fbpx
Browsing Category

Top Stories

ସାନିଟାଇଜ ହେଲା ବଡ଼ଦାଣ୍ଡ

ପୁରୀ, ୧୧ା୪(ଓଡ଼ିଶା ଭାସ୍କର): କରୋନା ପାଇଁ ପୁରୀ ବଡ଼ଦାଣ୍ଡ ସାନିଟାଇଜ ହୋଇଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ସାନିଟାଇଜ ହୋଇଛି । ବିଶୋଧନ କାର୍ଯ୍ୟରେ ୧୦ରୁ ଅଧିକ ଅଗ୍ନିଶମ କର୍ମଚାରୀ…

ଇଟାଲୀ ରାସ୍ତାରେ ଭାରତ ଗଲେ ଆହୁରି ଅଢ଼େଇମାସ ଲକ୍ ଡାଉନ ଯନ୍ତ୍ରଣା

ନୂଆଦିଲ୍ଲୀ ,୧୧ ।୪:କରେନା ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟରେ ଭାରତ ଓ ଇଟାଲୀ ମଧ୍ୟରେ ବହୁ ସାମଂଜସ୍ୟ ରହିଛି । ଇଟାଲୀରେ ଯେଉଁଭଳି ଭାବେ କରେନା ବ୍ୟାପିଥିଲା ସମାନଢ଼ଙ୍ଗରେ ଭାରତରେ ମଧ୍ୟ କାୟା ବିସ୍ଥାର କରୁଛି । କେବଳ…

ଏଥର ଏକା ଏକା ପାଳିବେ ଓଡିଆ ନବବର୍ଷ

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର):ଦୁଇ ଦିନ ପରେ ଓଡିଆ ନବବର୍ଷ । ପ୍ରତିବର୍ଷ ରାଜ୍ୟରେ ଏହାକୁ ଧୁମ୍ ଧାମରେ ପାଳନ କରାଯାଏ । ସଭିଏଁ ଏକାଠି ହୁଅନ୍ତି ,ମନ୍ଦିରରେ ପୂଜା ପାଠ ହୁଏ ,ପଣା ଭୋଗ କରାଯାଏ ।ରାଜ୍ୟରେ ହନୁମାନ…

କଣ୍ଡୋମ ତିଆରି କରୁଥିବା କମ୍ପାନୀକୁ ଟେଷ୍ଟ କିଟ୍ ପ୍ରସ୍ତୁତ ପାଇଁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୧୧ ।୪: କରୋନା ଭାଇରସକୁ ରୋକିବା ପାଇଁ ସରକାର ସାମାଜିକ ଦୂରତା ସହ ଅଧିକରୁ ଅଧିକ ରକ୍ତ ପରୀକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରତିଦିନ ପରୀକ୍ଷାର ସଂଖ୍ୟା ବଢାଇବା ଚେଷ୍ଟା ଚାଲିଛି । ବର୍ତ୍ତମାନ…

ଅଧିକ ପ୍ରଦୂଷଣ ଅଞ୍ଚଳରେ କରୋନା ସଂକ୍ରମଣର ବିପଦ ଅଧିକ: ରିପୋର୍ଟ

କରୋନା ଭାଇରସ୍ ଏବେ ସାରା ବିଶ୍ୱ ପାଇଁ ସଙ୍କଟ ପାଲଟିଯାଇଛି । କେତେକ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ବାୟୁ ପ୍ରଦୂଷଣ ସହ କରୋନା ସଂକ୍ରମଣ ଜଡିତ । ତେବେ ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରେ ପାଇଛନ୍ତି ଯେ, ବାୟୁ…

କରୋନା ଭୂତାଣୁର ରାସାୟନିକ ଦିଗ : ଡରନ୍ତୁନି; ଭୟକୁ ଜାଣନ୍ତୁ

ଭୂତାଣୁ(ଭାଇରସ୍) ଜୀବନ୍ତ ନୁହଁନ୍ତି, କିନ୍ତୁ ଲିପିଡ(ଚର୍ବି)ର ପ୍ରତିରକ୍ଷା ସ୍ତର ଦ୍ୱାରା ଆଚ୍ଛାଦିତ ଏକ ପ୍ରୋଟିନ୍ ଅଣୁ (DNA / ଆର୍ ଏନ୍ ଏ ), ଯାହା ଯେତେବେଳେ ଅକୁଲାର(ଚକ୍ଷୁ), ନାସାଲ୍(ନାକ) କିମ୍ବା ବକ୍କାଲ୍(ମୁଖ…

କରୋନା ଭାଇରସ୍: ଦେଶରେ ମୃତ୍ୟୁ ସଂଖ୍ୟା ୨୩୯କୁ ବୃଦ୍ଧି

ନୂଆଦିଲ୍ଲୀ,୧୧/ ୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୩୯କୁ ବୃଦ୍ଧି ପାଇଛି । ଏହାସହ…

କଟକଣା ଭିତରେ ଚନ୍ଦନ ଯାତ୍ରା ପ୍ରସ୍ତୁତି ପର୍ବ ଆରମ୍ଭ

ପୁରୀ ,୧୧ ।୪(ଓଡିଶା ଭାସ୍କର): ଆସନ୍ତା ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ପବିତ୍ର ତିଥି ଅବସରରେ ରଥ ନିର୍ମାଣର ଶୁଭାରମ୍ଭ ହୋଇଥାଏ । ଆଉ ଏହି ଶୁଭ ମୁହୂର୍ତ୍ତରେ ଆରମ୍ଭ ହୋଇଥାଏ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା…

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ଲକ୍ ଡାଉନ ବୃଦ୍ଧି ନେଇ ହେବ ଚୁଡାନ୍ତ ନିଷ୍ପତ୍ତି

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର):କଣ ସାରା ଦେଶରେ ବଢ଼ିବ ଲକ୍ ଡାଉନ୍ ଅବଧି ? ୧୪ ପରିବର୍ତ୍ତେ ୩୦ କୁ ଘଂଚିବ ? କଣ ରହିବ ଏହାର ପ୍ରଭାବ ? ଏନେଇ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ଆଲୋଚନା କରିବେ…