Browsing Category

Top Stories

ଖୁସି ଖବର : ଓଡ଼ିଶାରେ ଆଜି ୧୦, ୬୦୧ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦ ହଜାର ୬୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

୭ ରାଜ୍ୟରେ ୧୦ ହଜାର ନୂଆ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାରେ ଶଢୁଛି ସାରା ଦେଶ । ଏଥିପାଇଁ ସମସ୍ତ ସତର୍କତା ଓ ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଛି । କିନ୍ତୁ ଦେଶରେ କମୁନି ସଂକ୍ରମଣ ହାର । ଏପରିକି କେତେକ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଡ଼ ଚିନ୍ତାଜନକ…

ଭୁବନେଶ୍ୱରରୁ ୧,୦୭୬ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ଆଜି ୧,୦୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୮…

ଦେଶରେ ପ୍ରାୟ ୯ ହଜାର ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ, କେନ୍ଦ୍ରମନ୍ତ୍ରୀ ଦେଲେ ତାଲିକା

ନୂଆଦିଲ୍ଲୀ: ମହାମାରୀ କରୋନାର କାୟା ବିସ୍ତାର ଓ ପ୍ରକୋପ କମିନାହିଁ । ଏହି ଭୂତାଣୁର ଦ୍ୱିତୀୟ ତରଙ୍ଗରେ ଦେଶ କଲବଲ ହୋଇପଡ଼ିଛି । ଏଭଳି ସ୍ଥିତିରେ ଆଉ ଏକ ମହାମାରୀ ବ୍ୟାପିବାରେ ଲାଗିଛି । ବ୍ଲାକ୍ ଫଙ୍ଗସ୍ ପାଇଁ ସମଗ୍ର…

କରୋନା ଜୁଗାଡ୍: କାରରେ ହୋଟେଲ୍ ଡାଇନିଂର ମଜା, ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ୱର : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ତେଣୁ ଗତବର୍ଷ ପରି ଏବର୍ଷ ମଧ୍ୟ ଲୋକମାନେ ନିଜ ନିଜ ଘରେ ବନ୍ଦ ହୋଇଯାଇଛନ୍ତି ।…

ଏଣିକି ୱେବସାଇଟରୁ ପାଇପାରିବେ କରୋନା ରିପୋର୍ଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଜାରି ରହିଛି କରୋନାର ଦ୍ୱିତୀୟ ଲହର । ସେପଟେ ରାଜ୍ୟ ସରକାର ଏହାକୁ ପ୍ରତିହତ କରିବା ପାଇଁ ଜାରି କରିଛନ୍ତି ଲକଡାଉନ । ଏହାସହ ରାଜ୍ୟ ସରକାର କୋଭିଡ ଟେଷ୍ଟିଂକୁ ମଧ୍ୟ ବ୍ୟାପକ…

କଣ ଚନ୍ଦ୍ରଗ୍ରହଣ ପାଇଁ ଆସୁଛି ଘୂର୍ଣ୍ଣିବଳୟ? ଜାଣନ୍ତୁ ଏନେଇ କଣ କୁହନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ : ମେ ୨୬ ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବାକୁ ଯାଉଥିବା ବେଳେ ଏହା ବୃଷ ରାଶି ଏବଂ ଅନୁରାଧା ନକ୍ଷତ୍ରରେ ଲାଗିବାକୁ ଯାଉଛି । ତେବେ ଏହି ଚନ୍ଦ୍ରଗ୍ରହଣ ପୃଥିବୀର ବିଭିନ୍ନ ଦେଶରେ ଦୃଶ୍ୟମାନ ହେବ ।…

ଏୟାର ଇଣ୍ଡିଆ ବିମାନ ଯାତ୍ରୀଙ୍କ ଡାଟା ଲିକ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ପାସେଞ୍ଜର ସର୍ଭିସ ସିଷ୍ଟମ ଉପରେ ବଡ଼ ଧରଣର ସାଇବର ଆଟାକ ହୋଇଛି । ଏୟାର ଇଣ୍ଡିଆ ଅନୁଯାୟୀ କଂପାନୀର ଡାଟା ପ୍ରୋସେସର କଂପାନୀ ସୀତା ପାସଞ୍ଜେର ସର୍ଭିସ ସିଷ୍ଟମରୁ କିଛି ନିର୍ଦ୍ଧିଷ୍ଟ…

ନୁଶରତ ଭରୁଚା ବିକିବେ କଣ୍ଡୋମ୍!

ମୁମ୍ବାଇ : "ପ୍ୟାର୍ କା ପଞ୍ଚନାମା" ଫେମ୍ ବଲିଉଡ୍ ଅଭିନେତ୍ରୀ ନୁଶରତ ଭରୁଚା ପୁଣିଥରେ ଏକ ନୂଆ ଅନ୍ଦାଜ୍ ରେ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଅଭିନେତ୍ରୀ ପ୍ରଥମ ଥର ପାଇଁ ଗୋଟିଏ କମେଡି ଫିଲ୍ମରେ ହଟନେସ୍ ର ତଡକା…