fbpx
Browsing Category

Top Stories

ଆଦର୍ଶ ବିଦ୍ୟାଳୟର ୱେବସାଇଟ୍ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ ।୧୨(ଓଡିଶା ଭାସ୍କର): ଆଜି ଓଡିଶା ଆଦର୍ଶ ବିଦ୍ୟାଳୟର ୱେବସାଇଟ୍ ଉନ୍ମୋଚିତ ହୋଇଯାଇଛି । ରାଜଧାନୀ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଏହାକୁ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି…

ଲିଙ୍ଗରାଜ ମନ୍ଦିର ଚାରିପଟୁ ଜାରି ରହିବ ଉଚ୍ଛେଦ : BMC କମିଶନର

ଭୁବନେଶ୍ୱର, ୧୧ା୧୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ ନେଇ ଆଜି ବୈଠକ ହୋଇଥିଲା । ଆଜିଠୁ ପୁଣିଥରେ ଉଚ୍ଛେଦ କାମ ଆରମ୍ଭ ହେବ । ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ…

ଆଜି ମହାକାଶକୁ PSLV-C48 ଯାନ ଛାଡିବ ଇସ୍ରୋ

ନୂଆଦିଲ୍ଲୀ,୧୧ ।୧୨: ଆଜି ଅପରାହ୍ନ ୩ଟା ୨୫ରେ ମହାକାଶକୁ PSLV-C48 ଯାନ ଛାଡିବ ଇସ୍ରୋ । ଆନ୍ଧ୍ରର ଶ୍ରୀହରିକୋଟାରୁ ୧୦ଟି ସାଟେଲାଇଟ୍ ନେଇ ଯିବ ଏହି PSLV-C48 । RISAT-2BR1 ସହ ଅନ୍ୟ ୯ଟି ବାଣିଜ୍ୟିକ ସାଟେଲାଇଟକୁ…

ରାଜ୍ୟ ସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ, ୧୧ା୧୨: ରାଜ୍ୟ ସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍ । ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା ପାଇଁ ୬ଘଣ୍ଟାର ସମୟ ଦିଆଯାଇଥିବା ସୂଚନା ରହିଛି । ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବନିଯୁକ୍ତ ଡିଜିପି ଅଭୟ

ଭୁବନେଶ୍ୱର, ୧୧ା୧୨(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନବନିଯୁକ୍ତ ଡିଜିପି ଅଭୟ । ଲୋକକୈନ୍ଦ୍ରିକ ସେବା ପ୍ରଦାନକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ…

ବିଜେପି ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ, ୧୧ା୧୨: ବିଜେପି ମୁଖ୍ୟାଳୟରେ ସଂସଦୀୟ ଦଳ ବୈଠକ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ନାଗରିକତା ସଂଶୋଧନ ବିଲ୍ ଉପରେ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି ।…

ଆଜି ରାଜ୍ୟ ସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ, ୧୧ା୧୨: ଆଜି ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହେବ । ଦିନ ୧୨ଟାରେ ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା କରାଯିବ । ଏହି ବିଲ୍ ଉପରେ ୬ଘଣ୍ଟା ଧରି ଚର୍ଚ୍ଚା ହେବ । ରାଜ୍ୟସଭାରେ ଉପସ୍ଥିତ ରହିବାକୁ…

କଟକରେ ଏନକାଉଣ୍ଟର

କଟକ,୧୧ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ଅପରାଧୀ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି କଟକ ନରାଜ ଅଞ୍ଚଳରେ ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ଼ ମିଳିତ ଭାବେ ଏକ ଅପରାଧୀକୁ ଏନକାଉଣ୍ଟର କରିଥିବା…

ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ମିଳୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୧୨(ଓଡ଼ିଶା ଭାସ୍କର): ବିଶ୍ୱ ମାନବାଧିକାର ଦିବସରେ ଜୟଦେବ ଭବନରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଏକ ତୃତୀୟାଂଶ ସଂସଦୀୟ ଆସନରେ ମହିଳାଙ୍କୁ ସ୍ଥାନ ମିଳିଛି । ଏହା…

ସାରା ବିଶ୍ୱକୁ ବାଟ ଦେଖାଇଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୧୨(ଓଡ଼ିଶା ଭାସ୍କର): ଜାଗା ମିଶନ ଟିମ୍ ସହ ଫଟୋ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାଗା ମିଶନକୁ ବିଶ୍ୱ ବାସସ୍ଥାନ ପୁରସ୍କାର ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସାରା ବିଶ୍ୱକୁ ବାଟ ଦେଖାଇଛି…