fbpx
Browsing Category

Top Stories

ପେଟ୍ରୋଲ ଲିଟର ୨୨ଟଙ୍କା ,ଡିଜେଲ ୨୧ ଟଙ୍କା !

ଲିଟର ୨୨ଟଙ୍କା ଡିଜେଲ ୨୧ ଟଙ୍କା । ହଁ ଏହା ଏବେର ଦର ,୨୦ ବର୍ଷ ତଳର ନୁହେଁ । ବିଶ୍ୱରେ ମାନ୍ଦାବସ୍ଥା ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଯୋଗୁଁ ପେଟ୍ରୋଲ ଓ ଡିଜେଲର ମୁଲ୍ୟ ହ୍ରାସପାଇଛି । କିନ୍ତୁ ଦର ଶୁଣି ଖୁସି…

ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୬/୫(ଓଡିଶା ଭାସ୍କର): ଆଜି ଜଗତସିଂହପୁରରେ ୪ ଓ କେନ୍ଦ୍ରାପଡାରେ ଜଣେ  ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜଗତସିଂହପୁର ଏବଂ କେନ୍ଦ୍ରାପଡାର କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର। ଜଗତସିଂହପୁର ୪…

ଗାଡି ଲାଇସେନ୍ସ,ପରମିଟ ,ରେଜିଷ୍ଟ୍ରେସନ ନଥିଲେ ବି କଟିବନି ଫାଇନ

ଭୁବନେଶ୍ୱର :୬ ।୫(ଓଡିଶା ଭାସ୍କର):ଲକ ଡାଉନ ପାଇଁ ମୋଟର ଯାନ ଆଇନରେ ସଂଶୋଧନ କରିଛନ୍ତି ସରକାର । ଗାଡି ଲାଇସେନ୍ସ,ପରମିଟ ,ରେଜିଷ୍ଟ୍ରେସନ ନଥିଲେ ବି କଟିବନି ଫାଇନ । ଅବଶ୍ୟ ଜୁନ ୩୦ ତାରିଖ ଯାଏ ଏହି ନୂଆ ନିୟମ ଲାଗୁ…

କେନ୍ଦ୍ରାପଡ଼ାକୁ ପୁଣି ଫେରିଲା କରୋନା, ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୮୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ଜଣକ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି । କରୋନା…

ରାଜ୍ୟର ଆଉ ଏକ ନୂଆ ଜିଲ୍ଲାରେ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୮୪କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ୪ଜଣ ଜଗତସିଂହପୁରର ବୋଲି ଜଣାପଡ଼ିଛି । ପ୍ରଥମ ଥର…

ପ୍ରବାସୀଙ୍କ ପାଇଁ ପ୍ରାୟ ୧୨ହଜାର ମେଡ଼ିକାଲ କ୍ୟାମ୍ପ କରାଯାଇଛି: ବାଗଚୀ

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ। ସେ କହିଛନ୍ତି ଯେ ବାହାର ରାଜ୍ୟରୁ ପ୍ରବାସୀମାନଙ୍କୁ କାହିଁକି ଫେରିବାକୁ ଦିଆଯାଉଛି ଏନେଇ କିଛି ଲୋକ ପ୍ରଶ୍ନ…