fbpx
Browsing Category

Top Stories

ସର୍ଭେ ଅନୁସାରେ କୁପୋଷଣ ରୋକିବାରେ ଓଡ଼ିଶା ପଛୁଆ

ଭୁବନେଶ୍ୱର,୨୯ା୧୧(ଓଡ଼ିଶା ଭାସ୍କର): ୨୦୨୨ ସୁଦ୍ଧା କୁପୋଷଣ ଦୂର କରିବା ଲକ୍ଷ୍ୟରେ ଓଡ଼ିଶା ପଛରେ ରହିଛି । କେନ୍ଦ୍ର ମହିଳା ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ସର୍ଭେରେ ସହାୟତା କରିଥିଲେ…

ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୦ତମ ସମାବର୍ତ୍ତନ ଉତ୍ସବ, ୪୯ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ

ସମ୍ବଲପୁର,୨୯ା୧୧(ଓଡ଼ିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୦ତମ ସମାବର୍ତ୍ତନ ଉତ୍ସବ ପାଳନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ମୁଖ୍ୟ ଅତିଥି ଭାବେ ସେହି ସମାବର୍ତ୍ତନ…

ଡିସେମ୍ବର ପହିଲାରେ ଧନୁଯାତ୍ରା ଶୁଭ ସ୍ଥାପନ

ବରଗଡ଼, ୨୯ା୧୧(ଓଡ଼ିଶା ଭାସ୍କର): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପ୍ରଚାର ପ୍ରସାର କମିଟିର ପ୍ରସ୍ତୁତି ବୈଠକ ହୋଇଛି । ଡିସେମ୍ବର ୧ରେ ଧନୁଯାତ୍ରା ଶୁଭ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । ସେହି ଉଦଘାଟନ ଉତ୍ସବରେ…

ବିଧାନସଭା ବନ୍ଦ ନେଇ ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡ଼ି

ଭୁବନେଶ୍ୱର,୨୯ା୧୧(ଓଡ଼ିଶା ଭାସ୍କର): ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତ ଅଧିବେଶନ ସରିବା ପ୍ରସଙ୍ଗରେ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡ଼ି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି । ସେ…

ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଜଣେ ଅଟକ

ବାଲିଗୁଡ଼ା,୨୯ା୧୧(ଓଡ଼ିଶା ଭାସ୍କର): ବାଲିଗୁଡ଼ାରେ ପୁଣିଥରେ ଲଜ୍ଜାକର ଘଟଣା ଦେଖିବାକୁ ମିଳିଛି । ଏକ ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ବାଲିଗୁଡ଼ା ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାରେ ଅଭିଯୋଗ…

ବିବାଦୀୟ ବୟାନ ପରେ ଭୁଲ୍ ମାଗିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ,୨୯ା୧୧: ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଦେଇଥିବା ବିବାଦୀୟ ବୟାନ ଉପରେ ଭୁଲ୍ ମାଗିଥିବା ସୂଚନା ମିଳିଛି । ଲୋକସଭାରେ ସେ ଭୁଲ ମାଗିଛନ୍ତି । ଏହାସହ ସେ କହିଛନ୍ତି ଯେ ମୋ ମନ୍ତବ୍ୟକୁ ଭୁଲ…

ଗଡ଼ସେଙ୍କୁ ଦେଶଭକ୍ତ କହିବା ପ୍ରସଙ୍ଗରେ, ପ୍ରଜ୍ଞାଙ୍କ ବିରୋଧରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ,୨୯ା୧୧: ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଇନ୍ଦୋରରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ଗଡ଼ସେଙ୍କୁ…

ଅଧିବେଶନ ଅଧାରୁ ବନ୍ଦ କରିବା ଅଗଣତାନ୍ତ୍ରିକ: ବିଜେପି

ଭୁବନେଶ୍ୱର,୨୯ା୧୧(ଓଡ଼ିଶା ଭାସ୍କର): ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତ ଅଧିବେଶନ ସରିବା ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ବିଜେପି ସମାଲୋଚନା କରିଛି । ଅଧିବେଶନ ଅଧାରୁ ବନ୍ଦ କରିବା…

ଫଡ଼ନଭିସଙ୍କୁ ଜାରି ହେଲା କୋର୍ଟ ନୋଟିସ୍

ମହାରାଷ୍ଟ୍ର, ୨୯ା୧୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସଙ୍କୁ ନୋଟିସ ଜାରି ହୋଇଛି । ଫଡ଼ନଭିସଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି ନାଗପୁର କୋର୍ଟ । ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇଥିବା…

ହାଇସ୍କୁଲ ପଛପଟୁ ଠାବ ହେଲା ମଣିଷ କଙ୍କାଳ

ଭୁବନେଶ୍ୱର, ୨୯ା୧୧(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ଆଇଆରସି ଭିଲେଜ ପାଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଇଆରସି ଭିଲେଜ ହାଇସ୍କୁଲ ପଛପଟୁ ଏକ ମଣିଷ କଙ୍କାଳ ଠାବ ହୋଇଥିବା ସୂଚନା ମିଳିଛି । ଏକ…