CHARIDHAM
Browsing Category

Top Stories

‘ଲୋକମାନେ ବିବାହ କାହିଁକି କରନ୍ତି?’ ନୋବେଲ୍ ବିଜୟିନୀ ମଲାଲାଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ

ଇସଲାମାବାଦ: ବିଶ୍ୱର ସର୍ବକନିଷ୍ଠ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁସୁଫୁଜାଇ ବିବାହକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ମଲାଲା କହିଛନ୍ତି ଯେ- ‘ଲୋକମାନେ ବିବାହ କାହିଁକି କରନ୍ତି, ମୋତେ…

ନର୍ସଙ୍କ ପାଇଁ ମଲାୟାଲାମ୍ ବ୍ୟାନ୍ କରିବା ପରେ ବଢ଼ିଲା ବିବାଦ, ଜାଣନ୍ତୁ କଣ କଲେ ଦିଲ୍ଲୀ ସରକାର…

ନୂଆଦିଲ୍ଲୀ: ଏଣିକି କେବଳ ହିନ୍ଦୀ କିମ୍ବା ଇଂରାଜୀରେ କଥାବାର୍ତ୍ତା କର । ମଲୟାଲାମ କହିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଗୋବିନ୍ଦ ବଲ୍ଲଭ ପନ୍ତ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍…

ଆମାଜନରେ ମିଳୁଛି କନ୍ନଡ ପତାକାଚିହ୍ନ ଥିବା ମହିଳାଙ୍କ ଅନ୍ତଃବସ୍ତ୍ର, ପୁଣି ଆକ୍ସନ ମୋଡକୁ ଆସିଲେ କର୍ଣ୍ଣାଟକ ସରକାର

ନୂଆଦିଲ୍ଲୀ: ବଢ଼ିଲା ଆମାଜନ୍ ପାଇଁ ଅଡୁଆ । କନ୍ନଡ ପତାକା ପ୍ରିଣ୍ଟ ଥିବା ମହିଳାଙ୍କ ଅନ୍ତଃବସ୍ତ୍ର ବିକ୍ରି କରି ବିବାଦକୁ ଡାକିଛି ଆମାଜନ୍ । ଏନେଇ ଏବେ କର୍ଣ୍ଣାଟକ ସରକାର ଆକ୍ସନ୍ ମୋଡକୁ ଆସିଛନ୍ତି । କର୍ଣ୍ଣାଟକ…

ଭାରୀ ପଡ଼ିଲା ସୋସିଆଲ୍ ସାଇଟରେ ବନ୍ଧୁତା, ନାବାଳିକାଙ୍କୁ ସାରା ରାତି ଝୁଣିଦେଲେ…

ମୁମ୍ବାଇ: ମହାମାରୀ ସଂକଟରେ ସବୁଠି ଲୋକେ ବଞ୍ଚିବା ପାଇଁ ଲଢ଼ୁଛନ୍ତି । କିନ୍ତୁ ଏହାରି ମଧ୍ୟରେ ଦେଶର କୋଉଠି ନା କୋଉଠି ବଡ଼ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି । ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରୁ ଲୋକେ ଲିପ୍ତ…

ଦେଶରେ କରୋନା ସଂକ୍ରମଣ ନିମ୍ନମୁଖୀ: ଆଜି ୨୬୭୭ ଜଣଙ୍କ ମୃତ୍ୟୁ, ୧.୧୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୬୭୭ ଜଣଙ୍କ…

କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର, (ଓଡିଶା ଭାସ୍କର): ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ପିଜିଟିଭ୍ ରିପୋର୍ଟ ଆସିବା ପରେ ସେ ରାଜଧାନୀ ଭୁବନେଶ୍ୱରର ସମ୍…

ହସ୍ପିଟାଲରେ ଭର୍ତ୍ତିହେଲେ ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ: ହିନ୍ଦୀ ଫିଲ୍ମ ଜଗତର ଭେଟରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଦିଲ୍ଲୀପଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।…

ହୀନମନ୍ୟତାର ସୀମା ଟପିଲା: ଟାଇଟ୍ ପ୍ୟାଣ୍ଟ ପିନ୍ଧିଥିବାରୁ ମହିଳା ସାଂସଦଙ୍କୁ ପାର୍ଲାମେଣ୍ଟରୁ ତଡ଼ି ଦିଆଗଲା

ଡୋଡୋମା: ଆଜି ଆମେ ୨୦୨୧ରେ ଉପନୀତ ହୋଇସାରିଛେ । ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଚଳଣି ଆଦି କ୍ଷେତ୍ରରେ ଆମେ ବହୁ ଆଗରେ ପହଞ୍ଚିଛେ । ତଥାପି ଏବେ ମଧ୍ୟ ଅନେକ ସ୍ଥାନରେ ମହିଳାଙ୍କ ବେଶ ପୋଷାକକୁ…

ଓଡ଼ିଶାରେ ହଟିବ ଲକଡାଉନ୍? ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇ ପାରନ୍ତି ସରକାର

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କମିବାରେ ଲାଗିଛି । ଅପରପକ୍ଷେ ସରକାର ଟିକାକରଣକୁ ଜୋରଦାର କରିବାରେ ଲାଗିଛନ୍ତି । ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ୍ ଜାରି ରହିଛି । ତେବେ…

ଆଜି ଓଡ଼ିଶାରୁ ୪୨ ଜଣ କରୋନାରେ ପ୍ରାଣ ହରାଇଲେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…