fbpx
Browsing Category

Top Stories

ଗୁଜବ ପରେ ଇରାନରେ ୫୦୦୦ ଲୋକ ପିଇଗଲେ ମଦ, ଚାଲିଗଲା ୭୨୮ ଜଣଙ୍କ ଜୀବନ

ଗୁଜବ ପ୍ରକାଶ ପରେ ହଜାର ହଜାର ଲୋକ ମଦ ପିଇ ମରିବା ଘଟଣାକୁ ଶେଷରେ ସ୍ୱୀକାର କରିଛନ୍ତି ଇରାନ୍ ସରକାର । ସୋସିଆଲ ମିଡିଆ ମାଧ୍ୟମରେ ଇରାନରେ ଏକ ଗୁଜବ ପ୍ରଚାର ହୋଇଥିଲା ଯେ, ଆଲକହଲ୍ ପିଇବା ଦ୍ୱାରା କରୋନା ହେବନାହିଁ ।…

ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ, ୨୮ା୪: ହିମାଚଳପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ଦିନ ୧୨ଟା ୧୭ରେ ଭୂକମ୍ପ ଅନୂଭୂତ ହୋଇଥିବା ନେଇ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ୪ ଥିବା ରିକ୍ଟର ସ୍କେଲରେ ରେକର୍ଡ଼ କରାଯାଇଛି । କିନ୍ତୁ…

ବସ୍ ଯୋଗେ ସୁରତରୁ ଗଞ୍ଜାମ ଫେରୁଛନ୍ତି ଶ୍ରମିକ

ଗଞ୍ଜାମ, ୨୮ା୪(ଓଡ଼ିଶା ଭାସ୍କର): ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଓଡ଼ିଆ ଶ୍ରମିକମାନେ ଫସି ରହିଛନ୍ତି । ଆଜି ସୁରତରୁ ୪ଟି ବସରେ ଗଞ୍ଜାମକୁ ସେମାନଙ୍କୁ ଅଣାଯାଉଛି । ଗଞ୍ଜାମରେ ପହଞ୍ଚିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ…

ନୀତି ଆୟୋଗ କାର୍ଯ୍ୟାଳୟ ସିଲ୍

ନୂଆଦିଲ୍ଲୀ, ୨୮ା୪: ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ନୀତି ଆୟୋଗ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । ୨ଦିନ ପାଇଁ ନୀତି ଆୟୋଗ ବିଲ୍ଡିଂକୁ ସିଲ୍ କରାଯାଇଥିବା ନେଇ ସୂଚନା ମିଳିଛି । ସେଠାରେ ଜଣେ ଅଧିକାରୀଙ୍କଠାରେ କରୋନା…

ଏଣିକି ଫ୍ଲାଇଟ୍ ପାଇଁ ଦେଖାଇବାକୁ ପଡିବ ମେଡିକାଲ ସାର୍ଟିଫିକେଟ୍

କରୋନା ଭାଇରସ୍ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକ୍-ଡାଉନର ଅବଧି ମେ ୩ରେ ସମାପ୍ତ ହେବାକୁ ଯାଉଛି । ହଟସ୍ପଟ୍ ଅଞ୍ଚଳକୁ ଛାଡି ବାକି ଅଞ୍ଚଳରେ ଲକ୍-ଡାଉନ୍ ହଟାଇବା ଉପରେ ସରକାର ବିଚାର କରୁଛନ୍ତି । କିନ୍ତୁ ଟ୍ରେନ୍ ଓ…

ଶୋଇଥିବା ଅବସ୍ଥାରେ ୨ ସାଧୁଙ୍କୁ ହତ୍ୟା

ବୁଲନ୍ଦସହର,୨୮ ।୪: ମହାରାଷ୍ଟ୍ରର ପାଲଘରରେ ୨ ସାଧୁଙ୍କୁ ପିଟି ପିଟି ହତ୍ୟାର ମାତ୍ର କିଛି ଦିନ ମଧ୍ୟରେ ଉତ୍ତରପ୍ରଦେଶରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ବୁଲନ୍ଦସହରର କୋତବାଲୀ ଅନ୍ତର୍ଗତ କଗୋନ ଗାଁରେ ୨…

ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ଖର୍ଚ୍ଚ ଭରିବେ ସରକାର

ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): ଲକ ଡାଉନ ପାଇଁ ବାହାରେ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । କ୍ୱାରେଣ୍ଟିନରେ ପ୍ରବାସୀଙ୍କ ପାଇଁ ସବୁ ଖର୍ଚ୍ଚ ବହନ କରିବେ ସରକାର । ୧୪ଦିନ…