fbpx
Browsing Category

Top Stories

‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇ ଯୁବତୀ ଗିରଫ, ୧୪ ଦିନ ଜେଲ

ବେଙ୍ଗାଲୁରୁ,୨୧ ।୨: ଅସାରୁଦ୍ଦିନଙ୍କ ପାର୍ଟି ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମର ମଞ୍ଚରେ ପାକିସ୍ତାନକୁ ସମର୍ଥନ କରୁଥିବା ଜଣେ ଯୁବତୀଙ୍କୁ ଗିରଫ କରାଯାଇଛି । ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ଅମୂଲ୍ୟ…

ଜାଗର ପାଇଁ ଶିବମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି

ଭୁବନେଶ୍ୱର,୨୧ ।୨(ଓଡିଶା ଭାସ୍କର): ଆଜି ହେଉଛି ପବିତ୍ର ମହାଶିବରାତ୍ରୀ ବା ଜାଗରଯାତ୍ରା । ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ…

କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ

ରାଉରକେଲା, ୨୦ା୨(ଓଡ଼ିଶା ଭାସ୍କର): ରାଉରକେଲା ସ୍ଥିତ ପାନପୋଷ ମ୍ୟୁନିସିପାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ସେ କାର୍ଯ୍ୟରେ ଅବହେଳା କରିଥିବା ଯୋଗୁଁ ନିଲମ୍ବିତ ହୋଇଛନ୍ତି ।…

ପୁଣିଥରେ ୧୧କେଭି ତାର ନେଲା ଜୀବନ

କଟକ, ୨୦ା୨(ଓଡ଼ିଶା ଭାସ୍କର): ପୁଣିଥରେ ୧୧କେଭି ତାର ସଂସ୍ପର୍ଶରେ ଆସି ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ୧୧କେଭି ବିଦ୍ୟୁତ ତାର ଲାଗି କଟକ ଜଳ ସମ୍ପଦ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ମୃତ୍ୟୁ ଘୋଷଣା…

ବାଙ୍କୀ ଡ଼ବଲ ମର୍ଡ଼ର ମାମଲା, ୪ଗିରଫ

କଟକ, ୨୦ା୨(ଓଡ଼ିଶା ଭାସ୍କର): କଟକ ବାଙ୍କୀ ଖଜୁରୀପଦାରେ ଡବଲ ମର୍ଡ଼ର ହୋଇଥିଲା । ଏହି ମାମଲାରେ ଆଜି ୪ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ କୋର୍ଟ ଚାଲାଣ ହୋଇଥିବା ବେଳେ ୨ଜଣଙ୍କୁ ଜେରା କରାଯାଉଛି ।ଏହି…