Browsing Category
Top Stories
ଦେଶରେ କେଉଁ ବ୍ୟାଙ୍କ ଦେଉଛି ସବୁଠାରୁ ଶସ୍ତା ହୋମ ଲୋନ୍ ? ଜାଣନ୍ତୁ
ଆଜିକାଲି ବଜାରରେ ଦରଦାମ ବଢିବା ଯୋଗୁଁ ଘରଟିଏ ତିଆରି କରିବା କଷ୍ଟକର ହୋଇପଡିଛି । ଘରଗୁଡିକର ଚାହିଦା ବୃଦ୍ଧି ହେତୁ ହୋମ ଲୋନ୍ ର ଚାହିଦା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଉଛି । ଯଦି ଆପଣ ମଧ୍ୟ ଘର କିଣିବା ପାଇଁ ହୋମ୍ ଲୋନ୍…
ପ୍ରେମିକାକୁ ହତ୍ୟା..ସୁଟକେସରେ ଶବ ପୁରାଇ ଫିଙ୍ଗିଲା ପ୍ରେମିକ, ପରେ ଗଙ୍ଗାକୁ ଯାଇ ମୁଣ୍ଡ ଧୋଇଦେଲା
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ଏକ ସୁଟକେସରୁ ମିଳିଥିବା ଝିଅର ମୃତଦେହ ମାମଲାରେ ସତ୍ୟ ସାମ୍ନାକୁ ଆସିଛି । ପୋଲିସର କହିବା ଅନୁଯାୟୀ, ପ୍ରେମିକାଟିକୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ଜଣାପଡ଼ିଛି ।…
୫ଜଣଙ୍କୁ ‘ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି’ରୁ ତୁରନ୍ତ ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିବ କେତେ…
ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ନବମ ପାଳି। ଆଜି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର…
ରାୟଗଡ଼ାରେ ବାଇକ୍ ଧକ୍କା: ୨ ମୃତ, ୩ ଆହତ
ରାୟଗଡ଼ା: ରାୟଗଡ଼ାର ମୁନିଗଡ଼ା ଗ୍ୟାସ ଗୋଦାମ ପାଖରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ୨ଟି ବାଇକ୍ ମୁହାଁମୁହିଁ ହେବାରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ…
ଲଗାତାର 4 ଦିନ ହେବ କମି ଚାଲିଛି ସୁନା ଦର, ଆଜି ଏତେ ଟଙ୍କା ଶସ୍ତା ହୋଇଯାଇଛି
ନୂଆଦିଲ୍ଲୀ: ଗତ 6 ମାସ ଧରି ଷ୍ଟକ୍ ମାର୍କେଟ ହ୍ରାସ ପାଉଛି, ଯାହା ଫଳରେ ନିବେଶକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଉଛି । ଯେତେବେଳେ ଷ୍ଟକ୍ ବଜାରରେ ବଡ଼ ହ୍ରାସ ହୁଏ, ନିବେଶକମାନେ ସୁନା ଆଡ଼କୁ ମୁହାଁଇଥାନ୍ତି । ତେବେ…
ଏହିସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ high blood pressure ରୋଗୀ, ଜାଣନ୍ତୁ କ’ଣ ଖାଇବା ଉଚିତ ?
ଅସନ୍ତୁଳିତ ଖାଦ୍ୟ ଓ ପାନୀୟ, ମୋଟା ଶରୀର, ମଧୁମେହ ଓ ମୁତ୍ରାଶୟ ଖରାପ ହେବା କାରଣରୁ ଅନେକ ସମୟରେ ଉଚ୍ଚ ରକ୍ତଚାପ ହୋଇଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି…
ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ, ହେବ ସ୍ବତନ୍ତ୍ର ‘ଆପ୍’ ବ୍ୟବସ୍ଥା
ଭୁବନେଶ୍ବର: ଆସନ୍ତା ରଥଯାତ୍ରା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କଲାଣି ପ୍ରଶାସନ । ତେବେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । ଆଜି ପ୍ରସ୍ତୁତି ବୈଠକ ବସିଥିବା ବେଳେ…
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ: ପୂରଣ ହେବ ୩୫୦ ପଦବୀ, ଦରମା ୧ ଲକ୍ଷରୁ ଅଧିକ
ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ ବ୍ୟାଙ୍କ୍ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଏହି…
IRCTC, IRFCକୁ ‘ନବରତ୍ନ’ ମାନ୍ୟତା ଦେଲେ କେନ୍ଦ୍ର ସରକାର, କଂପାନୀ ସଂଖ୍ୟା ୨୬କୁ ବୃଦ୍ଧି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ରେଳବାଇର ଦୁଇଟି ବଡ଼ କମ୍ପାନୀ, IRCTC ଏବଂ IRFCକୁ 'ନବରତ୍ନ' ମାନ୍ୟତା ଦେଇଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ଏହି କମ୍ପାନୀଗୁଡ଼ିକ ସରକାରୀ ଅନୁମୋଦନ ବିନା 1000 କୋଟି ଟଙ୍କା…
ଚଳିତବର୍ଷ ଆଗୁଆ ହେବ ଖରାଛୁଟି, ଖୁବଶୀଘ୍ର ଆସିବ ଗାଇଡଲାଇନ୍
ଭୁବନେଶ୍ୱର: ଏଥରକ ଖରାଛୁଟି ଆଗୁଆ ହୋଇପାରେ । କାରଣ ଉତ୍ତାପ ଯେଉଁଭଳି ବଢ଼ିଚାଲିଛି, ସେ ଅନୁସାରେ ପିଲାଙ୍କ ପାଇଁ ସ୍କୁଲ, କଲେଜ ଯିବା କଷ୍ଟକର ହୋଇପଡ଼ିବ ।
ଅନ୍ୟପକ୍ଷେ ମାର୍ଚ୍ଚରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ…