fbpx
Browsing Category

Top Stories

କରୋନାରୁ ବଞ୍ଚିବା ପାଇଁ ପିଇଗଲେ ନିଜେ ପ୍ରସ୍ତୁତ କରିଥିବା ଔଷଧ, କିନ୍ତୁ ଫଳ ହେଲା ଓଲଟା

କରୋନା ଯୋଗୁଁ ସାରା ବିଶ୍ୱରେ ୨ ଲକ୍ଷୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ଡାକ୍ତର ଓ ବୈଜ୍ଞାନିକାମାନେ ଏହାର ଚିକିତ୍ସା ପାଇଁ ଟୀକା ପ୍ରସ୍ତୁତିରେ ଲାଗିଛନ୍ତି, କିନ୍ତୁ କିଛି ସୁଫଳ ମିଳିପାରି…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି

ଭୁବନେଶ୍ୱର, ୯ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ୨୬ବର୍ଷୀୟ ଯୁବକ ଏବଂ ସେ…

ସେବାୟତଙ୍କ ପରିବାରର ହେବ କରୋନା ଟେଷ୍ଟ

ଭୁବନେଶ୍ୱର, ୯ା୫(ଓଡ଼ିଶା ଭାସ୍କର): ରଥ କାମରେ ନିୟୋଜିତ ସେବାୟତଙ୍କ ପରିବାରର ମଧ୍ୟ କରୋନା ଟେଷ୍ଟ କରାଯିବ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏନେଇ ପଦକ୍ଷେପ…

ଆଶ୍ଚର୍ଯ୍ୟ: ରାସ୍ତାରେ ଚାଲି ଯାଉଥିବା ବେଳେ ଅଚାନକ୍ ଗର୍ଭବତୀ ମହିଳାଠାରୁ ଜନ୍ମ ନେଲା ଶିଶୁ, ଦେଖନ୍ତୁ ଭିଡିଓ

ଚୀନର ଝେଜିୟଙ୍ଗ ପ୍ରୋଭିନ୍ସରେ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମନାକୁ ଆସିଛି । ସେଠାରେ ଜଣେ ଗର୍ଭବତୀ ମହିଳା କୌଣସି କାମରେ ମାର୍କେଟ ଯାଇ ଫେରୁଥିଲେ । ରାସ୍ତାରେ ଚାଲି ଚାଳି ଆସୁଥିବା ସମୟରେ ଅଚାନକ୍ ରାସ୍ତା ଉପରେ ସେ…

ମହଙ୍ଗା ପଡିଲା ସିଂହ ସହ ଟିକ୍ ଟକ୍

ସିଂହ ସହ ସେଲଫି ନେବା ୨ ଯୁବକଙ୍କୁ ମହଙ୍ଗା ପଡିଲା । ଆଜିକାଲି ଛୋଟଠାରୁ ବୟସ୍କ ପର୍ଯ୍ୟନ୍ତ, ସମସ୍ତଙ୍କଠାରେ ଟିକ୍ ଟକ୍ ଭିଡିଓ କରି ସେୟାର କରିବାର କ୍ରେଜ ବଢିବାରେ ଲାଗିଛି । କିନ୍ତୁ ଏହି ଟିକ୍ ଟକ୍ ମାଧ୍ୟମରେ କିଏ…

ଘୁଞ୍ଚିଲା ମହାନଦୀ ମାମଲାର ଶୁଣାଣୀ

ନୂଆଦିଲ୍ଲୀ, ୯ା୫: ପୁଣିଥରେ ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । କରୋନାକୁ ଦୃଷ୍ଟିରେ ରଖି ଓ ଲକ ଡାଉନ ପାଇଁ ଟ୍ରିବ୍ୟୁନାଲରେ ପୁଣିଥରେ ଶୁଣାଣି ଘୁଞ୍ଚିଛି । ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ…

ଗାଁରେ ଚାଲିଛି ୧୫ଟି ଭୂତଙ୍କ ରାଜୁତି, ରାତିରେ ଶୁଭୁଛି ଭୟଙ୍କର ଚିତ୍କାର

ସାଧାରଣତଃ ଦୁନିଆରେ ବହୁ ଲୋକ ଭୂତପ୍ରେତକୁ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ଅନେକ ଜାଗା ଏପରି ରହିଛି, ଯେଉଁଠାରେ ଭୂତମାନଙ୍କୁ ଉପସ୍ଥିତିକୁ ଲୋକମାନେ ଅନୂଭବ କରୁଛନ୍ତି । ସେହିଭଳି ବ୍ରିଟେନର ଗ୍ରାମାଞ୍ଚଳରେ ଅନେକ…

ମେ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର, ୯ା୫(ଓଡ଼ିଶା ଭାସ୍କର): ମେ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ମେ ୧୯ ସୁଦ୍ଧା କେନ୍ଦ୍ରରେ ପରୀକ୍ଷା ନିରୀକ୍ଷକ ପହଞ୍ଚିବେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଚନ ଦାସ । ଆଜି…