CHARIDHAM
Browsing Category

Top Stories

ରାଜ୍ୟରେ ସଂକ୍ରମଣ ଥମିବାର ନାଁ ଧରୁନି: ଆଜି ଚିହ୍ନଟ ହେଲେ ୭୭୨୯ ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ…

ରାଜ୍ୟରେ କାମ କରୁନି ଲକଡାଉନ୍: ଆଜି କରୋନାରେ ୩୯ ଜଣଙ୍କ ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ ୬ ଜଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୧୬ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୧୬ ହଜାର ୩୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୨୮ ଲକ୍ଷ ୮୬…

କରୋନାର ଦ୍ୱିତୀୟ ଲହର ପରି ତୃତୀୟ ମଧ୍ୟ ଭୟଙ୍କର ହେବ: ତୃତୀୟ ଲହରରେ କେବଳ ଶିଶୁ ନୁହନ୍ତି, ସମସ୍ତେ ସଂକ୍ରମିତ ହେବେ

ଭୁବନେଶ୍ୱର, (ଓଡିଶା ଭାସ୍କର): ଦେଶର ମହାମାରୀ କରୋନାକୁ ନେଇ ଦୈନିକ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ତେବେ କିଛି ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଆଉ କିଛି ରାଜ୍ୟରେ ଏବେ ବି ବଢ଼ିବାରେ…

ଶାଢ଼ି ପିନ୍ଧି ଚଲାଉଛନ୍ତି ଭାରୀଯାନ; ସବଳା ଓ ସ୍ୱୟଂସମ୍ପୂର୍ଣ୍ଣା ମୋନାଲିସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୁଷ କୈନ୍ଦ୍ରୀକ ସମାଜରେ ନାରୀ ବି କୌଣସି କ୍ଷେତ୍ରରେ କମ୍ ନୁହନ୍ତି । ସମସ୍ତ ପ୍ରକାର ସାମାଜିକ ପ୍ରତିବନ୍ଧକକୁ ଏଡ଼ାଇ ନାରୀଟିଏ ମଧ୍ୟ ଛୁଇଁପାରେ ଏଭରେଷ୍ଟର ଶିଖର । ଆଉ ଆକାଶରେ ଉଡ଼ାଇ…

କରୋନା ଟିକା ନେଲେ ମିଳୁଛି ବିରିୟାନୀ ଓ ଗିଫ୍ଟ, ଜାଣନ୍ତୁ ଏମିତି ଏକ ଗାଁ ବିଷୟରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ପାଇଁ ସବୁଠି ଚିନ୍ତା । ଦେଶର ପ୍ରାୟ ସମସ୍ତ ରାଜ୍ୟରେ ୧୮ବର୍ଷରୁ ଅଧିକ ବର୍ଗର ବୟସ୍କଙ୍କୁ ପର୍ଯ୍ୟାୟ କ୍ରମେ ଟିକାକରଣ କରାଯାଉଛି । ସେହିପରି ପିଲାଙ୍କ ପାଇଁ ଟିକା ଚିନ୍ତା…

ପୁଣି ଜେଲରୁ ମିଳିଲା ମୋବାଇଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଭିନ୍ନ ଜେଲ୍ ରୁ ଲଗାତର ଭାବେ ଅଧିକ ସଂଖ୍ୟାରେ ମୋବାଇଲ୍ ଫୋନ୍ ମିଳିବାରୁ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରୁଛି । ନିକଟରେ ଝାରପଡା ଜେଲ୍ ରୁ ଅନେକ ଗୁଡିଏ ମୋବାଇଲ୍ ଫୋନ୍…

ରାଗିଗଲେ ଶାଶୂ, ବୋହୂ କୁଣ୍ଢାଇ ଧରିଲେ… ତା’ ପରେ ବୋହୂ ‘ପଜିଟିଭ୍’

ହାଇଦ୍ରାବାଦ୍: ତେଲେଙ୍ଗାନାକୁ ଆଜି ଶାଶୁ-ବୋହୁଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମନା ଆସିଛି । ତେଲେଙ୍ଗାନାର ସୋମରିପଟା ଗାଁରେ ରହୁଥିବା ଜଣେ ମହିଳା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେଣୁ ସେ ଅତି…

ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ, ସାହାଯ୍ୟ ପ୍ରତିଶ୍ରୁତି ଦେଲେ ସୋନୁ ସୁଦ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସଙ୍ଗୀତ ଦୁନିଆର ସ୍ୱନାମଧନ୍ୟ ଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଜୀବନ ସହ ସଂଘଷ କରିଆସୁଛନ୍ତି । ତାଙ୍କୁ ଭଲ…

ନଦୀରୁ ମିଳିଲା ଭାସମାନ ଇଟା, ଭଗବାନ ଭାବି ଦର୍ଶନ କରିବାକୁ ଲାଗିଲା ଲୋକଙ୍କ ଭିଡ

ଆଗ୍ରା: ମାନ୍ୟତା ରହିଛି ଯେ, ତ୍ରେତୟା ଯୁଗରେ ଭଗବାନ ରାମ ସମୁଦ୍ର ପାର ହେବାକୁ ପଥର ଜରିଆରେ ଏକ ବ୍ରିଜ୍ ତିଆରି କରିଥିଲେ । ନଳ-ନୀଳ ରାମଙ୍କ ନାମ ପଥର ଗୁଡିକ ଉପରେ ଲେଖି ସମୁଦ୍ରରେ ପଥର ସବୁକୁ ପାଣିରେ ଭସାଇ ଦେଇଥିଲେ…