Browsing Category

Top Stories

ଶୀଘ୍ର ପିଲା ଜନ୍ମକର ଜନସଂଖ୍ୟା ବଢ଼ାଇ… ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟନିଲ ରାଜ୍ୟବାସୀଙ୍କୁ ପିଲାଜନ୍ମ କରିବାକୁ ଆହ୍ୱାନ ଦେଇଛନ୍ତି । ପାର୍ଲାମେଣ୍ଟରେ ତାମିଲନାଡ଼ୁ ନେତାଙ୍କ ସଂଖ୍ୟା ବଜାୟ ରଖିବା ପାଇଁ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି କରିବାକୁ…

“‘ପାକିସ୍ତାନୀ’ କାହାକୁ କହିବା ନୁହେଁ ଅପରାଧ”, ଜାଣନ୍ତୁ କାହିଁକି ଏମିତି କହିଲେ ଜଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କୁ ପାକିସ୍ତାନୀ କହିବା ଭୁଲ୍‌, ହେଲେ ଏହା ଅପରାଧ ନୁହେଁ। ଏଥିପାଇଁ ଆଇପିସି ଧାର ୨୯୮ ଅନୁଯାୟୀ, ଧାର୍ମିକ ଭାବନାକୁ ଆଘାତ କରିବାର କେସ୍…

RRB RPF ସବ ଇନ୍ସପେକ୍ଟର ପରୀକ୍ଷା ଫଳ ଘୋଷିତ, ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ରେଲୱେ ନିଯୁକ୍ତି ବୋର୍ଡ (RRB) ରେଲୱେ ସୁରକ୍ଷା ବଳ (RPF) 2024 ପରୀକ୍ଷାରେ ସବ-ଇନ୍ସପେକ୍ଟର (SI) ର ଫଳାଫଳ ଘୋଷଣା କରିଛି । ଏହି ପରୀକ୍ଷାରେ ମୋଟ ୪,୫୨୭ ଜଣ ପ୍ରାର୍ଥୀ ପାସ୍ କରିଛନ୍ତି । ନିଯୁକ୍ତି…

IND vs AUS: ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବ୍ୟାଟିଂ କରିବାର ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୬ଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୁବାଇରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ କ୍ୟାପ୍ଟେନ ଷ୍ଟିଭ ସ୍ମିଥ ଟ୍ସ ଜିତି ପ୍ରଥମେ ବ୍ୟାଟିଂ କରିବାର…

କଂଗ୍ରେସ ସଂଖ୍ୟାଲଘୁ ସେଲର ବିକ୍ଷୋଭ ବେଳେ ମୁହାଁମୁହିଁ, କିଟ୍ ସାମ୍ମାରେ କର୍ମୀ-ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ବର: କିଟ୍‌ ସାମ୍ନାରେ ପୁଣି ଥରେ ଧସ୍ତାଧସ୍ତି ପରିସ୍ଥିତି ସ୍ଥିତି । କଂଗ୍ରେସ ସଂଖ୍ୟାଲଘୁ ସେଲ୍‌ର ବିକ୍ଷୋଭ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଠେଲାପେଲା ସ୍ଥିତି…

ଅଣ୍ଟା ତଳକୁ ସୁନା ପିନ୍ଧିବା କାହିଁକି ଉଚିତ୍ ନୁହେଁ, କ’ଣ ହୋଇପାରେ କ୍ଷତି: ଜାଣନ୍ତୁ ଏହାର ଧାର୍ମିକ ଏବଂ ବୈଜ୍ଞାନିକ କାରଣ

ଧାର୍ମିକ, ବୈଜ୍ଞାନିକ ଏବଂ ଜ୍ୟୋତିଷ କାରଣ ଯୋଗୁଁ ହିନ୍ଦୁ ଧର୍ମରେ ଅଣ୍ଟା ତଳକୁ ସୁନା ଅଳଙ୍କାର ପିନ୍ଧିବା ଉଚିତ୍ ନାହିଁ । ଏହା ଅନେକ ବର୍ଷ ପୁରୁଣା ପରମ୍ପରା, ଯାହା ଆଜି ବି ପାଳନ କରାଯାଉଛି । ହିନ୍ଦୁ ଧର୍ମରେ…

୫୮ ଘଣ୍ଟା କିସ୍ କରି ଭାଙ୍ଗିଥିଲେ ୱାର୍ଲଡ ରେକର୍ଡ, ଏବେ ଭାଙ୍ଗିଗଲା ସଂପର୍କ

ନୂଆଦିଲ୍ଲୀ: ଦୀର୍ଘ ସମୟ କିସ୍ କରିବାର ଗିନିଜ ୱାର୍ଲଡ ରେକର୍ଡ କରିଥିବା କପଲ ବର୍ତ୍ତମାନ ଅଲଗା ହୋଇଛନ୍ତି। ଥାଇଲାଣ୍ଡରେ ରହୁଥିବା ଏକ୍କଚାୟ ତିରନାରନ ଏବଂ ତାଙ୍କ ପତ୍ନୀ ଲକ୍ଷଣା ୨୦୧୩ରେ ୫୮ ଘଣ୍ଟା ୩୫ ମିନିଟ…

ବିଶ୍ବ ମହିଳା ଦିବସ ଅବସରରେ ବ୍ରହ୍ମପୁର ଯିବେ ମୁଖ୍ୟମନ୍ତ୍ରୀ, ମହିଳାଙ୍କୁ ବାଣ୍ଟିବେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ଆସନ୍ତା ୮ତାରିଖ ଦିନ ବିଶ୍ବ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି। ବ୍ରହ୍ମପୁର ସ୍ଥିତ ଆମ୍ବପୁଆ ବିବେକ ବିହାରଠାରେ ଆୟୋଜିତ ବିରାଟ…

ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ମାମଲା, ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଭୁବନେଶ୍ବର: ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ରାଜ୍ୟ ସରକାର ଓ ବିଜେପିକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ବିଜୁ…

ଶାରୀରିକ ପରୀକ୍ଷାରେ ମୃତ୍ୟୁ: ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ସୁନ୍ଦରଗଡ଼: ଓଏସଏସସି ଶାରୀରିକ ପରୀକ୍ଷାରେ ଅଘଟଣ ଘଟିଥିଲା। ଦୌଡ଼ିବା ସମୟରେ ୨ ପରୀକ୍ଷାର୍ଥୀ ପ୍ରାଣ ହରାଇଥିଲେ। ସୂଚନାନୁଯାୟୀ, ଆଜି ପରୀକ୍ଷାର୍ଥୀଙ୍କ ପାଇଁ ଚାଲିଥିଲା ଶାରୀରିକ ପରୀକ୍ଷା। ଜଣେ ମୃତକ କେନ୍ଦୁଝରର ଥିବା…