Browsing Category
Top Stories
ରୋଡ ରୋମିଓଙ୍କୁ ଧରିବ ହ୍ୱାଟ୍ସଆପ୍ ନମ୍ବର
ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ରୋମିଓ, ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକ ହ୍ୱାଟ୍ସଆପ୍ ନମ୍ବର ଜାରି ହୋଇଛି । କମିଶନରେଟ ପୋଲିସରୁ ହ୍ୱାଟ୍ସଆପ୍ ନମ୍ବର ହେଉଛି-୭୦୭୭୭୯୮୧୧୧ । କେହି ଯଦି ହଇରାଣ…
ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ
ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ହୋଇଛି । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ପୁରୁଣା ଦରରେ ଆଦାୟ ହେବ ହୋଲ୍ଡିଂ ଟିକସ…
ସୁବାସ ପାଣିଗ୍ରାହୀଙ୍କୁ ବିଜେଡିର ନିନ୍ଦା
ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିନ୍ଦା କରିଛି ବିଜେଡି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁବାସ ପାଣିଗ୍ରାହୀଙ୍କୁ…
ତିନୋଟି ଛୁଆର ମାଆ ଅଷ୍ଟମ ଶ୍ରେଣୀ ଛାତ୍ର ସହ ଫେରାର୍
ଗୋରଖପୁର, ୧୫ା୩: ଉତ୍ତରପ୍ରଦେଶରୁ ଏକ ଅଜବ ଖବର ସାମନାକୁ ଆସିଛି । ଗୋରଖପୁର ଅଞ୍ଚଳରେ ଜଣେ ତିନି ଛୁଆର ମାଆ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ସହ ଫେରାର ହୋଇଯାଇଛି । ଏନେଇ ଛାତ୍ରର ପରିବାର ଲୋକେ ପୋଲିସରେ ମାମଲା ଦାୟର…
ରାଜ୍ୟରେ ଆଉ ୬୬ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୫।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮…
ଛାତ୍ର ଦେଲେ ଗୁରୁଦକ୍ଷିଣା: ବଦଳିଲା ଶିକ୍ଷକଙ୍କ ଭାଗ୍ୟ
ୱାଶିଂଟନ, ୧୫ା୩: ଆଜି ବି ପ୍ରକୃତ ଶିଷ୍ୟ ସମାଜରେ ରହିଛନ୍ତି । ଏକଥା ପ୍ରମାଣିତ କରିଛନ୍ତି ୱାଶିଂଟନରେ ରହୁଥିବା ଛାତ୍ର ଷ୍ଟିବନ । ଷ୍ଟିବନଙ୍କ ଗୁରୁଦଣିକ୍ଷା ପାଇଁ ନିଜର ସାର ଜୋସଙ୍କର ଭାଗ୍ୟ ବଦଳି ଯାଇଛି ।…
ଗୃହରେ ପୁଣି ଉତ୍ତେଜନା, ୪ଟା ଯାଏଁ ମୁଲତବୀ
ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ଚାଷୀଙ୍କ ଧାନ ମଣ୍ଡି ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ପୁଣି ଗୃହରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଧାନସଭାରେ ଶାସକ-ବିରୋଧୀ…
ରବିବାର ଛଡା ଆଉ ସବୁଦିନ ଟିକାକରଣ
ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): କରୋନାରୁ ରକ୍ଷା ପାଇବା ପାଇଁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏଣିକି ରବିବାର ଓ ଛୁଟିଦିନ ବ୍ୟତୀତ ଆଉ ସବୁଦିନ ଟିକାକରଣ ହେବ । ଏନେଇ…
ଆଇଏସଆଇଏସ ଲିଙ୍କ: ୫ ଗିରଫ
ନୂଆଦିଲ୍ଲୀ, ୧୫ା୩: ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ଲିଙ୍କ ନେଇ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ପକ୍ଷରୁ ୩ଟି ରାଜ୍ୟରେ ଚଢ଼ାଉ କରାଯାଇଛି । ଦିଲ୍ଲୀ, କେରଳ ଓ କର୍ଣ୍ଣାଟକର ୧୦ଟି ଜାଗାରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି ।…
ବସ୍ ଦୁର୍ଘଟଣା: ଦୁଇ ମୃତ, ୮ ଗୁରୁତର
ଅମରାବତୀ, ୧୫ା୩: ଆନ୍ଧ୍ରପ୍ରଦେଶରେ ଏକ ବସ୍ ଦୁର୍ଘଟଣା ଘଟି ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ସୋମପେଟା ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ଏକ ଟିପର ମୁହାଁମୁହିଁ ହେବା…