Browsing Category
Top Stories
ଶାରୀରିକ ପରୀକ୍ଷାରେ ମୃତ୍ୟୁ: ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ସୁନ୍ଦରଗଡ଼: ଓଏସଏସସି ଶାରୀରିକ ପରୀକ୍ଷାରେ ଅଘଟଣ ଘଟିଥିଲା। ଦୌଡ଼ିବା ସମୟରେ ୨ ପରୀକ୍ଷାର୍ଥୀ ପ୍ରାଣ ହରାଇଥିଲେ। ସୂଚନାନୁଯାୟୀ, ଆଜି ପରୀକ୍ଷାର୍ଥୀଙ୍କ ପାଇଁ ଚାଲିଥିଲା ଶାରୀରିକ ପରୀକ୍ଷା। ଜଣେ ମୃତକ କେନ୍ଦୁଝରର ଥିବା…
କୋଳରେ ଉଠାଇ କ୍ଷୀର ପିଆଇଲେ.. ସିଂହ ଛୁଆଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରେମର Video ଭାଇରାଲ
ନୂଆଦିଲ୍ଲୀ: ତିନିଦିନିଆ ଗୁଜୁରାଟ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନନ୍ତ ଅମ୍ବାନୀଙ୍କର ପ୍ରାଣୀ ଉଦ୍ଧାର, ସଂରକ୍ଷଣ ଏବଂ ପୁନର୍ବାସ କେନ୍ଦ୍ର, ଭାନ୍ତରା ପରିଦର୍ଶନ ଏବଂ ଉଦଘାଟନ କରିଛନ୍ତି ।…
‘ଶ୍ରମିକଙ୍କୁ ଖରା ସମୟରେ କାମ କରାଇଲେ ମିଳିବ ଦଣ୍ଡ’, ବିଏମସିର ବଡ଼ ନିଷ୍ପତ୍ତି
ଭୁବନେଶ୍ୱର: ମାର୍ଚ୍ଚ ମାସରୁ ଅସହ୍ୟ ତାତି। ସୋମବାରରେ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏହି ସହରର ତାପମାତ୍ରା ୩୭ ଡିଗ୍ରୀ ଥିଲା। ଖରାପର ପ୍ରଭାବ ବିଶେଷ କରି ପଶ୍ଚିମ ଓଡ଼ିଶାବାସୀ ଏହି ତାତି ପାଇଁ ଏବେଠୁ…
ସତର୍କ କରାଇଲା ପାଣିପାଗ ବିଭାଗ, ମାର୍ଚ୍ଚରୁ ହିଁ ରେକର୍ଡ ଭାଙ୍ଗିବ ଲୁ
ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭରୁ ଗରମର ପ୍ରଭାବ ଦେଖିବାକୁ ମିଳୁଛି । ସାଧାରଣତଃ ଏହି ଦିନଗୁଡ଼ିକରେ ହାଲୁକା ଶୀତ ଥାଏ, କିନ୍ତୁ ଋତୁ ପରିବର୍ତ୍ତନ ଯୋଗୁଁ ଶୀତ ଉଭାନ ହୋଇଯାଇଛି ।
ସର୍ବନିମ୍ନ ଏବଂ ସର୍ବାଧିକ…
OSSC ଶାରୀରିକ ପରୀକ୍ଷାରେ ଅଘଟଣ, ଚାଲିଗଲା ପରୀକ୍ଷାର୍ଥୀଙ୍କ ପ୍ରାଣ
ସୁନ୍ଦରଗଡ଼: ଓଏସଏସସି ଶାରୀରିକ ପରୀକ୍ଷାରେ ଅଘଟଣ ଖବର ସାମ୍ନାକୁ ଆସିଛି। ଦୌଡ଼ିବା ସମୟରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ରହିଛି। ସୂଚନାନୁଯାୟୀ, ଆଜି ପରୀକ୍ଷାର୍ଥୀଙ୍କ ପାଇଁ ଚାଲିଥିଲା ଶାରୀରିକ ପରୀକ୍ଷା।…
ସନ୍ତୋଷ ଦେଶମୁଖ ହତ୍ୟା ମାମଲା: ମନ୍ତ୍ରୀପଦରୁ ଦେଲେ ଇସ୍ତଫା ଧନଞ୍ଜୟ ମୁଣ୍ଡେ
ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ଆଜି ମଙ୍ଗଳବାର ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ମୁତାବକ, ମହାରାଷ୍ଟ୍ରରେ ଏନସିପି ନେତା ଏବଂ କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ନିଜ ପଦବୀରୁ…
ରେସ୍ତୋରାଁରେ ଖାଇବା ବିଲ୍ ଦେବା ସମୟରେ ଯୁବକଙ୍କୁ ଆସିଲା ହାର୍ଟ ଆଟାକ୍, ମୁହୂର୍ତ୍ତକରେ ଚାଲିଗଲା ପ୍ରାଣ
ନୂଆଦିଲ୍ଲୀ: ଦେଶରେ ହୃଦଘାତର ବଢ଼ୁଥିବା ମାମଲା ଯୋଗୁଁ ଲୋକମାନେ ଭୟଭୀତ ହୋଇ ରହୁଛନ୍ତି । ସୁସ୍ଥ ଜୀବନଶୈଳୀ ସତ୍ତ୍ୱେ, ରାଜସ୍ଥାନ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏପରି ମୃତ୍ୟୁର ଗ୍ରାଫ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି…
ହାଟରେ ଅଗ୍ନିକାଣ୍ଡ, ଜଳିଗଲା ବିସ୍କୁଟ ଏବଂ ପ୍ଲାଷ୍ଟିକ ଗୋଦାମ
ଭଦ୍ରକ: ବଜାରରେ ଅଗ୍ନିକାଣ୍ଡ। ଭଦ୍ରକ ପୁରୁଣା ବଜାର ଥାନା ନିକଟ ହାଟରେ ଘଟିଛି ଅଗ୍ନିକାଣ୍ଡ। ହାଟରେ ଥିବା ୪ଟି ଦୋକାନ ଜଳିଯାଇଥିବା ସୂଚନା ମିଳିଛି। ଏଥିରେ ଲକ୍ଷାଧିକ ମୂଲ୍ୟର ଜିନିଷ ଜଳି ପୋଡି ପାଉଁଶ ହୋଇଯାଇଛି।…
ବୁଧବାର ଶ୍ରୀମନ୍ଦିରରେ ହେବ ଶ୍ରୀଜୀଉଙ୍କ ବନକଲାଗି ନୀତି, ସାଧାରଣ ଦର୍ଶନ ୫ ଘଣ୍ଟା ପାଇଁ ବନ୍ଦ
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ବୁଧବାର ଶ୍ରୀମନ୍ଦିରରେ ହେବ ଶ୍ରୀଜୀଉଙ୍କ ଗୁପ୍ତ ନୀତି। ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ।…
ଫଟୋ ଉଠାଇ ବିବାଦରେ ପିସିସି ସଭାପତି, ଲିଙ୍ଗରାଜ ମନ୍ଦିର ଭିତରେ ଉଠାଇଥିବା ଫଟୋ ଏବେ ଭାଇରାଲ
ଭୁୁବନେଶ୍ୱର: ଫଟୋ ଉଠାଇ ବିବାଦ ଭିତରକୁ ଠେଲି ହୋଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇଥିବା ଜଣାପଡିଛି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜର…