Browsing Category

Top Stories

ଏକ ସମୟରେ ଗର୍ଭବତୀ ହେଲେ ୯ ଜଣ ନର୍ସ, ଜାଣନ୍ତୁ ପରବର୍ତ୍ତୀ ଖବର

କିଛି ମାସ ପୂର୍ବରୁ ଏକ ସମୟରେ ୯ ଜଣ ନର୍ସ ଗର୍ଭବତୀ ହୋଇଥିଲେ । ସେମାନେ ସମସ୍ତେ ଆମେରିକାର ଏକ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ଏହି ଖବର ସେ ସମୟରେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହି ନର୍ସମାନେ…

ଛୋଟ ଭଉଣୀକୁ କରାଇଲା ନିଶାର ଅଭ୍ୟାସ: ତା’ପରେ ଦେହ ବେପାର, ଆଉ ଏବେ..

ଏମପି,୨୧ ।୧୨: ମଧ୍ୟପ୍ରଦେଶର ଭୋପାଳରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ବଡ ଭଉଣୀ ନିଜର ୧୫ ବର୍ଷର ସାନ ଭଉଣୀକୁ ମଦ ପରି ନିଶାର ଅଭ୍ୟାସ କରାଇବା ପରେ ଦେହ ବେପାର ଭଳି ନର୍କ ଜୀବନକୁ ଠେଲିଦେଇଛି…

ଟିଏମସିରେ ଯୋଗ ଦେଲେ ପତ୍ନୀ, ରାଗରେ ତଲାକ୍ ନୋଟିସ୍ ପଠାଇଲେ ବିଜେପି ସାଂସଦ

କୋଲକାତା,୨୧ ।୧୨: ପଶ୍ଚିମବଙ୍ଗରେ ଶାହା ଓ ମମତାଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । ଆଗକୁ ପଶ୍ଚିମବଙ୍ଗରେ ନିର୍ବାଚନ ଥିବାରୁ ବିଜେପି ଓ ତୃଣମୂଳ କଂଗ୍ରେସ ବା ଟିଏମସି ମଧ୍ୟରେ ଜିତିବାକୁ ନେଇ ଚାଲିଛି ପ୍ରତିଯୋଗିତା ।…

ଭାରତରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ସର୍ବବୃହତ ଚିଡ଼ିଆଖାନା

ଅହମ୍ମଦାବାଦ, ୨୧ା୧୨: ଗୁଜରାଟର ଜାମନଗରରେ ରିଲାଏନ୍ସ ବିଶ୍ୱର ସର୍ବବୃହତ ଚିଡ଼ିଆଖାନା ନିର୍ମାଣ କରିବାକୁ ଯୋଜନା କରୁଛି । ସୂଚନା ଅନୁଯାୟୀ ଏହି ଚିଡ଼ିଆଖାନା ୨୮୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ହେବ । ଏଥିପାଇଁ ଉଭୟ…

ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ

ନୂଆଦିଲ୍ଲୀ, ୨୧ା୧୨: ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଗତକାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ଭୋରାଙ୍କର…

‘ବାବା କା ଢାବା’ର ମାଲିକ ଏବେ କଣ କରୁଛନ୍ତି, ଜାଣନ୍ତି କି ?

ନୂଆଦିଲ୍ଲୀ, ୨୧ା୧୨: ରାତାରାତି ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ‘ବାବା କା ଢାବା’ର ମାଲିକଙ୍କ ଜୀବନଶୈଳୀ ପରିବର୍ତ୍ତନ ହୋଇଯାଇଛି । କିଛି ଦିନ ପୂର୍ବରୁ ଗ୍ରାହକ ନଥିବାରୁ ମୁଣ୍ଡ ପିଟୁଥିବା…

ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍, ୩୧ ପର୍ଯ୍ୟନ୍ତ ସମସ୍ତ ବିମାନ ବାତିଲ କଲା ଭାରତ

ନୂଆଦିଲ୍ଲୀ,୨୧ ।୧୨: ବ୍ରିଟେନରେ କରୋନା ଭାଇରସ୍ର ନୂଆ ଷ୍ଟ୍ରେନକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏହି କାରଣରୁ ଅନେକ ୟୁରୋପୀୟ ଦେଶ ବ୍ରିଟେନରୁ ଯିବାଆସିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ସମୟରେ ଭାରତ ସରକାର…

ପରୀ ମୃତ୍ୟୁ ମାମଲାରେ ଅରୁଣ କହିଲେ, ‘ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି’

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାରେ ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ତାଙ୍କ…

ଓଡ଼ିଶାର ଏପରି ଏକ ସ୍ଥାନରେ ଗାନ୍ଧିଜୀ ଆଜି ବି ପୂଜା ପାଉଛନ୍ତି, ଜାଣନ୍ତୁ କେଉଁଠାରେ

ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଜାତିର ପିତା ମହାତ୍ମା ଗାନ୍ଧି ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରାଯାଇଛି । ସ୍ଥାନୀୟ ଭଟାର ଗାଁର ଗ୍ରାମବାସୀଙ୍କ ସହଯୋଗରେ ଏହି ମନ୍ଦିର ନିର୍ମାଣ ହୋଇଛି । ଗାନ୍ଧିଜିଙ୍କ ଆଦର୍ଶକୁ…

୮୦୦ ବର୍ଷ ପରେ ଆଜି ମହାକାଶରେ ଦେଖାଯିବ ଅଦ୍ଭୁତ ଦୃଶ୍ୟ

ଇଂରାଜୀ କ୍ୟାଲେଣ୍ଡର ଅନୁସାରେ, ୨୧ ଡିସେମ୍ବର ଅର୍ଥାତ୍ ଆଜିଠାରୁ ରାତି ସବୁଠାରୁ ଲମ୍ବା ହେବ । ଦୁନିଆର ସମସ୍ତ ଜ୍ୟୋତିର୍ବିଜ୍ଞାନୀଙ୍କ ନଜର ଆଜି ମହାକାଶରେ ରହିବ । କାହିଁକି ନା, ଆଜି ମହାକାଶରେ ଏକ ଅଦ୍ଭୁଦ ଦୃଶ୍ୟ…