fbpx
Browsing Category

Top Stories

ନାଗରିକତା ସଂଶୋଧନ ଆଇନ: ଥମିବାର ନାଁ ନେଉ ନାହିଁ ହିଂସା

ନୂଆଦିଲ୍ଲୀ, ୧୭ା୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ଥମିବାର ନାଁ ନେଉନାହିଁ ହିଂସା କାଣ୍ଡ। ଦିଲ୍ଲୀ ଜାଫରାବାଦ, ସିଲମପୁରରେ ମଧ୍ୟ ଏହି ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଦେଖାଦେଇଛି । ୨ଟି ବସରେ ଭଙ୍ଗାରୁଜା କରିଛନ୍ତି…

ପରୀକ୍ଷାର୍ଥୀ ସାବଧାନ! ଏଥର ମାଟ୍ରିକ ଖାତାରେ ଡିଜିଟାଲ ଲକ୍

ଭୁବନେଶ୍ୱର, ୧୭ା୧୨(ଓଡ଼ିଶା ଭାସ୍କର): ଏଣିକି ମାଟ୍ରିକ ପରୀକ୍ଷାରେ କପି କରିବା ସହଜ ହେବ ନାହିଁ । କପି, ପ୍ରଶ୍ନପତ୍ର ଲିକ୍ ରୋକିବାକୁ ନୂଆ ପଦକ୍ଷେପ ନିଆଯାଇଛି । ଏନେଇ ମାଟ୍ରିକ ପରୀକ୍ଷା ଖାତାରେ ସିକ୍ୟୁରିଟି କୋଡ଼…

‘ମୋ ସରକାର’ରେ ମମତା ଯୋଜନା ସାମିଲ

ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେଲା ମମତା ଯୋଜନା । ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସମ୍ପର୍କରେ…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କୁ ଫାଶୀଦଣ୍ଡ

ଇସ୍ଲାମବାଦ,୧୭ା୧୨ : ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କୁଦୋଷୀ ସାବ୍ୟସ୍ତ କରାଯିବା ସହିତ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଛି । ପେଶାୱର ହାଇକୋର୍ଟ ମୁଖ୍ୟ…

ଆଜି କ୍ୟାବିନେଟ ବୈଠକ, ୩ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,୧୭ା୧୨(ଓଡ଼ିଶା ଭାସ୍କର): ଆଜି ଅପରାହ୍ନ ୫ଟା ୪୫ରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ସେହି ବୈଠକରେ ୩ଟି ପ୍ରସ୍ତାବ ଉପରେ…

ଫେବୃୟାରୀ ତୃତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା !

ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ଆସନ୍ତା ଫେବୃୟାରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ୍ ପରୀକ୍ଷା । ଖୁବଶୀଘ୍ର ତାରିଖ ଘୋଷଣା କରିବ ମାଧ୍ୟମିକ ଶିକ୍ଷା ବୋର୍ଡ । ପରୀକ୍ଷା କେନ୍ଦ୍ରର ସ୍ୱଚ୍ଛତା ଦୃଷ୍ଟିରୁ ଏଭଳି…

‘ମୋ ସରକାର’ରେ ସାମିଲ ହେଲା ମିଶନ ଶକ୍ତି

ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେଲା ମିଶନ ଶକ୍ତି । ମହିଳା ଶିଶୁ କଲ୍ୟାଣ ବିଭାଗ ଅଧୀନରେ ଆସୁଛିି ମିଶନ ଶକ୍ତି । ଏନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…