
Browsing Category
Top Stories
ବ୍ୟବହାର କରୁନଥିବା ଜିନିଷକୁ ଘରେ ରଖୁଛନ୍ତି କି, ସୃଷ୍ଟି ହୋଇପାରେ ଏହି ଅସୁବିଧା..
ଓଡ଼ିଶା ଭାସ୍କର ବ୍ୟୁରୋ: ଆମ ଦୈନାନ୍ଦିନ ଜୀବନରେ ସବୁ ବେଳେ ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସି ଏବଂ ଘରେ ସମୃଦ୍ଧି ଆଣିବାକୁ ଚେଷ୍ଟା କରିଥାଉ । ହେଲେ କିଛି ବାସ୍ତୁ ଦୋଷ କାରଣରୁ ଘରେ ଲଗାତର ଭାବରେ ସମସ୍ୟା ଲାଗିରହିଥାଏ…
ବାତ୍ୟା ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ମାଗିଲେ ରିପୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅତି ଭୀଷଣ ବାତ୍ୟା ରୂପ ନେଇ ୟଶ୍ ଓଡ଼ିଶାରେ ମାଡ଼ ହେବାପରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପରେ ବାତ୍ୟା ଉତ୍ତର ଓଡ଼ିଶା ନିକଟବର୍ତ୍ତୀ ଦେଇ ପଶ୍ଚିମବଙ୍ଗ ଏବଂ ପରେ ଝାଡ଼ଖଣ୍ଡରେ ଏହାର…
ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ବାତ୍ୟା ୟଶ୍ ରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତାହାର ସମୀକ୍ଷା ପାଇଁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ସ୍ଥିତିି ସମୀକ୍ଷା…
ଦେଶର ପ୍ରଥମ ‘ହଲ୍ ଥ୍ରଷ୍ଟର୍’ ପ୍ରସ୍ତୁତ, ସାଟେଲାଇଟକୁ ଯୋଗାଇବ ଶକ୍ତି
ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଧରଣର ଉଦ୍ଭାବନ କରିଛି ଭାରତ । ସାରା ବିଶ୍ୱକୁ ଚମକାଇ ଦେବା ଭଳି ନୂଆ ଇଞ୍ଜିନ୍ ପ୍ରସ୍ତୁତ କରାଯାଇପାରିଛି । ଯାହାକି ବିଜ୍ଞାନ କ୍ଷେତ୍ରରେ ଭାରତକୁ ଆଉ ଗୋଟିଏ ପାଦ…
ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା: ଏସଆରସି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ବାତ୍ୟା ୟଶ୍ ଓଡିଶାରେ ଅନେକ କ୍ଷୟକ୍ଷତି ଘଟାଇବା ସହିତ ବିଭିନ୍ନ ଗାଁରେ ପାଣି ପଶିଯାଇଛି । ଖାସ୍ କରି ବାଲେଶ୍ୱର ଏବଂ ଭଦ୍ରକରେ ବିଭିନ୍ନ ତଳିଆ ଅଞ୍ଚଳର ଲୋକ ମାନଙ୍କ ଘରେ ପାଣି…
ଆସନ୍ତା ୩ ଦିନ ମଧ୍ୟରେ ଦେଶକୁ ଆସିବ ୧୧ ଲକ୍ଷ ଡୋଜ୍ ଟିକା
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ବର୍ତ୍ତମାନ ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ୧.୮୪ କୋଟି ଟିକା ମହଜୁଦ୍ ଥିବା ବେଳେ ଆହୁରି ୧୧…
‘ସୋସିଆଲ୍ ମିଡିଆର ଅପବ୍ୟହାରରୁ ସୁରକ୍ଷା ଦେବ ନୂଆ ଆଇଟି ନିୟମ’
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଯେ ନୂଆ ନିୟମ ଅନୁସାରେ ସୋସିଆଲ୍ ମିଡିଆ କମ୍ପାନିମାନେ ଏକ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା କରିବାକୁ ହେବ । ଏଥିପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ…
କରୋନାର ଉତ୍ପତ୍ତି ସ୍ଥଳକୁ ନେଇ ୯୦ ଦିନ ଭିତରେ ପ୍ରମାଣଭିତ୍ତିକ ରିପୋର୍ଟ ଦେବାକୁ ବାଇଡେନଙ୍କ ନିର୍ଦ୍ଦେଶ
ୱାଶିଂଟନ୍: କରୋନା ମହାମାରୀର ଉତ୍ପତ୍ତି ଚୀନରୁ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଆମେରିକା ଶକ୍ତ ଅଭିଯାନ ଆରମ୍ଭ କରିଦେଇଛି । ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ନିଜର ଗୁପ୍ତଚର ସଂସ୍ଥା ମାନଙ୍କୁ କରୋନା ଭାଇରସ୍…
କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ କମ୍ପାନୀମାନଙ୍କ ମଧ୍ୟରେ ଥମୁନି ବିବାଦ, ଜାଣନ୍ତୁ କଣ ଏହି ବିବାଦୀୟ ନୂତନ ଆଇଟି ନିୟମ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ସୋସିଆଲ ମିଡିଆ କମ୍ପାନୀ ମାନଙ୍କ ଭିତରେ ନୂତନ ଆଇଟି ନିୟମକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହା ଭିତରେ ସରକାରଙ୍କ ନୁତନ ଆଇଟି ନିୟମ ବିରୋଧରେ ଫେସବୁକ୍ ମାଲିକାନାରେ ଥିବା…
ଝାଡ଼ଖଣ୍ଡ ଦେଇ ଉତ୍ତର-ପଶ୍ଚିମା ମୁହାଁ ହୋଇଚାଲିଛି ବାତ୍ୟା ୟଶ୍
ଭୁବନେଶ୍ୱର: ଝାଡ଼ଖଣ୍ଡରେ ପ୍ରବେଶ କରିବା ପରେ ବାତ୍ୟା ୟଶ୍ ସମ୍ପ୍ରତି ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇଛି । ସୂଚନା ଅନୁସାରେ ଗୁରୁବାର ପୂର୍ବାହ୍ଣ ୧୧ଟା ୩୦ ବେଳକୁ ତମାର ନିକଟ ରାଞ୍ଚି-ଖୁଣ୍ଟି ଜିଲ୍ଲାର ସୀମାବର୍ତ୍ତୀ…