Browsing Category
Top Stories
ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଅନ୍ତିମ ସଂସ୍କାର ପାଇଁ ଦିଲ୍ଲୀରେ ହେବ ‘ରାଷ୍ଟ୍ରୀୟ ସ୍ମୃତି’: ମୋଦୀ ସରକାରଙ୍କ ମଞ୍ଜୁରୀ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶୁକ୍ରବାର ଦିନ ଦେଶର ରାଜଧାନୀର ସମାଧୀ କମ୍ପେ୍ଲକ୍ସରେ ‘ରାଷ୍ଟ୍ରୀୟ ସ୍ମୃତି’ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନର ତଥା ପୂର୍ବତନ…
ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ, ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ବିଧାୟକଙ୍କ ବନ୍ଦ ଡାକରା
ଭବାନୀପାଟଣା: ଧାନମଣ୍ଡି ଅବ୍ୟବସ୍ଥା ଏବଂ କଟନିଛଟନି ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ । ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ବିଧାୟକ ସାଗର ଚରଣ ଦାସ । ମଣ୍ଡିରେ ସବୁ ବ୍ୟବସ୍ଥା ଫେଲ ହେଉଥିବା ବେଳେ…
ପ୍ରକାଶ ପାଇଲା UGC NET କାର୍ଯ୍ୟସୂଚୀ, ସିବିଟି ମୋଡରେ ପରୀକ୍ଷା ଦେବେ ପ୍ରାର୍ଥୀ
ନୂଆଦିଲ୍ଲୀ: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(University Grants Commission) ନେଟ୍ ଡିସେମ୍ବର-2024 ପାଇଁ କାର୍ଯ୍ୟସୂଚୀ ଜାରି କରାଯାଇଛି । ଜାନୁଆରୀ 3 ତାରିଖରୁ ଏହି ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ 16 ତାରିଖ…
Weather Update: ପଶ୍ଚିମାଝଡ ପ୍ରଭାବରେ ଆଜି 7 ଜିଲ୍ଲାରେ ବର୍ଷା, ନୂଆବର୍ଷରେ ଥରିବ ଓଡିଶା
ଭୁବନେଶ୍ବର: 2 ଦିନର ବିରତି ପରେ ଆଜି ରାଜ୍ୟରେ ପୁଣିଥରେ ବର୍ଷା ଦେଖାଯିବାର ସମ୍ଭାବନା ରହିଛି । ଆଜି ଏବଂ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଥିବା କଥା କହିଛି ଭୁବନେଶ୍ବର ଆଞ୍ଚଳିକ…
୨ଟି ଡାଟା ଭାଉଚର ବୈଧତାରେ ବଡ ପରିବର୍ତ୍ତନ କଲା Jio, ରିଚାର୍ଜ ପୂର୍ବରୁ କରନ୍ତୁ ଚେକ୍
ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଶସ୍ତା ଡାଟା ଭାଉଚର (19 ଏବଂ 29 ଟଙ୍କା) ବୈଧତାରେ ବଡ ପରିବର୍ତ୍ତନ କରିଛି । ଅଧିକାଂଶ ଜିଓ ଉପଭୋକ୍ତାମାନେ ସ୍ୱଳ୍ପ ସମୟ ପାଇଁ ଡାଟା ବ୍ୟବହାର କରିବାକୁ ଏହି ଭାଉଚର୍ ଉପରେ ନିର୍ଭର…
ଏହିସବୁଥିରେ ଲୋକମାନେ କରୁଛନ୍ତି ଅଧିକ ବ୍ୟୟ: ସର୍ବେକ୍ଷଣରୁ ଖୁଲାସା
ଗତ ଏକ ଦଶନ୍ଧି ଭିତରେ ଉଭୟ ଗୟାମାଞ୍ଚଳ ଓ ସହରାଞ୍ଚଳରେ ଲୋକଙ୍କ କିଣାକିଣି କ୍ଷମତା ବଢ଼ିଛି। ଏପରିକି ଏହା ଗ୍ରାମାଞ୍ଚଳରେ ମୁଣ୍ଡପିଛି ଡାରାହାରି ଉପଭୋକ୍ତା ଖର୍ଚ୍ଚ ୧୮୮% ବଢ଼ିଥିବା ବେଳେ ସହରାଞ୍ଚଳରେ ୧୬୬% ବୃଦ୍ଧି…
(Video) ରାତି ଅଧରେ ଭୂକମ୍ପ ଝଟକା, ଥରିଲା ଘର ଭୟରେ ଦୌଡିଲେ ଲୋକେ
ନୂଆଦିଲ୍ଲୀ: ରାତିରେ ଥରି ଉଠିଲା ଜମ୍ମୁକାଶ୍ମୀର । ଏନେଇ ନାସନାଲ ସେଣ୍ଟର ଫର ସାମସୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ବାରାମୂଳାରେ ରିକ୍ଟର ସ୍କେଲରେ ତୀବ୍ରତା 4.0 ରେକର୍ଡ କରାଯାଇଛି । ଆଜି ରାତି 9ଟା 6 ମିନିଟରେ…
ମହାବଳ ବାଘ ଛାଲ ଜବତ ଘଟଣା: ଉଦଳା ହସ୍ପିଟାଲର ଜଣେ ଡାକ୍ତରଙ୍କୁ ଗିରଫ କଲା ବନ ବିଭାଗ
ବାଲେଶ୍ବର: (ଓଡ଼ିଶା ଭାସ୍କର) ମହାବଳ ବାଘ ଛାଲ ଜବତ ଘଟଣାରେ ଗିରଫ ହେଲେ ଜଣେ ଡାକ୍ତର । ଉଦଳା ହସ୍ପିଟାଲର ଜଣେ ଡାକ୍ତରଙ୍କୁ ଗିରଫ କଲା ବନ ବିଭାଗ । ଡାକ୍ତର ଜଣଙ୍କ ଟଙ୍କା ଦେଣନେଣର ମୁଖ୍ୟ କାର୍ପଟଦାର ଥିବା ମିଳିଲା…
(Video) India ପାଇଁ ଅତ୍ୟନ୍ତ ଖାସ୍ SpaDeX ମିଶନ, ଇସ୍ରୋ ଦେଖାଇଲା ଝଲକ
ନୂଆଦିଲ୍ଲୀ: ଆସନ୍ତା 30 ତାରିଖ ଅର୍ଥାତ ସୋମବାର ଦିନ PSLV-C60 ରେ ଭାରତର ସ୍ପେଡେକ୍ସ ମିଶନ୍ ମହାକାଶକୁ ଯିବ । PSLV C60 / SPADEX ମିଶନ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ରାତି 9.58 ରେ ଲଞ୍ଚ କରାଯିବ…
୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆୟକର ହ୍ରାସ କରିବାକୁ କେନ୍ଦ୍ର କରୁଛି ବିଚାର : ରିପୋର୍ଟ
ନୂଆଦିଲ୍ଲୀ : ନୂଆବର୍ଷ ଆଣିପାରେ କରଦାତାଙ୍କ ପାଇଁ ଖୁସି ଖବର । ଏକ ସୂତ୍ରରୁ ଜଣାପଡିଛି ଯେ, ମଧ୍ୟବିତ୍ତ ଲୋକଙ୍କୁ ଆଶ୍ବସ୍ତି ଯୋଗାଇବା ପାଇଁ ଆଗାମୀ ବଜେଟରେ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ…