Browsing Category
Top Stories
ଶିଶୁ ବାଟିକାର ହେବ ଶୁଭାରମ୍ଭ, ଏପ୍ରିଲରେ ଖଡ଼ି ଛୁଇଁବେ ପିଲା
ଭୁବନେଶ୍ବର: ବିଦ୍ୟାଳୟରେ ପାଳନ ହେବ ପ୍ରବେଶ ଉତ୍ସବ । 2025-26 ଶିକ୍ଷାବର୍ଷ ପାଇଁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ ମାସରେ ପାଲା ଖଡ଼ି ଛୁଇଁବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…
(Video) କ୍ରିକେଟ ଜଗତରେ ଶୋକର ଲହରୀ, ଭାରତୀୟ ଖେଳାଳି ପଦ୍ମାକର ଶିଭାଲକରଙ୍କର ପରଲୋକ
ମୁମ୍ବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସେମିଫାଇନାଲ ମୁକାବିଲା ପୂର୍ବରୁ ଟିମ ଇଣ୍ଡିଆକୁ ବହୁତ ବଡ଼ ଝଟକା ଲାଗିଛି। ସାରା କ୍ରିକେଟ ଜଗତରେ ବର୍ତ୍ତମାନ ଶୋକର ଲହରୀ ଖେଳିଯାଇଛି।
ଭାରତୀୟ ବରିଷ୍ଠ ଖେଳାଳିଙ୍କର…
IND vs AUS: ଆଜି ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ, ଅତିରିକ୍ତ ଚାପ ନାହିଁ କହିଲେ ରୋହିତ
ନୂଆଦିଲ୍ଲୀ: ଆଜି ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଚଳିତ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ରୋହିତ ଶର୍ମାଙ୍କ ଦଳ ସହିତ ଭେଟିବ ଷ୍ଟିଭେନ ସ୍ମିଥଙ୍କ କଙ୍ଗାରୁ ଦଳ । ଯେତେବେଳେ ବି ଅଷ୍ଟ୍ରେଲିଆ ଟିମ୍…
ଦୁର୍ଦ୍ଦାନ୍ତ ଅପରାଧୀ ମହେଶକୁ ସମ୍ବଲପୁରରେ ଏନକାଉଣ୍ଟର
ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳରେ ହୋଇଛି ଏନକାଉଣ୍ଟର । ଏୟାରଷ୍ଟ୍ରିପ୍ ରାସ୍ତାରେ ଏହି ଏନକାଉଣ୍ଟାର କରିଛି ପୋଲିସ । ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି…
ଜଗତସିଂହପୁରରେ ବିଭତ୍ସ ହତ୍ୟା, ବାପାମା’ ସହ ଭଉଣୀକୁ ହତ୍ୟା କଲା ଭାଇ
ଭୁବନେଶ୍ବର: ଜଗତସିଂପୁରରେ ବିଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହରୁ ଛାରଖାର ହେଲା ପୁରା ପରିବାର । ବାପାମା’ ସହ ଭଉଣୀକୁ ହତ୍ୟା କଲା ଭାଇ ।
ପାରିବାରିକ କାରଣରୁ ପଥରରେ ଛେଚିଛେଚି ହତ୍ୟା କଲା ଦୁର୍ବୃତ୍ତ । ସଦର…
ପଛୁଆ ଚାଲିବା ମସ୍ତିଷ୍କ ଓ ହାର୍ଟ ପାଇଁ ଭଲ: ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
ପଛୁଆ ଚାଲିବା ମସ୍ତିଷ୍କ ଓ ହାର୍ଟ ପାଇଁ ଭଲ । ବିଶେଷଜ୍ଞମାନେ ଏହାକୁ ଅତି ହିତକର ବ୍ୟାୟାମ ବୋଲି କୁହନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ୧୦୦ ପାଦ ପଛୁଆ ଚାଲିବା ୧୦୦୦ ପାଦ ଆଗକୁ ଚାଲିବା ସହ ସମାନ ବୋଲି ପ୍ରମାଣିତ…
ରାତିରେ ଖାଇବା ପରେ ଚାଲୁଛନ୍ତି କି? ଜାଣନ୍ତୁ ଶରୀର ଉପରେ କଣ ପଡିବ ପ୍ରଭାବ
ନୂଆଦିଲ୍ଲୀ: ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଦୈନନ୍ଦିନ ଜୀବନରେ ଚାଲିବା ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ବିଶେଷକରି ରାତିରେ ରାତ୍ରୀ ଭୋଜନ ପରେ ଚାଲିବାକୁ ଯାଆନ୍ତୁ । ଯେଉଁମାନେ ଖାଇବା ପରେ…
ସ୍କିନ ଆଲର୍ଜି, କଳା ଦାଗ ଚିହ୍ନ, ଆଖି ତଳ କଳାଦାଗ ଦୂର କରିଦେବ ହେଙ୍ଗୁ
ହେଙ୍ଗୁରେ ବହୁ ଔଷଧୀୟ ଗୁଣ ରହିଛି । ହେଙ୍ଗୁ ବଦହଜମୀ, ଗ୍ୟାସ୍, ଇନଫ୍ଲୁଏଞ୍ଜା, ଆସ୍ଥାମା, ଅଲସର, କୋଷ୍ଠକାଠିନ୍ୟ ଭଳି ନାନା ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ହେଙ୍ଗୁ ଆମ ରୋଷେଇଘରେ ଖାଇବାରେ ବ୍ୟବହାର କରୁ । ଏହି…
ବିଏମସି ନିଷ୍ପତ୍ତି: ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ କାମ ବନ୍ଦ
ଭୁବନେଶ୍ୱର: ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି, ଯାହାକୁ ନେଇ ଜନଜୀବନ ହନ୍ତସନ୍ତ ହେବାରେ ଲାଗିଲେଣି । ଏହାରି ମଧ୍ୟରେ ଗ୍ରୀଷ୍ମପ୍ରବାହକୁ ନେଇ ବିଏମସି ପ୍ରସ୍ତୁତି ବୈଠକ କରିଛି । ବିଏମସିର ନିଷ୍ପତ୍ତି…
ଆମେରିକାରେ ନିଜର ପରମ୍ପରା ଭୁଲିଲେନି ଭାରତୀୟ ପରିବାର, ସୋସିଆଲ ମିଡିଆରେ ମନ ଜିଣୁଛି Video
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବିଦେଶରେ ରହୁଥିବା ଏବଂ ଭାରତୀୟ ସଂସ୍କୃତିକୁ ଅନୁସରଣ କରୁଥିବା ଏକ ପରିବାର ଆଜିକାଲି ଲୋକଙ୍କ ହୃଦୟକୁ ଛୁଇଁଛି। ଆମେରିକାରେ ରହୁଥିବା ଏକ ଭାରତୀୟ…