Browsing Category

Top Stories

ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଉପକୂଳକୁ ହାଇ ଆଲର୍ଟ ଜାରି

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ସମସ୍ତ ବିଭାଗକୁ ବାତ୍ୟା ପାଇଁ…

ଖୁସି ଖବର : ଓଡ଼ିଶାରେ ଆଜି ୧୦, ୮୮୧ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦ ହଜାର ୮୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

କେରଳ ଓ କର୍ଣ୍ଣାଟକରେ ପୁଣି ବଢିଲା ଲକଡାଉନ୍ ଅବଧି, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି କେରଳ ଓ କର୍ଣ୍ଣାଟକରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । କେରଳରେ ଲକଡାଉନକୁ ମେ’ ୩୦ ପର୍ଯ୍ୟନ୍ତ ବଢାଯାଇଛି । ତିରୁଅନନ୍ତପୁରମ, ଏର୍ନାକୁଲମ ଓ ତିଶୁରରେ ଟ୍ରିପଲ…

ପୁରୀରେ କୋଭିଡ ହସ୍ପିଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ବଢିଚାଲିଥିବା ବେଳେ ହସ୍ପିଟାଲରେ ବେଡ ଉପରେ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ପରିସରରେ…

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି: ଟିକା ଟେଣ୍ଡରକୁ ମିଳିଲା ମଞ୍ଜୁରି

ଭୁବନେଶ୍ୱର(ଓଡିଶା ଭାସ୍କର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଟିକା ଟେଣ୍ଡର ସମ୍ପର୍କରେ ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି ନିଆଯାଇଛି । ଟିକା କିଣା ପାଇଁ…

ଭୁବନେଶ୍ୱରରୁ ଆଜି ୧,୧୮୬ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀରେ ପୁଣି ଥରେ ଦୈନିକ ସଂକ୍ରମଣ ମାମଲା ୧୧ ଶହ ପାର୍ କରିଛି । ଆଜି ୧,୧୮୬ କରୋନା…

ସାବଧାନ୍‌! ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡିଶା ଭାସ୍କର): ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଫଳରେ ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହି ୧୧ଟି ଜିଲ୍ଲାକୁ ୟେଲୋ…

ମହୁମାଛିଙ୍କ ଗହଣରେ ଆଞ୍ଜେଲିନା ଜୋଲି

ଆମେରିକା : ହଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ନିଜର ସୁନ୍ଦରତା ତଥା ବୋଲ୍ଡ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ନିକଟରେ ସେ ଏକ ଫଟୋସୁଟ୍ କରାଇଛନ୍ତି । ଯାହାକୁ ଦେଖଇଲେ ଆପଣ ମାନେ ବି ଘାବରେଇ…

ଚୀନ୍ ର ଚିତ୍କାର: ଆମ ଇଚ୍ଛାନୁସାରେ ହିଁ ଚୟନ କରାଯିବ ଦଲାଇ ଲାମାଙ୍କ ଉତ୍ତରାଧିକାରୀ

ନୂଆଦିଲ୍ଲୀ: ଚୀନ ପୁଣି ନିଜର ଦାବି ଦୋହରାଇଛି । ଶୁକ୍ରବାର ଚୀନ୍ ସରକାର କହିଛନ୍ତି ଯେ ୧୪ଶ ଦଳାଇ ଲାମାଙ୍କ ଉତ୍ତରାଧିକାରୀ ସେମାନେ ହିଁ ଚୟନ କରିବେ । ଖାଲି ସେତିକି ନୁହେଁ, ଏଥିସହ ଚୀନ ଚେତାବନୀ ଦେଇଛି ଯେ ଯଦି…

କରୋନା କାଳ ମଧ୍ୟରେ ଆସୁଛି ନୌତପା, ତତଲା କଡ଼େଇରେ ଭାଜିହେବେ ଲୋକେ !

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନ କରୋନା ମାହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏହା ମଧ୍ୟରେ ମେ ୨୫ ତାରିଖରୁ ନୌତପା ଆରମ୍ଭ ହେବାକୁ ଯାଉଛି । ଏହା ଜୁନ୍ ୩ ତାରିଖ ଯାଏ ଜାରି ରହିବ । ଏହି ୯ଦିନ ଅବଧି ମଧ୍ୟରେ…