fbpx
Browsing Category

Top Stories

ହାତ ନଥିବା ମାଙ୍କଡକୁ ଖୁଆଇଦେଲେ ପୋଲିସ ବାବୁ

ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ ମଣିଷଙ୍କ ସମେତ ପଶୁପକ୍ଷୀମାନେ ବି ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି । ଏହାରି ମଧ୍ୟରେ ଜଣେ ପୋଲିସ ବାବୁ ହାତ ନଥିବା ଜଣେ ମାଙ୍କଡକୁ କଦଳୀ ଖୁଆଇ ଚର୍ଚ୍ଚାର ବିଷୟବସ୍ତୁ…

୩ ପୁରୁଷଙ୍କ ସହ ଅବୈଧ ସମ୍ପର୍କ: ଆଖିରେ ଦେଖିବା ପରେ ପତ୍ନୀକୁ ଏପରି ଦଣ୍ଡ ଦେଲା ପତି

ରାତିରେ ଚାଲିଯାଉଥିଲା ପତ୍ନୀ । ସକାଳେ ଫେରିବା ପରେ ପତୀକୁ କିଛି ଜଣାଉ ନଥିଲା । ସନ୍ଦେହରେ ପିଛା କରିବା ପରେ ୩ ଯୁବକଙ୍କ ସହ ଧରାପଡିଥିଲା ପତ୍ନୀ । ବାଡିରେ ବାଡେଇବା ସହ ପ୍ରାଇଭେଟ ପାର୍ଟକୁ ପିଟି ପିଟି ଶେଷରେ ନିଜର…

ଏହି ଦିନ ଆନ୍ତର୍ଜାତୀୟ ଓ ଘରୋଇ ରୁଟ୍ ପାଇଁ ଟିକେଟ୍ ବୁକିଂ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୮ ।୪: କରୋନା ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ମଧ୍ୟ ବନ୍ଦ ରିହିଛି । ଏହାରି ମଧ୍ୟରେ ସରକାରୀ କ୍ଷେତ୍ରରେ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଲକ୍-ଡାଉନ୍…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ଓ ସୁସ୍ଥ ହେଲେ ଆଉ ୩ଜଣ

ଭୁବନେଶ୍ୱର, ୧୮ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ୬୧ନମ୍ବର ଆକ୍ରାନ୍ତ ଜଣକ ବାଲେଶ୍ୱରର ଏବଂ ତାଙ୍କ…

ବଢ଼ିବ ଭାରତରେ ଫସି ରହିଥିବା ବିଦେଶୀଙ୍କ ଭିସା ଅବଧି

ନୂଆଦିଲ୍ଲୀ, ୧୮ା୪: ଦେଶରେ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଭାରତରେ ଫସି ରହିଥିବା ବିଦେଶୀଙ୍କ ଭିସା ଅବଧିକୁ…

୪୦ ହଜାର ନୂଆ କର୍ମଚାରୀଙ୍କୁ ଚାକିରି ଦେବ ଏହି କମ୍ପାନୀ

ଲକ୍-ଡାଉନ୍ ପରେ ସମ୍ଭାବିତ ଆର୍ଥିକ ଅବନତିକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀରେ ଚାକିରି ଯିବାକୁ ଆଶଙ୍କା ରହିଛି । ଆର୍ଥିକ କ୍ଷତି ଓ ବ୍ୟବସାୟ ବନ୍ଦ ହେବା ପରେ ଚାକିରି ଚାଲିଯିବା ତ ସାଧାରଣ କଥା ହେବାରେ ଲାଗିଛି ।…

୧୭ ପରେ ହୋଇପାରେ ପରୀକ୍ଷା

ଭୁବନେଶ୍ୱର, ୧୮ା୪(ଓଡ଼ିଶା ଭାସ୍କର): ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ । ଉଚ୍ଚଶିକ୍ଷା ବିଭାଗ ସମୀକ୍ଷା ବୈଠକ ପରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଜୁନ୍ ୧୭ ପରେ ସ୍କୁଲ, କଲେଜ ଖୋଲିବାର ସମ୍ଭାବନା…

କମ୍ପ୍ୟୁଟରରେ ଅଶ୍ଲିଳ ଭିଡ଼ିଓ ଦେଖୁଥିଲେ ୩ ଜଜ୍‌, ପରେ ହେଲା ଏପରି…

କାମ ସମୟରେ ପର୍ସନାଲ କମ୍ପ୍ୟୁଟର କିମ୍ବା ମୋବାଇଲରେ ଅଶ୍ଲିଳ ଭିଡ଼ିଓ ଦେଖାଯିବା ଘଟଣା କେବଳ ଭାରତରେ ଘଟୁନାହିଁ । ବିଦେଶରେ ମଧ୍ୟ ଏପରି କାର୍ଯ୍ୟ ବେଶ୍ ଚାଲିଛି । ତେବେ କେବଳ ସାଧାରଣ ଲୋକ ନୁହେଁ, ଉଚ୍ଚପଦରେ ଥିବା…

କଟକଣା ମଧ୍ୟରେ ହେବ ରଥଯାତ୍ରା!

ପୁରୀ, ୧୮ା୪(ଓଡ଼ିଶା ଭାସ୍କର): ପ୍ରତିବର୍ଷ ପୁରୀରେ ପବିତ୍ର ଓ ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ହୋଇଥାଏ । କିନ୍ତୁ ଚଳିତଥର କରୋନା ନେଇ ରଥଯାତ୍ରା ହେବ କି ନାହିଁ ସମସ୍ତେ ଦ୍ୱନ୍ଦରେ ରହିଥିଲେ । ଏହାରିମଧ୍ୟରେ ରଥଯାତ୍ରାକୁ…