fbpx
Browsing Category

Top Stories

ଦର ବୃଦ୍ଧି ଓ ଶ୍ରମିକଙ୍କ ପ୍ରସଙ୍ଗରେ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ଚିନ୍ତା

ଭୁବନେଶ୍ୱର, ୨୬ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରେନା ଭାଇରସ୍ । କରୋନା ମୁକାବିଲା ନେଇ ହୋଇଥିବା ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକ ଶେଷ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ…

ଏସଓପି ଜାରି କଲା ବିଏମସି

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): ଅତ୍ୟାବଶ୍ୟକ ସାମଗ୍ରୀ କିଣିବାବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଏମସି ପକ୍ଷରୁ ଏସଓପି ଜାରି ହୋଇଛି । ସମସ୍ତ ଦୋକାନ, ଷ୍ଟୋର ଓ ବ୍ୟବସାୟୀ…

୨ଟି ବ୍ୟାଙ୍କରେ ରହିବ ଜଗା ଟଙ୍କା

ପୁରୀ,୨୬ ।୩(ଓଡିଶା ଭାସ୍କର): ୨ଟି ବ୍ୟାଙ୍କରେ ଜମା ହେବ ଶ୍ରୀମନ୍ଦିର କର୍ପସ ଓ ଟେମ୍ପଲ ଫଣ୍ଡ । ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଟଙ୍କା ଜମା ହେବ । ଏହି କ୍ରମରେ ବର୍ଷକୁ ୬.୨୬% ସୁଧରେ ୨୮୭…

ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ ରହିବ । ରାଜ୍ୟର ସମସ୍ତ କୋର୍ଟ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ମାମଲା ଭିସି କିମ୍ବା ଇ-ମେଲ…

ମୋବାଇଲ ଭେଣ୍ଡିଂ ସେବା ଆରମ୍ଭ କରିବ ବିଏମସି

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): କରୋନା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଏନେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ମୋବାଇଲ ଭେଣ୍ଡି ସେବା ଆରମ୍ଭ…

ଦେଶରେ ଟୋଲ ଫି ଆଦାୟ ସାମୟିକ ବନ୍ଦ

ନୂଆଦିଲ୍ଲୀ,୨୬ ।୩: ସାରା ଦେଶରେ ଟୋଲ ଫି ଆଦାୟ ସାମୟିକ ଭାବେ ବନ୍ଦ କରାଯାଇଛି । କରୋନା ମୁକାବିଲା କରିବା ପାଇଁ ଦେଶରେ ଲକ୍-ଡାଉନ୍ ଘୋଷଣା କରାଯାଇଥିବା ବେଳେ ଜରୁରୀକାଳୀନ ସେବାକୁ ସରଳ କରିବାକୁ ଟୋଲ ଫି ଆଦାୟକୁ ବନ୍ଦ…