Browsing Category

Top Stories

ଦ୍ୱିତୀୟ ଲହର ପରି ତୃତୀୟ ଲହର ଏତେ ମାତ୍ରାରେ ଗମ୍ଭୀର ହେବ ନାହିଁ: ଆଇସିଏମଆର୍

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ସଙ୍କଟ ସମ୍ପୂର୍ଣ୍ଣ ଭାବରେ ଯାଇନଥିବା ବେଳେ ତୃତୀୟ ଲହରର ଭୟ ଦେଖାଦେଲାଣି । ହେଲେ ଦ୍ୱିତୀୟ ଲହର ପରି ତୃତୀୟ ଲହର ଏତେ ମାତ୍ରାରେ ଗମ୍ଭୀର ହେବ ନାହିଁ । ଆଇସିଏମଆର୍ ର ନୂତନ…

୬ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡ଼ି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡ଼ିର ୬ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି ଦଳ । ନିର୍ଦ୍ଦେଶନାମାରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିକ୍ରମ କେଶରୀ ଆରୁଖଙ୍କୁ ୫ଟି…

ପୂର୍ବ ପ୍ରେମିକକୁ ଉପହାର ଦେଇଥିବା ୨୩ ଲକ୍ଷ ଟଙ୍କିଆ ବାଇକକୁ ଜାଳିଦେଲେ ଯୁବତୀ

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ପାଇଁ ଜଣେ କିଛି ବି ତ୍ୟାଗ କରିପାରେ । ମାତ୍ର ଯେତେବେଳେ ପ୍ରେମରେ ଧୋକ୍କାର କଥା ଉଠେ, ସେତେବେଳେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଥାଏ । ବ୍ୟାଙ୍କଙ୍କରେ ଜଣେ ମହିଳା ନିଜର ପୂର୍ବ…

ଏ.ଆର୍.ରହମାନଙ୍କ ‘ମା ତୁଝେ ସଲାମ’ଗୀତ ପାଇଁ ବ୍ଲକ୍ ହୋଇଥିଲା କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଟୁଇଟର୍ ଆକାଉଣ୍ଟ୍

ନୂଆଦିଲ୍ଲୀ : ନୁତନ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଏବଂ ଟୁଇଟର୍ ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟୁଇଟର୍ ଆକାଉଣ୍ଟକୁ ଏକ ଘଣ୍ଟା ପାଇଁ ବ୍ଲକ୍ କରି…

୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା BJD, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କିଏ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି । ନୂଆ ପର୍ଯ୍ୟବେକ୍ଷକ ନାଁ ଘୋଷଣା କଲେ BJD ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି…

ଅନିଲ ଦେଶମୁଖଙ୍କୁ ଇଡିର ସମନ, ବ୍ୟକ୍ତିଗତ ସଚିବ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ପାଇଁ ଅଡ଼ୁଆ ବଢ଼ିଚାଲିଛି । ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ୧୦୦ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)…

ହୁ’ର ଚେତାବନୀ; ଅତ୍ୟନ୍ତ ବିପଜ୍ଜନକ ହେଉଛି ଡେଲଟା ଭାରିଆଣ୍ଟ, ୮୫ ଦେଶରେ ରହିଛି ଏହାର ପ୍ରକୋପ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କରୋନା ଭାଇରସ୍ ସମ୍ପର୍କରେ ବିଭିନ୍ନ ପ୍ରକାରର ମତ ଦିଆଯାଉଥିବା ବେଳେ ଏବେ ଭାରତର ଭାରିଆଣ୍ଟ ଡେଲଟା କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ହୁ' ବୈଜ୍ଞାନିକ ମାନେ…

ଦୁଇ ପରିବାରର ବିବାଦରେ ଅଧା ବଳିପଡିଲା କନିଫର୍‌ ଗଛ

ନୂଆଦିଲ୍ଲୀ: ଦୁଇ ପରିବାରର ବିବାଦରେ ଅଧା ବଳିପଡିଲା ଏକ କନିଫର୍‌ ଗଛ । ଉତ୍ତର ଇଂଲଣ୍ଡ ସିଫଲ୍‌ଡ୍ ଅଞ୍ଚଳରେ ‌ପଡ଼ୋଶୀ ଭାବେ ରହୁଥିବା ଦୁଇଟି ଭାରତୀୟ ବଂଶୋଦ୍ଭବ ପରିବାର ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଆଉ ସେହି…

ବନ୍ଧ୍ୟାତ୍ୱକୁ ଡାକି ଆଣିବ କରୋନା ଭ୍ୟାକ୍ସିନ୍: ପୁଣି ସନ୍ଦେହଘେରରେ ଟିକାକରଣ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ତେବେ ଦେଶରେ ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ଆଖି ଆଗରେ ରଖି ଟିକାକରଣକୁ ବଢ଼ାଇ ଦିଆଯାଇଛି । ଦେଶରେ କୋଟି କୋଟି ଲୋକ ଏବେ…

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ: ଆଜି ୧୧୮୩ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…