Browsing Category

Top Stories

IRCTC, IRFCକୁ ‘ନବରତ୍ନ’ ମାନ୍ୟତା ଦେଲେ କେନ୍ଦ୍ର ସରକାର, କଂପାନୀ ସଂଖ୍ୟା ୨୬କୁ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ରେଳବାଇର ଦୁଇଟି ବଡ଼ କମ୍ପାନୀ, IRCTC ଏବଂ IRFCକୁ 'ନବରତ୍ନ' ମାନ୍ୟତା ଦେଇଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ଏହି କମ୍ପାନୀଗୁଡ଼ିକ ସରକାରୀ ଅନୁମୋଦନ ବିନା 1000 କୋଟି ଟଙ୍କା…

ଚଳିତବର୍ଷ ଆଗୁଆ ହେବ ଖରାଛୁଟି, ଖୁବଶୀଘ୍ର ଆସିବ ଗାଇଡଲାଇନ୍

ଭୁବନେଶ୍ୱର: ଏଥରକ ଖରାଛୁଟି ଆଗୁଆ ହୋଇପାରେ । କାରଣ ଉତ୍ତାପ ଯେଉଁଭଳି ବଢ଼ିଚାଲିଛି, ସେ ଅନୁସାରେ ପିଲାଙ୍କ ପାଇଁ ସ୍କୁଲ, କଲେଜ ଯିବା କଷ୍ଟକର ହୋଇପଡ଼ିବ । ଅନ୍ୟପକ୍ଷେ ମାର୍ଚ୍ଚରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ…

ଅଯୋଧ୍ୟାର ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ପଣ୍ଡ, ଫରିଦାବାଦରୁ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ: ପଣ୍ଡ ହୋଇଛି ଯୋଜନା । କେନ୍ଦ୍ରୀୟ ଏଜେନ୍ସିକୁ ମିଳିଛି ବଡ଼ ସଫଳତା । ଆଜି ହରିୟାଣାର ଫରିଦାବାଦରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରାଯାଇଛି । ଅଯୋଧ୍ୟାର ରାମ ମନ୍ଦିର ଉପରେ ଆକ୍ରମଣ ଷଡଯନ୍ତ୍ର…

OAS reshuffle: ମୁଖ୍ୟମନ୍ତ୍ରୀଙ୍କ OSD ହେଲେ କୌଶିକ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ OSD ହେଲେ କୌଶିକ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ OSD ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ପୂର୍ବରୁ କେନ୍ଦୁଝର ବାଂଶପାଳ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ କୌଶିକ ।…

ଉପରମୁହାଁ ତାତି, ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁର ତାପମାତ୍ରା ୩୭ ଡିଗ୍ରୀ

ଭୁବନେଶ୍ବର: ଦିନକୁ ଦିନ ବଢ଼ି ଚାଲିଛି ତାପମାତ୍ରା । ଆଜି ଦିନ 2ଟା 30 ସୁଦ୍ଧା 37 ଡିଗ୍ରୀ ଛୁଇଁଛି ତାପମାତ୍ରା । ତତଲା କଡେଇରେ ଭାଜି ହୋଇଛି ସମ୍ବଲପୁର । ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁର ତାପମାତ୍ରା ୩୭…

ଯାତ୍ରା ପାର୍ଟି ସିଂହବାହିନୀ ଓ ପିୟୂଷ ତ୍ରିପାଠୀଙ୍କ ମଧ୍ୟରେ ବଡ଼ ବିବାଦ, ସୋସିଆଲ ମିଡିଆରେ Video ଶେୟାର କରି ଏମିତି କହିଲେ ପିୟୂଷ

ଓଡ଼ିଶା ଭାସ୍କର: ଯାତ୍ରା ଜଗତର ବେଶ୍ ଚର୍ଚ୍ଚିତ ନାୟକ ପିୟୂଷଙ୍କୁ ନେଇ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି । ନାଟକରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପିୟୂଷ ଏବେ ସତ ସତିକା ପାଲଟିଛନ୍ତି ଭିଲେନ୍ । କାର୍ ନେଲେ: କାରଣ…

‘ଶୋ କରିବାକୁ ଅନୁମତି, କିନ୍ତୁ ମନେରହେ ଯେମିତି…’ ଜାଣନ୍ତୁ ରଣବୀର ଆହ୍ଲାବାଦିଆଙ୍କ ଉପରେ କେଉଁ ସବୁ ସର୍ତ୍ତ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଶୋ ସହ ଜଡ଼ିତ ବ୍ଲଗର କମେଡି ମାମଲାରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଓ ଆଶିଷଙ୍କ ଆବେଦନ ଉପରେ ସୋମବାର ଅର୍ଥାତ୍ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ରଣବୀରଙ୍କୁ ଗୁଆହାଟୀ…

ପରୀକ୍ଷାରେ ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଷ୍ଟୁଡେଣ୍ଟ ଏଗନେଷ୍ଟ କରପ୍ସନର ଆବାହକ, ‘ଚାକିରି ବିକ୍ରିର ହେଉ ସିବିଆଇ…

ଭୁବନେଶ୍ବର: ପରୀକ୍ଷାରେ ଅନିୟମିତତା ଦର୍ଶାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନର ଆବାହକ ବିଭୂତି ଭୂଷଣ ମହାପାତ୍ର । ଚାକିରି ବିକ୍ରିର ସିବିଆଇ ତଦନ୍ତ ହେଉ ବୋଲି କହିଛନ୍ତି ।…

ଚାଷୀଙ୍କୁ ବଡ଼ ଉପହାର: ଧାନ ଓ ଗହମ ଉପରେ ମିଳିବ ଅତିରିକ୍ତ ଫାଇଦା

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି, ଯାହାଦ୍ୱାରା ସେମାନଙ୍କର ଅର୍ଥନୈତିକ ସମସ୍ୟା ଦୂର ହୋଇପାରିବ । ଏହାରି ମଧ୍ୟରେ ମଧ୍ୟପ୍ରଦେଶ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି…

ଓଲା ପୁଣି କର୍ମଚାରୀଙ୍କୁ କରିବ ଛଟେଇ ! ଏହି ଡିପାର୍ଟମେଣ୍ଟ ଉପରେ ଝୁଲୁଛି ଖଣ୍ଡା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦେଶର ବଡ଼ ଇଭି କମ୍ପାନୀ ଓଲା ଇଲେକ୍ଟ୍ରିକ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ବ୍ଲୋମବର୍ଗ ନ୍ୟୁଜ୍ ଅନୁଯାୟୀ, ଓଲା ଇଲେକ୍ଟ୍ରିକ୍ ୧୦୦୦ ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛନ୍ତି ।…