Browsing Category
Top Stories
୧୬ରୁ କରୋନା ଟିକାକରଣ
ନୂଆଦିଲ୍ଲୀ,୯ ।୧: ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ । ୧୬ରୁ ଟୀକାକରଣ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ନିଷ୍ପତ୍ତି ନିଆଯାଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ…
ଫାଇଜର ଟିକା ଲଗାଇବାର ୩ ସପ୍ତାହ ପରେ ନର୍ସକୁ କରୋନା
ଫାଇଜରର କରୋନା ଟିକା ଲଗାଇବାର ମାତ୍ର ୩ ସପ୍ତାହ ପରେ ଜଣେ ନର୍ସ କରୋନା ପଜିଟିଭ୍ ହୋଇଛନ୍ତି । ଏହି ଘଟଣା ବ୍ରିଟେନରେ ଘଟିଯାଇଛି । ଫାଇଜର କମ୍ପାନୀ ଦାବି କରିଛି ଯେ, ତାଙ୍କ ଟିକା କରୋନାରୁ ରକ୍ଷା କରିବାରେ ୯୫…
ବିଗ୍ ବସ: ଜସ୍ମିନ-ଅଭିିନବଙ୍କୁ ନେଇ ଭାବପ୍ରବଣ ହେଲେ ସଲମନ
ନୂଆଦିଲ୍ଲୀ, ୯ା୧: ଚଳିତ ସପ୍ତାହରେ ଅଭିନେତ୍ରୀ ଜସ୍ମିନ ଭସିନ ବିଗ ବସରୁ ବେଘର ହେବାକୁ ଯାଉଛନ୍ତି । ତେବେ ଜସ୍ମିନଙ୍କର ବହିଷ୍କାର ଘୋଷଣା କରିବା ସମୟରେ ସଲମନ ଖାନ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ ।
ବିଗ ବସ…
ଭାରତୀୟ ସୀମାରେ ବୁଲୁଥିଲା ଚୀନ୍ ସୈନିକ, ଧରିପକାଇଲେ ଭାରତୀୟ ଯବାନ୍
ନୂଆଦିଲ୍ଲୀ,୯ ।୧: ଭାରତ ଓ ଚୀନ୍ ମଧ୍ୟରେ ସୀମାକୁ ନେଇ ଉତ୍ତେଜନା ଜାରି ରହିଛି । ଏହାରି ମଧ୍ୟରେ ଭାରତୀୟ ସୀମାରେ ବୁଲୁଥିବା ଏକ ଚୀନ ସୈନିକକୁ ଧରିଛନ୍ତି ଭାରତୀୟ ଯବାନ୍ । ସୀମାରେ ବୁଲୁଥିବା ବେଳେ ଚୀନ୍ ସୈନ୍ୟକୁ…
ଆଠଗଡ଼ରେ ବୋମାମାଡ଼: ପୋଲିସ ଆହତ
ଆଠଗଡ଼, ୯ା୧ (ଓଡିଶା ଭାସ୍କର): ଆଠଗଡ଼ରେ ପୋଲିସ ଉପରକୁ ବୋମାମାଡ଼ ହୋଇଛି । ଏହି ଘଟଣାରେ ଜଣେ କନେଷ୍ଟବଳ ଆହତ ହୋଇଥିବା ଜଣାପଡ଼ିଛି । ଜମି ହିତାଧିକାରୀ ଓ ଓପିଟିସିଏଲ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ହେବା କାରଣରୁ ଏହି…
ଗୋଟିଏ ବାଇକରେ ଯାତ୍ରା କରୁଥିଲେ ୭ ଜଣ: ହାତଯୋଡ଼ି ଅନୁରୋଧ କଲେ ପୋଲିସବାବୁ
ପାଟନା, ୯ା୧: ପ୍ରତିଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ନୂଆ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ । ତେବେ ସେହିପରି ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗୋଟିଏ ବାଇକରେ ୭ ଜଣ ଯାତ୍ରା କରୁଥିବା ଭିଡିଓକୁ…
୧୦୦ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ ପିନ୍ଧିଲେ ଯୁବତୀ, ରେକର୍ଡ କରିବା ପରେ ମିଳିଲା ଏହି ପୁରସ୍କାର
ଯଦି ଆପଣଙ୍କୁ ପଚରାଯାଏ କି ଗୋଟିଏ ଡ୍ରେସକୁ କେତେ ଦିନ ପର୍ଯ୍ୟନ୍ତ ପିନ୍ଧିପାରିବେ, ତେବେ ଆପଣଙ୍କ ଜବାବ ହେବ ୨ କି ୩ ଦିନ । କିନ୍ତୁ ଆପଣଙ୍କ ଜାଣନ୍ତି କି, ବୋଷ୍ଟନର ସାରା ରୋବିନ୍ସ ନାମକ ଜଣେ ଯୁବତୀ ଗୋଟିଏ ଡ୍ରେସକୁ…
ମହାପ୍ରଭୁଙ୍କ ଦର୍ଶନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି
ଭୁବନେଶ୍ୱର, ୯ା୧ (ଓଡିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । କୋଭିଡ କଟକଣାକୁ ପାଳନ କରି କୋଭିଡ ରିପୋର୍ଟ ଦେଖାଇବା ପରେ ସେ…
ମହିଳାମାନେ ଗର୍ଭାବସ୍ଥାରେ ଏହିସବୁ ଖାଦ୍ୟ ଖାଇବା ଅନୁଚିତ, ଜାଣନ୍ତୁ କାହିଁକି
ଗର୍ଭବସ୍ଥାରେ ମହିଳାମାନେ ଖାଦପେୟ ପ୍ରତି ଧ୍ୟାନ ଦେବା ଜରୁରୀ । ଏଥିପ୍ରତି ସାମାନ୍ୟ ଅବହେଳା ଶିଶୁ ପ୍ରତି ପଡ଼ିଥାଏ । ଏହି ସମୟରେ କିଛି ଜିନିଷ ଖାଇବାକୁ ବାରଣ କରାଯାଇଥିବା ବେଳେ ଆଉ କିଛି ସୀମିତ ପରିମାଣରେ ଖାଇବା…
ରାଜ୍ୟରେ ଆଜି ୨୦୬ ପଜିଟିଭ୍ ଚିହ୍ନଟ, ୧ ମୃତ
ଭୁବନେଶ୍ୱର,୯।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୨୦୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…