fbpx
Browsing Category

Top Stories

ଏ ଗ୍ରେଡ଼ ଅଫିସର ଅଫିସ୍ ଆସିବେ, ରାଜସ୍ୱ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର, ୧୯ା୪(ଓଡ଼ିଶା ଭାସ୍କର): କରୋନା ସ୍ଥିତି ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏନେଇ ପ୍ରାୟ ସମସ୍ତ କାର୍ଯ୍ୟାଳୟ ପ୍ରାୟ ବନ୍ଦ ଥିଲା । କିନ୍ତୁ ଆଜି ରାଜସ୍ୱ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ…

ଭୋଡା-ଆଇଡିଆ ବନ୍ଦ କଲା ନିଜର ଡବଲ ଡାଟା ପ୍ଲାନ୍

ଲକ-ଡାଉନକୁ ଦୃଷ୍ଟିରେ ରଖି ସମସ୍ତ ଟେଲକମ୍ କମ୍ପାନୀ ନିଜର ବଢାଇବାରେ ଲାଗିଥିବା ବେଳେ ଭୋଡା-ଆଇଡିଆ ୮ଟି ସର୍କଲରୁ ଡବଲ ଡାଟା ଅଫରକୁ ହଟାଇଦେବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ୨୪୯, ୩୯୯ ଓ ୫୯୯ ଟଙ୍କାରେ…

ଛାତ ଉପରେ ଗୁଡି ଉଡାଉଥିବାର ନଜର ଆସିଲା ମାଙ୍କଡ, ଦେଖନ୍ତୁ ଏହି ଅଦ୍ଭୁତ ଦୃଶ୍ୟ

ଲକ୍-ଡାଉନ ସମୟରେ ଲୋକମାନେ ସେମାନଙ୍କ ଘରେ ବନ୍ଦୀ ରହିଥିବା ବେଳେ ବାହାରେ ପଶୁପକ୍ଷୀମାନଙ୍କ ରାଜ ଦେଖିବାକୁ ମିଳିଛି । ସେହିଭଳି ନିକଟରେ ଏକ ଭିଡିଓ ସୋସିଆଳ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ…

୫୦୦ ଟପିଲା ଦେଶରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୧୯ା୪: ସାରା ବିଶ୍ୱରେ କରୋନା ହଇଚଇ ସୃଷ୍ଟି କରିଛି । ଏହାର ପ୍ରଭବା ଦେଶ ଓ ରାଜ୍ୟ ଉପରେ ପଡ଼ିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦କୁ ବୃଦ୍ଧି ପାଇଛି । ବତ୍ତର୍ମାନ ସୁଦ୍ଧା ୫୦୭ ଜଣଙ୍କର ମୃତ୍ୟୁ…

ରାବଣ ବଦ୍ଧ ସହ ସରିଲା ରାମାୟଣ ,ଆଜିଠୁ ଉତ୍ତର ରାମାୟଣ

ଭୁବନେଶ୍ୱର:୧୯ ।୪(ଓଡିଶାଭାସ୍କର):ଲକ ଡାଉନରେ ଘରେ ବୋର ହେଉଥିଲେ ଲୋକେ । ଖାସ ସେଥିପାଇଁ ରାମାନନ୍ଦ ସାଗରଙ୍କ ରାମାୟଣ ଓ ମହାଭାରତର ପ୍ରସାରଣ ଆରମ୍ଭ କରିଥିଲା ଦୁରଦର୍ଶନ । ତା ସହ ଶକ୍ତିମାନ ଭଳି ସୁପରହିରୋର କାହାଣୀ…

ଆମେରିକାରେ କରୋନା ତାଣ୍ଡବ, ୨୪ ଘଣ୍ଟାରେ ୧୮୯୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୯/୪: ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଏହାସହ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।  ବିଶ୍ୱରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୭୫୫ ଥିବା ବେଳେ କୋରୋନା…

ବର୍ଡ଼ରରେ ପିତା, ମଣ୍ଡପରେ ଝିଅ : ଲକ୍-ଡାଉନ୍ ଯୋଗୁଁ କରିପାରିଲେନି କନ୍ୟାଦାନ

ଦେଶରେ ଲାକ୍-ଡାଉନ୍ ଲାଗୁ ହୋଇଥିବା ବେଳେ ଏହାର ଗୁରୁଦାୟିତ୍ୱ ଉଠାଉଛନ୍ତି କିଛି ବର୍ଗ, ଯାହାଙ୍କ ମଧ୍ୟରୁ ସୈନ୍ୟ ଅନ୍ୟତମ । ଡ୍ୟୁଟି ପାଇଁ ସେମାନେ ନିଜ ଘର, ପରିବାରଠାରୁ ଦୂରେଇ ରହୁଥିବା ବେଳେ ନିକଟରେ ଜଣେ ସୈନିକ…

୬ ସନ୍ତାନଙ୍କୁ ବାଇକରେ ନେଇ ଯାଉଥିଲା ବ୍ୟକ୍ତି, ପୋଲିସ ଅଟକାଇବାରୁ କହିଲା- ପତ୍ନୀ ଗର୍ଭବତୀ ଅଛି ସାହେବ!

କରୋନାକୁ ନେଇ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ ଏହାକୁ ଖାମଖିଆଲୀ ଭାବେ ନେଉଛନ୍ତି କିଛି ଲୋକ । ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ମଥୁରାର କୋସୀକଲାରେ ଦେଖିବାକୁ ମିଳିଛି । ଏଠାରେ ଅରଶଦ ନାମକ ଜଣେ ବ୍ୟକ୍ତି…