Browsing Category
Top Stories
କାଲିଠୁ ମହିଳାଙ୍କୁ ସୁଭଦ୍ରା ଦେବ ଡବଲ ଲାଭ, ଏକାଥରକେ ବ୍ୟାଙ୍କ ଖାତାକୁ ଆସିବ ୧୦ ହଜାର
ଭୁବନେଶ୍ୱର: ଆସନ୍ତା କାଲି ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା କାଲି ମହିଳାଙ୍କୁ ପ୍ରଦାନ କରିବେ ସରକାର ।
୨ ଦିନ ମିଳିବ: ଏ ନେଇ ମାର୍ଚ୍ଚ ୧ ତାରିଖରେ ଏକ୍ସରେ…
ସୂର୍ଯ୍ୟ-ଶୁକ୍ରଙ୍କର ମୀନ ରାଶିରେ ସଂଯୋଗ, ୧୪ ମାର୍ଚ୍ଚରୁ ଏହି ତିନୋଟି ରାଶିଙ୍କର ବଢିବ ଧନ
ଓଡ଼ିଶା ଭାସ୍କର: ସୂର୍ଯ୍ୟ ଏବଂ ଶୁକ୍ର ଗ୍ରହ ୧୪ ମାର୍ଚ୍ଚରେ ମୀନ ରାଶିରେ ସଂଯୋଗ ହେବେ। ୧୪ ମାର୍ଚ୍ଚରେ କୁମ୍ଭ ରାଶିରୁ ବାହାରି ସୂର୍ଯ୍ୟ ମୀନ ରାଶିରେ ପ୍ରବେଶ କରିବେ।
ଗୁରୁଙ୍କର ରାଶି ମୀନରେ ସୂର୍ଯ୍ୟ-ଶୁକ୍ରଙ୍କର…
ସବୁବେଳେ ନିଦ ଲାଗି ରହୁଥିଲେ ସାବଧାନ! ହୋଇଥାଇପାରେ ଏହି କାରଣ
ନୂଆଦିଲ୍ଲୀ: ଯଦି ରାତିରେ ଠିକ୍ ଭାବରେ ନିଦ ନହୁଏ ତେବେ ଦିନସାରା ନିଦ ଲାଗିଥାଏ । କିନ୍ତୁ ରାତିରେ ଭଲ ନିଦ ହେବା ପରେ ମଧ୍ୟ ଯଦି ଦିନସାରା ନିଦ ଲାଗୁଛି, ତେବେ ଏହାର କାରଣ ଅନ୍ୟ କିଛି ହୋଇପାରେ। ତେବେ କିଛିଦିନ ଧରି…
ଡୋନେସନ ପାଇଁ ହ୍ୱାଟ୍ସଆପକୁ ଆସିଲା ଲିଙ୍କ୍, କ୍ଲିକ୍ କରିବା ମାତ୍ରେ ଚାଲିଗଲା ଲକ୍ଷେ
ନୂଆଦିଲ୍ଲୀ: କର୍ଣ୍ଣାଟକର ଜଣେ 31 ବର୍ଷୀୟ ବ୍ୟକ୍ତି ହ୍ଵାଟ୍ସଆପରେ ଆସିଥିବା ଲିଙ୍କରେ କ୍ଲିକ୍ କରି ଲକ୍ଷେ ଟଙ୍କା ହରାଇଛନ୍ତି। ପୀଡିତା ଜଣକ ଡୋନେସନ କରିବାକୁ ଲିଙ୍କରେ କ୍ଲିକ୍ କରିଥିଲେ, କିନ୍ତୁ ତାଙ୍କ ଆକାଉଣ୍ଟରୁ 1…
ବାଇକ ଚାଳକଙ୍କ ଭୁଲ ଯୋଗୁଁ ଓଲଟି ପଡିଲା ଯାତ୍ରୀବାହୀ ବସ୍, ସାମ୍ନାକୁ ଆସିଲା ଭୟଙ୍କର Video
ନୂଆଦିଲ୍ଲୀ: ବେଳେବେଳେ ଛୋଟ ଛୋଟ ଭୁଲ ବଡ଼ ଦୁର୍ଘଟଣାରେ ପରିଣତ ହୁଏ। ମହାରାଷ୍ଟ୍ରରେ ମଧ୍ୟ ସମାନ ଏକ ଭୟଙ୍କର ଦୁର୍ଘଟଣା ଘଟିଛି, ଯେଉଁଠାରେ ଜଣେ ବାଇକ୍ ଆରୋହୀଙ୍କ ଅସାବଧାନତା ଯୋଗୁଁ ଏକ ବସ୍ ଓଲଟି ପଡ଼ିଛି। ଏହି…
ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆରମ୍ଭ କରାଯିବ ସର୍ଭେ ପ୍ରକ୍ରିୟା
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆଉ ଏକ ନୂଆ ଅପଡେଟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବଞ୍ଚିତ ହିତାଧିକାରୀଙ୍କୁ ଖୋଜାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ପ୍ରଭାତୀଙ୍କର କହିବା ଅନୁସାରେ,…
‘ସରକାର ଆସିବ ଯିବ, ବିଜୁ ବାବୁ ସର୍ବଦା ରହିବେ ଲୋକଙ୍କ ହୃଦୟରେ..’: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପଞ୍ଚାୟତିରାଜ ଦିବସ ପ୍ରସଙ୍ଗକୁ ନେଇ ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ଆସିବା ପରେ କ୍ରୀଡା ସମ୍ମାନ ନାଁ…
ଷ୍ଟିଭ ସ୍ମିଥଙ୍କ ବଡ଼ ଘୋଷଣା, ଭାରତ ବିପକ୍ଷରେ ହାରିବା ପରେ ODI କ୍ରିକେଟରୁ ନେଲେ ବିଦାୟ
ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭାରତୀୟ ଟିମ ବିପକ୍ଷରେ ହାରିବାର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ହାରିବା ପରେ ଅଷ୍ଟ୍ରେଲିଆ ଟିମର କ୍ୟାପ୍ଟେନ ଷ୍ଟିଭ ସ୍ମିଥ…
ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା, ‘ସାଇବର ଥାନା ସୁଦୃଢ଼ କରାଯିବ’
ଭୁବନେଶ୍ବର: ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍ ଅଫିସର ଜଗମୋହନ ମୀନା । କଟକ ଛାଡ଼ି ଭୁବନେଶ୍ବର ଡିସିପି ଭାବେ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି । ଡିସିପି ପିନାକ ମିଶ୍ରଙ୍କ ଠାରୁ…
SBI ନାମରେ ସେୟାର ହେଉଛି ଡିପଫେକ୍ ଭିଡିଓ, ଆଲର୍ଟ କଲା ବ୍ୟାଙ୍କ
ନୂଆଦିଲ୍ଲୀ: ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କୁ ଏବଂ ସାଧାରଣ ଲୋକଙ୍କ ପାଇଁ ଏକ ପବ୍ଲିକ୍ ନୋଟିସ ଜାରି କରିଛି। ଏଥିରେ ସେ କହିଛି ଯେ, ସୋସିଆଲ ମିଡିଆରେ ବ୍ୟାଙ୍କ ନାମରେ ଅନେକ ଡିପଫେକ୍ ଭିଡିଓ ସେୟାର…