ ହୋଇଛି । ନିଜ…

ରାଜନଗରରେ ୩ ମୃତ ଡଲଫିନ୍

କେନ୍ଦ୍ରପଡା,୧୪ ।୧୨(ଓଡିଶା ଭାସ୍କର): କେନ୍ଦ୍ରପଡା ରାଜନଗର ବେଳାଭୂମିରେ ଲାଗିଲେ ୩ ମୃତ ଡଲଫିନ୍ । ପେଣ୍ଠ ସମୁଦ୍ର ବେଳାଭୂମିରେ ମୃତ ଡଲଫିନଙ୍କୁ କାଉ, କୁକୁର ଝୁଣି ଖାଉଥିବାର ଦେଖିବାକୁ ମିଳିଛି । ତେବେ ଟ୍ରଲର…

ବିବାହ କଲେ ସଲମାନ୍, ମଥାରେ ସିନ୍ଦୁର ପିନ୍ଧାଉଥିବାର ଭିଡିଓ ଭାଇରାଲ !

ମୁମ୍ବାଇ,୧୪ ।୧୨: ବଲିଉଡର ଦବଙ୍ଗ ହିରୋ ସଲମାନ ଖାନ୍ ଏବେ ବିଗ୍ ବସ୍-୧୩ର ହୋଷ୍ଟ କରୁଥିବା ବେଳେ ଅନ୍ୟପଟେ ଆଗାମୀ ସିନେମା ‘ଦବଙ୍ଗ-୩’ ପାଇଁ ପ୍ରମୋସନରେ ବ୍ୟସ୍ତ ରହୁଛନ୍ତି । ନିଜ କାମରେ ସଲମାନ ଏତେ ବ୍ୟସ୍ତ ଯେ,…

ପଶ୍ଚିମବଙ୍ଗରେ ବିକ୍ଷୋଭ ଯୋଗୁଁ ଟ୍ରେନ ବାତିଲ

ପଶ୍ଚିମବଙ୍ଗ, ୧୪ା୧୨: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇଛି । ବିଭିନ୍ନ ରେଳ ଷ୍ଟେସନରେ ଜଳାପୋଡ଼ା, ଭଙ୍ଗାରୁଜା ଓ ଅବରୋଧ ହୋଇଥିବା…

ବଦଳିଲା ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ

ଭୁବନେଶ୍ୱର, ୧୪ା୧୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ବଦଳିଛି । ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁ ବଦଳି ଲୋକସେବା ମାର୍ଗ ନାମ ରଖାଯାଇଛି । ସଚିବାଳୟ ନାଁ…

ଖଣି ଟଙ୍କାରେ ହେବ ପୁରୀର ବିକାଶ

ପୁରୀ,୧୪ ।୧୨(ଓଡିଶା ଭାସ୍କର): ପୁରୀକୁ ଐତିହ୍ୟ ସହର କରିବାରେ ଲାଗିପଡିଛନ୍ତିି ରାଜ୍ୟ ସରକାର । ଏଥିରେ ଅର୍ଥନୈତିକ ବ୍ୟବସ୍ଥା ପାଇଁ ଆଗେଇ ଆସିଛି ଖଣି ଓ ଇସ୍ପାତ ବିଭାଗ । ଇସ୍ପାତ ବିଭାଗ ଦେଇଛି ୬ଟି ଖଣ୍ଡୋଲାଇଟ୍ ଖଣି…

ମୋଦି ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରି ଦେଇଛନ୍ତି : ରାହୁଲ ଗାନ୍ଧି

ନୂଆଦିଲ୍ଲୀ, ୧୪ା୧୨: ଦିଲ୍ଲୀ ସ୍ଥିତ ରାମଲୀଳା ମୈଦାନରେ କଂଗ୍ରେସ ପକ୍ଷରୁ ଭାରତ ବଞ୍ଚାଅ ରାଲି କରାଯାଇଛି । ସେହି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି ରାହୁଲ ଗାନ୍ଧି । କୃଷକ ଓ…

ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପାଇଁ ପ୍ରତି ଘରୁ ଆସିବ ଗୋଟିଏ ଇଟା ଓ ୧୧ ଟଙ୍କା: ଯୋଗୀ

ଲକ୍ଷ୍ନୌ,୧୪ ।୧୨: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର କରିବା ପାଇଁ ପ୍ରତି ପରିବାର ଗୋଟିଏ ଇଟା ଓ ୧୧ଟଙ୍କା ଦେବାକୁ କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଝାରଖଣ୍ଡର ଗିରିଡିହ ନିର୍ବାଚନୀ ରାଲି କରିବା…