Browsing Category

Top Stories

IND vs AUS, Champions Trophy 2025: ସେମିଫାଇନାଲରେ ଧମାଲ କଲା ଜିଓ ହଟ୍‌ଷ୍ଟାର, ଲାଇଭ୍ ଷ୍ଟ୍ରମିଙ୍ଗରେ ଦର୍ଶକଙ୍କ ସଂଖ୍ୟା ଟପିଲା ୬୬.୯…

ନୂଆଦିଲ୍ଲୀ: ଭାରତୀୟ ଟିମ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇବାରେ ସଫଳ ହୋଇଛି। ପ୍ରଥମେ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆକୁ ଅଧିକ ରନ କରିବାକୁ ଦେଇନଥିଲେ।…

ଗୁଣି ସନ୍ଦେହରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜଣଙ୍କୁ ପଥରରେ ଛେଚିଛେଚି ହତ୍ୟା

ଭୁବନେଶ୍ବର: ପୁଣିଥରେ ଗୋଷ୍ଠୀ ସଂଘର୍ଷ ଖବର ସାମ୍ନାକୁ ଆସୁଛି । ବଲାଙ୍ଗୀର ତୁଷୁରା ଥାନା ଆଠଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଦୁଇ ପରିବାର ମଧ୍ୟରେ ସଂଘର୍ଷ ଏବଂ ପିଟାପିଟି ହୋଇଥିବା ଜଣାପଡିଛି । ଏହି…

ଆଜିଠୁ ସବୁ ପଞ୍ଚାୟତରେ ସୁଭଦ୍ରା ରାଲି, ମହିଳା ଦିବସ ଯାଏଁ ଚାଲିବ

ଭୁବନେଶ୍ବର: ଆଜିଠୁ ରାଜ୍ୟର ସବୁ ପଞ୍ଚାୟତରେ ସୁଭଦ୍ରା ରାଲି ଆରମ୍ଭ ହେବ । ଏହା ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ 8 ତାରିଖ ଅର୍ଥାତ୍ ଅନ୍ତର୍ଜାତୀୟ ମହିଳା ଦିବସରେ ଶେଷ ହେବ । ମହିଳା ସଶକ୍ତିକରଣ ଏବଂ ସାମାଜିକ କଲ୍ୟାଣ…

ପାଣିପାଗ ବିଭାଗର ଆକଳନ: ଦୁଇ ଦିନ ବଢ଼ିବ ତାତି, ବୋହିବ ଗରମ ପବନ

ଭୁବନେଶ୍ବର: ଚଳିତ ବର୍ଷ ଫେବୃଆରୀ ମାସ ଅଧାରୁ ହିଁ ନିଦ ହଜାଇଲାଣି ଗରମ । ଏହାରି ଭିତରେ ପାଣିପାଗ ବିଭାଗର ଆକଳନ ଲୋକଙ୍କୁ ଆହୁରି ଚିନ୍ତାରେ ପକାଇ ଦେଇଛି । ଆଜି ଏବଂ ଗୁରୁବାର ଦିନ ତାପମାତ୍ରା 1ରୁ 2 ଡିଗ୍ରୀ ବୃଦ୍ଧି…

ଓଡ଼ିଶାକୁ ମାଡ଼ିଆସୁଛି ବଡ଼ ବିପଦ, ଭୂକମ୍ପ ପରେ ହେବ ଭୟଙ୍କର ସୁନାମୀ

ଓଡ଼ିଶା ଭାସ୍କର: ରାଜ୍ୟକୁ ମାଡ଼ି ଆସୁଛି ବଡ଼ ବିପଦ । ପ୍ରଥମେ ହେବ ବଡ଼ ଭୂକମ୍ପ ଆଉ ତା’ ପରେ ମାଡ଼ିଆସିବ ବଡ଼ ସୁନାମୀ । ଏମିତି କିଛି ହେବା ନେଇ ଆକଳନ କରିଛନ୍ତି ଭୂତତ୍ତ୍ୱବିଦ୍ । ଚିନ୍ତାରେ ବୈଜ୍ଞାନିକ: ପୁରୀଠାରୁ ୨୮୬…

8th pay commission ଲାଗୁ ପରେ କେତେ ପରିମାଣରେ ବଢ଼ିବ କର୍ମଚାରୀଙ୍କ ଦରମା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୮ମ ବେତନ କମିଶନ ଗଠନ ନେଇ ବଡ଼ ଘୋଷଣା କରିଛନ୍ତି । ଏହାଦ୍ୱାରା ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନଶନ୍ ଭୋଗୀ ଉପକୃତ ହେବେ । ଏହି ଆୟୋଗ ଦ୍ୱାରା ଦରମା ବଢ଼ିବାର…

ବିଧାନସଭାରେ ବିଧାୟକଙ୍କ ପାନ ଛେପ ସଫା କଲେ ବାଚସ୍ପତି, MLAମାନଙ୍କୁ କଲେ ତାଗିଦ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭାରେ ବଡ଼ ଅବ୍ୟବସ୍ଥା ସାମ୍ନାକୁ ଆସିଛି । ବିଧାନସଭା ଗୃହ ଭିତରେ କିଛି ବିଧାୟକ ପାନ ଛେପ ପକାଇବା ନେଇ ବାଚସ୍ପତି ସତିଶ ମହନା ମଙ୍ଗଳବାର ବିଧାୟକଙ୍କୁ ତାଗିଦ୍ କରିଛନ୍ତି । ନିଜେ…

ଆସନ୍ତା ୭ରେ ପୁରୀରେ ହେବ ନିଯୁକ୍ତିମେଳା, ଏହି ଯୋଗ୍ୟତା ଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ରହିବାକୁ ପରାମର୍ଶ

ପୁରୀ: ରାଜ୍ୟ ଦକ୍ଷତାବିକାଶ ପ୍ରାଧିକରଣ ଏବଂ ପୁରୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ନିଯୁକ୍ତି ମେଳା ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବ । ତାଳବଣିଆ ଆଇ.ଟି.ଆଇ ଖେଳପଡିଆଠାରେ ପୂର୍ବାହ୍ଣ ୯ଟାରେ ଏହି…

IND vs AUS: ସେମି ଫାଇନାଲରେ କାହିଁକି Black Arm Band ପିନ୍ଧିଲା ଟିମ୍ ଇଣ୍ଡିଆ, ଜାଣନ୍ତୁ ଏହା ପଛର ରହସ୍ୟ

ଦୁବାଇ: ଆଇସିସ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମି ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁବାଇରେ ଖେଳାଯାଉଛି । ସେମି ଫାଇନାଲରେ ଭାରତୀୟ କ୍ରିକେଟରମାନେ କଳା ରଙ୍ଗର ଆର୍ମ ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଛନ୍ତି ।…

ଏନିମିଆ ସମସ୍ୟା ପାଇଁ ଚିନ୍ତିତ କି ? ତେବେ ଖାଆନ୍ତୁ ମଖାନା, ମିଳିବ ଜବରଦସ୍ତ ଫାଇଦା

ମଖାନା ଶରୀର ପାଇଁ ହେଉଛି ଏକ ସୁପରଫୁଡ । ଏଥିରେ ଭରି ରହିଛି ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ, ଫସଫରସ୍, ଜିଙ୍କ, ଫାଇବର ଆଦି ପୋଷକତତ୍ତ୍ବ । ନିୟମିତ ମଖାନାକୁ ଜଳଖିଆ ଭାବେ ଖାଇପାରିବେ । – ମଖାନା ବ୍ଲଡସୁଗାରକୁ…