fbpx
Browsing Category

Top Stories

ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପଢ଼ି ଶୁଣାଇଲେ ବାଗଚୀ

ଭୁବନେଶ୍ୱର, ୨୩ା୪(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାଙ୍କ ପାଇଁ ଦେଇଥିବା ବାର୍ତ୍ତାକୁ ସେ ଶୁଣାଇଛନ୍ତି । କୋଣାର୍କ ମୁଣ୍ଡି…

ଦେଶରେ ୨୪ଘଣ୍ଟାରେ ୧୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୨୩ା୪: କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦ କଟକଣା ଭିତରେ ଅଟା ଓ ଡାଲି ମିଲ ଖୋଲା ରହିବ ।…

ରାଜ୍ୟରେ ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୩ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ୪ଜଣ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି । ୪ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଳାର ବୋଲି…

୧.୧୩ କୋଟି ସରକାରୀ କର୍ମଚାରୀଙ୍କୁ ଝଟକା! ମହଙ୍ଗା ଭତ୍ତା ବୃଦ୍ଧି ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୩ ।୪: ସରକାରୀ କର୍ମଚାରୀ ଓ ପେନସନଭୋଗୀ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷେଧାଦେଶ ଲଗାଇଛି କେନ୍ଦ୍ର । ୧ ଜାନୁଆରୀରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାକୁ ବୃଦ୍ଧି ନକରିବାକୁ ପ୍ରସ୍ତାବ…

ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୩ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ସେ ଭୁବନେଶ୍ୱର ବୋଲି ଜଣାପଡ଼ିଛି । ସୁସ୍ଥ ହେବା ପରେ ତାଙ୍କୁ ମେଡ଼ିକାଲରୁ ଡିସଚାର୍ଯ କରାଯାଇଛି । ଏନେଇ…

ସମ୍ପୂର୍ଣ୍ଣ ସୀମା ସିଲ କରିବା ସମ୍ଭବପର ନୁହେଁ: ପ୍ରତାପ ଜେନା

ଭୁବନେଶ୍ୱର, ୨୩ା୪(ଓଡ଼ିଶା ଭାସ୍କର): ଭିସି ଯୋଗେ ରାଜ୍ୟ ଅନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଶେଷ ହୋଇଛି । ବୈଠକ ଶେଷ ହେବା ପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏପ୍ରିଲ…

OYO କର୍ମଚାରୀଙ୍କ ୨୫% କଟିବ ଦରମା, Swiggyରେ ୧୦୦୦ ଲୋକଙ୍କ ଚାକିରି ଯିବାର ବିପଦ

କରୋନାର ପ୍ରଭାବ ବଜାର ସମେତ ଚାକିରି ଉପରେ ବି ପଡିବାକୁ ଲାଗିଲାଣି । ହୋଟେଲରୁ ନେଇ ଫୁଡ୍ କମ୍ପାନୀଗୁଡିକ ମଧ୍ୟ କ୍ଷତି ସହିବାରେ ଲାଗିଛି । ଏହାରି ମଧ୍ୟରେ ହୋଟେଲ ଚେନ୍ କମ୍ପାନୀ OYO ତାର ସମସ୍ତ କର୍ମଚାରୀଙ୍କ ଦରମା…