Browsing Category
Top Stories
No Democracy in India : Rahul Gandhi
New Delhi, 24/12: Congress leader Rahul Gandhi targetted the Central government over the detention of his sister Priyanka Gandhi and other senior leaders on their way to meet the…
ପଦଯାତ୍ରାରେ ଅପରାଜିତାଙ୍କ ସାମିଲ ନେଇ ବିଜେପି ଦୁଇଫାଳ
ଭୁବନେଶ୍ୱର, ୨୪ା୧୨ (ଓଡିଶା ଭାସ୍କର): ନୟାଗଡ଼ ଶିଶୁକନ୍ୟା ପରି ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ବିଜେପି ତରଫରୁ ଗତ ୨୦ ତାରିଖରୁ ପଦଯାତ୍ରାର ଆରମ୍ଭ କରାଯାଇଥିଲା । ଆଜିର ପଦଯାତ୍ରାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ…
ପାଠକ ବାପ-ପୁଅଙ୍କ ଜାମିନ ଆବେଦନ ଖାରଜ
ଭୁବନେଶ୍ୱର, ୨୪ା୧୨ (ଓଡିଶା ଭାସ୍କର): ସ୍କାଏକିଙ୍ଗ ଠକେଇ ମାମଲାରେ ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ କୋର୍ଟରେ ହାଜର କରାଯାଇଥିଲା । କମିଶନରେଟ ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା । ତେବେ ଏଡିଜେ-୩…
‘ପରୀ’ ମାମଲାରେ ଡେମୋ ଦେଖାଇଲା ସରୋଜ, ବଡ ଖୁଲାସା କଲେ ଅରୁଣ
ନୟାଗଡ,୨୪ ।୧୨(ଓଡିଶା ଭାସ୍କର): ବହୁ ଚର୍ଚ୍ଚିତ ନୟାଗଡ ‘ପରୀ’ ମୃତ୍ୟୁ ମାମଲାରେ ଅଭିଯୁକ୍ତ ସରୋଜକୁ ଯଦୁପୁର ଆଣି ସିନ୍ ରିକ୍ରିଏସନ୍ କରିଛି ଏସଆଇଟି । ଘଟଣାସ୍ଥଳକୁ ଆଣି ସରୋଜକୁ ଡେମୋ କରାଇଛି ଏସଆଇଟି । ପେଖେରୀକୂଳରେ…
ଦେଶର ସର୍ବବୃହତ ହକି ଷ୍ଟାଡିୟମ ହେବ ରାଉରକେଲାରେ
ରାଉରକେଲା, ୨୪ା୧୨ (ଓଡିଶା ଭାସ୍କର): ରାଉରକେଲାରେ ନିର୍ମାଣ କରାଯିବ ଦେଶର ସର୍ବବୃହତ ହକି ଷ୍ଟାଡିୟମ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ…
କରୋନାର ନୂଆ ଷ୍ଟ୍ରେନ ଦ୍ୱିତୀୟ ୱେଭ ନୁହେଁ : DMET
ଭୁବନେଶ୍ୱର,୨୪ ।୧୨(ଓଡିଶା ଭାସ୍କର): ବ୍ରିଟେନରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱର ହଇଚଇ ସୃଷ୍ଟି ହୋଇଛି । ଏନେଇ ଅନେକ ଦେଶ ବ୍ରିଟେନକୁ ଯିବା-ଆସିବା କରୁଥିବା ବିମାନ ଉପରେ…
ରାଜ୍ୟରେ ଆଜି ୨୬୩ ପଜିଟିଭ୍ ଚିହ୍ନଟ, ୪ ମୃତ
ଭୁବନେଶ୍ୱର,୨୪।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୨୬୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୦ ଜଣ ଓ ସ୍ଥାନୀୟ…
ପରୀ ମାମଲାରେ ଚାର୍ଜସିଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ,୨୪ ।୧୨(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ ପାଇଁ ଆଜି ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଘଟଣାକୁ ଦୀର୍ଘଦିନ ବିତିଯାଇଥିବାରୁ ହାଇକୋର୍ଟ…
ଜେଲରେ ଓକିଲଙ୍କୁ ଭେଟିପାରିବେ ପ୍ରଦୀପ
ଭୁବନେଶ୍ୱର,୨୪ ।୧୨(ଓଡିଶା ଭାସ୍କର): ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲାରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରିଟ୍ ଆବେଦନର ବିଚାର କରି ଅନ୍ତରୀଣ ନିର୍ଦ୍ଦେଶ…
ବ୍ରିଟେନ୍ ଫେରନ୍ତା ୨ କରୋନା ପଜିଟିଭ୍ ଦିଲ୍ଲୀ ଏୟାରପୋର୍ଟରୁ ଗାଏବ୍
ନୂଆଦିଲ୍ଲୀ,୨୪ ।୧୨: ବ୍ରିଟେନରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱର ହଇଚଇ ସୃଷ୍ଟି ହୋଇଛି । ଏନେଇ ଅନେକ ଦେଶ ବ୍ରିଟେନକୁ ଯିବା-ଆସିବା କରୁଥିବା ବିମାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।…