fbpx
Browsing Category

Top Stories

ସଡ଼କ ଦୁର୍ଘଟଣା, ୧୦ମୃତ

ରାଜସ୍ଥାନ, ୧୪ା୩: ରାଜସ୍ଥାନ ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଯୋଧପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସେଠାରେ ଟ୍ରଲର ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛି । ଯାହା…

ହାଇଦ୍ରାବାଦରେ ଠିକ୍ ହେଲା କରୋନା ପୀଡିତ, ମେଡିକାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୧୩ ।୩: ସାରା ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇଥିବା ବେଳେ ଆଉ ଏକ ରୋଗୀ ସୁସ୍ଥ ହେବା ଘଟଣା ସାମନାକୁ ଆସିଛି । ହାଇଦ୍ରାବାଦର ଗାନ୍ଧୀ ମେଡିକାଲରେ ଜଣେ କରୋନା ସଂକ୍ରମିତ ରୋଗୀ ଠିକ୍ ହେବା ସହ ମେଡାକାଲ…

ଭାରତରେ ୨ୟ କରୋନା ରୋଗୀର ମୃତ୍ୟୁ

ନୂଆଦିଲ୍ଲୀ,୧୩ ।୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହାରି ମଧ୍ୟରେ ଆଜି ରାଜଧାନୀ ଦିଲ୍ଲୀ ସ୍ଥିତ ଜନକପୁରୀ ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଥିବା ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ…

ବଡ ସଫଳତା: ଜୟପୁରରେ ଡାକ୍ତରମାନେ କରୋନା ସଂକ୍ରମିତ ଦମ୍ପତିଙ୍କୁ ଏହି ଔଷଧରେ କଲେ ସଫଳ ଚିକିତ୍ସା

ନୂଆଦିଲ୍ଲୀ,୧୩ ।୩: ବିଶ୍ୱ ସ୍ୱାସ୍ଥ ସଙ୍ଗଠନ (WHO) କରୋନା ଭାଇରସକୁ ମହାମାରୀ ବୋଲି ଘୋଷଣା କରିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୧କୁ ବୃଦ୍ଧି ପାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ, ୟୁପି, ବିହାର,…

କେଉଁ ଦେଶରେ କେତେ କରୋନା ସଂକ୍ରମିତ ? ଜାଣନ୍ତୁ

ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ସମଗ୍ର ବିଶ୍ୱରେ ୧୩୨,୫୬୭ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ୧୨୩…

କରୋନା ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ବାତିଲ

ନୂଆଦିଲ୍ଲୀ,୧୩ ।୩: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଅବଶିଷ୍ଟ ୨ଟି ମ୍ୟାଚକୁ ବାତିଲ କରାଯାଇଛି । କରୋନା ଭାଇରସର ବୃଦ୍ଧି ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି…

ସୁପ୍ରିମକୋର୍ଟଙ୍କ କରୋନା ସର୍କୁଲାର

ନୂଆଦିଲ୍ଲୀ,୧୩ ।୩: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍ । ଚାରିଆଡ଼େ ଲୋକମାନେ ଏହାକୁ ନେଇ ଭୟଭିତ ଅବସ୍ଥାରେ ରହିଛନ୍ତି । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି…

ୟେସ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଅର୍ଥମନ୍ତ୍ରୀ କହିଛନ୍ତି-ଏହି ଦିନ ହଟିଯିବ ସମସ୍ତ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩ ।୩: କେନ୍ଦ୍ର କ୍ୟାବିନେଟ୍ ବୈଠକ ଶେଷ ହେବା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । କ୍ୟାବିନେଟ୍ ୟେସ୍ ବ୍ୟାଙ୍କର ପୁନଃନିର୍ମାଣ ଯୋଜନାକୁ ମଞ୍ଜୁରୀ…

କରୋନା ଭାଇରସ୍, ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି

ନୂଆଦିଲ୍ଲୀ, ୧୩ା୩: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍ । ଚାରିଆଡ଼େ ଲୋକମାନେ ଏହାକୁ ନେଇ ଭୟଭିତ ଅବସ୍ଥାରେ ରହିଛନ୍ତି । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି…

କରୋନା ଭାଇରସ୍, ହାତ ଧୋଇ ସଚେତନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): କରୋନା ନେଇ ସମସ୍ତ ବିଧାୟକଙ୍କୁ ସଚେତନ କରାଯାଇଛି । ବିଧାନସଭା ସମ୍ମିଳନୀ କକ୍ଷରେ ବିଧାୟକଙ୍କୁ କରୋନାକୁ ନେଇ ସଚେତନ କରାଯାଇଛି । ନିଜ ନିର୍ବାଚନମଣ୍ଡଳିରେ ଲୋକଙ୍କୁ ସଚେତନ…